ଫୁରସତ

ରୋନାଲଡୋଙ୍କ ଗୋଟିଏ ଘଣ୍ଟା ମୂଲ୍ୟରେ କିଣିହେବ ଫ୍ଲାଟ୍‌, କାର୍‌

ଦୁନିଆର ଶ୍ରେଷ୍ଠ ଫୁଟବଲର୍‌ ତାଲିକାରେ ସାମିଲ ଥିବା କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ପ୍ରଦର୍ଶନ ଯୋଗୁ ଚର୍ଚ୍ଚାରେ ରହିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାରେ ଏହି ପର୍ତ୍ତୁଗୀଜ ଖେଳାଳି ଶ୍ରେଷ୍ଠ ତିନି ଖେଳାଳିଙ୍କ ମଧ୍ୟରେ ଅଛନ୍ତି। ଦାମୀ କାର ସହିତ…

ଭୟରେ ବିମାନ ବିକିଦେଲେ

ସେଣ୍ଟ ଲୁଇସ: ଆମେରିକାର ପ୍ରସିଦ୍ଧ ପପ୍‌ ସିଙ୍ଗର ଟେଲର୍‌ ସ୍ବିଫ୍ଟ ପୁଣି ଚର୍ଚ୍ଚାରେ ଅଛନ୍ତି। ନିଜ ପାଖେ ଥିବା ଦୁଇଟି ପ୍ରାଇଭେଟ ଜେଟ୍‌ ବିମାନ ମଧ୍ୟରୁ ଗୋଟିଏକୁ ସେ ବିକ୍ରି କରିଛନ୍ତି। ଟେଲରଙ୍କ ପ୍ରାଇଭେଟ ଜେଟ୍‌ ବ୍ୟବହାର ନେଇ ଜଣା ପଡ଼ିବା…

ମହିଳାଙ୍କ ହେୟାର ଷ୍ଟାଇଲ ମୁଣ୍ଡରେ ଦେବେ ହାତ, ଭିଡିଓ ଦେଖିଲେ ହୋସ ଉଡିଯିବ…

ମଣିଷର ଲୁକକୁ ପ୍ରଭାବଶାଳୀ କରିବାରେ କେଶ ବହୁତ ସାହାଯ୍ୟ କରିଥାଏ। ସେଥିପାଇଁ ଲୋକମାନେ ନିଜ ମୁହଁ ଓ ଚେହେରା ଅନୁଯାୟୀ କେଶ ରଖନ୍ତି। କିଛି ଲୋକ ଲମ୍ବା କେଶ ରଖିବାକୁ ଭଲ ପାଆନ୍ତି ତ କିଛି ଲୋକ ଛୋଟ କେଶ ରଖନ୍ତି…

ସ୍ବାମୀଙ୍କୁ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଦେଖି ସିଂଘମ ସାଜିଲେ ସ୍ତ୍ରୀ: କରିଦେଲେ ଏମିତି କାମ

ନୂଆଦିଲ୍ଲୀ,୯।୨: ସାଧାରଣତଃ ଭାଲେଣ୍ଟାଇନ ଓ୍ବିକ୍‌ରେ ପ୍ରେମୀଯୁଗଳ ଏକାଠି ବୁଲିବା ଦେଖାଯାଏ। କିନ୍ତୁ ଏହି ସମୟରେ ବିବାହିତ ବ୍ୟକ୍ତିମାନେ ସ୍ତ୍ରୀଙ୍କୁ ଛାଡି ପ୍ରେମିକାଙ୍କୁ ଧରି ବୁଲିବା ନିହାତି ନିନ୍ଦନୀୟ। ସତନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା, ଯାହାର ଭିଡିଓ ଭାଇରାଲ ହେବାରେ…

Chocolate Day: ସାଥୀଙ୍କୁ ଚକୋଲେଟ୍‌ ଦେଇ ଏପରି କିଣନ୍ତୁ ମନ…

ଫେବୃଆରୀ ମାସଟି ପ୍ରେମୀଯୁଗଳଙ୍କ ପାଇଁ ବହୁତ ସ୍ବତନ୍ତ୍ର। କାରଣ ଏହି ମାସରେ ପ୍ରେମୀଯୁଗଳଙ୍କ ଉପରେ ଖାଲି ପ୍ରେମର ବର୍ଷା ହିଁ ବର୍ଷା ହୋଇଥାଏ। ବିଶେଷକରି ପ୍ରେମକୁ ସ୍ମରଣୀୟ ତଥା ଉଜ୍ଜୀବିତ କରିବା ପାଇଁ ଯୁବବର୍ଗ ଏହାକୁ ସପ୍ତାହେ ଧରି ପାଳନ କରିଥାନ୍ତି।…

୪୦ ହଜାର ଫୁଟ ଉପରେ ରେଳମନ୍ତ୍ରୀଙ୍କୁ ନାପକିନରେ ଲେଖି ଦିଆଗଲା ପ୍ରସ୍ତାବ, ୬ ମିନିଟ ପରେ ମିଳିଲା ସରପ୍ରାଇଜ

ନୂଆଦିଲ୍ଲୀ,୮।୨: ଅକ୍ଷୟ ସତନାଲିୱାଲା କଳ୍ପନା କରି ନଥିବେ ଯେ ବିମାନ ଉଡ଼ାଣ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ କାଗଜ ନାପକିନ ଉପରେ ପ୍ରସ୍ତାବ ଦେବା ପରେ (ଘରୋଇ ବିମାନର ଉଚ୍ଚତା ୩୨ ରୁ ୪୦ହଜାର ଫୁଟ), ରେଳ ପ୍ରଶାସନ ତୁରନ୍ତ…

କ୍ଷେତରେ ବୁଲୁ ବୁଲୁ ଏମିତି କ’ଣ ପାଇଲେ ବ୍ୟକ୍ତି, ଯାହାର ଦାମ୍‌ କୋଟି କୋଟି ଟଙ୍କା, ଜାଣନ୍ତୁ ପୂରା ଘଟଣା

ପୂର୍ବ କାଳରେ ପୋତି ହୋଇଥିବା ଧନ ’ବିଷୟରେ ଆମେ ଶୁଣିଛେ। ପ୍ରାଚୀନ କାଳରେ ଲୋକଙ୍କ ପାଖରେ ବହୁତ ଟଙ୍କା ଥିଲା। ଲୋକଙ୍କ ଶରୀରର ଅଳଙ୍କାରରେ ଭର୍ତ୍ତି ହେଇଯାଉଥିଲା। କେତେକ ଦେଶରେ ସୁନା ମୁଦ୍ରା ମଧ୍ୟ ଚାଲୁଥିଲା। ଏହି ସୁନା ମୁଦ୍ରାଗୁଡ଼ିକର ସୁରକ୍ଷା…

ମୁକେଶ ଅମ୍ବାନୀଙ୍କ ପରି ତାଙ୍କ ଭାବି ସମୁଦିଙ୍କର ବି ଅଛି ପୁଳାପୁଳା ଟଙ୍କା

ପୁଣି ଥରେ ଅମ୍ବାନୀ ପରିବାରରେ ଶାହାନାଇ ବାଜିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବ ଶୀଘ୍ର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଦୀର୍ଘ ଦିନରୁ ପରସ୍ପରକୁ…

ଜିଲ୍‌ଙ୍କ ମୁହଁରୁ ହଁ ଶୁଣିବା ଲାଗି ୫ ଥର ପ୍ରପୋଜ୍‌ କରିଥିଲେ ବାଇଡେନ୍‌…ପଢ଼ନ୍ତୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରେମକାହାଣୀ

ଆରମ୍ଭ ହୋଇଛି ଭ୍ୟାଲେଣ୍ଟାଇନ୍‌ ସପ୍ତାହ। ଏହି ସମୟରେ ଅନେକେ ନିଜର ସାଥୀଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି। ବୁଧବାର ପ୍ରଥମ ଦିନ ରୋଜ୍‌ ଡେ’ ଶେଷ ହୋଇଥିବା ବେଳେ ଆଜି(ଗୁରୁବାର) ହେଉଛି ପ୍ରପୋଜ୍‌ ଡେ’। ଏହି ସ୍ବତନ୍ତ୍ର ଦିନରେ ଜଣେ ପ୍ରତିଷ୍ଠିତ…

ଅନଲାଇନ୍‌ରେ ଏହି କାମ କରି ମାତ୍ର ୭ ଦିନରେ ୨୦୦ କୋଟି ରୋଜଗାର କଲେ ମହିଳା, ଉପାୟ ଜାଣିଲେ ଆପଣ ବି କରିପାରିବେ

ଆଜିକାଲି ଟଙ୍କା ରୋଜଗାର କରିବା ଯେତିକି କଷ୍ଟସାଧ୍ୟ ନୁହେଁ। ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛ କି ଆପଣ ଏଥିପାଇଁ କେଉଁ ପଦ୍ଧତି ଆପଣାଉଛନ୍ତି। ନିକଟରେ ଏଭଳି ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମହିଳା ଜଣଙ୍କ…

ଗୁଗୁଲ ମ୍ୟାପ ଦ୍ୱାରା ଫେରି ପାଇଲେ ଚୋରି ହୋଇଯାଇଥିବା ଫୋନ

ଚେନ୍ନାଇ,୮।୨: ଫୋନ ଚୋରି ହୋଇଗଲେ କିମ୍ବା ହଜିଗଲେ ମିଳିବା କଷ୍ଟକର ହୋଇପଡେ। ଫୋନ ସ୍ବିଚଅଫ ହୋଇଯାଏ ଅଥବା ସିମ୍‌ ଚେଞ୍ଜ ହୋଇଯାଏ। ଯାହାଯୋଗୁ ମୋବାଇଲକୁ କନେକ୍ଟ କରିବା କଷ୍ଟ ହୋଇପଡେ। କିନ୍ତୁ ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପରେ ଖୋଜି ଖୋଜି ନିଜ…

ସାଇକେଲ୍‌ ଚକରେ ପ୍ରସ୍ତୁତ କରିଦେଲେ ଡାଇନିଂ ଟେବୁଲ୍‌: ବ୍ୟକ୍ତିଙ୍କ ବୁଦ୍ଧିକୁ ଲୋକେ କଲେ ବାଃ ବାଃ

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୁଏ। କିଛି ଭିଡିଓରେ ଲୋକମାନଙ୍କର କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଏହା ଦେଖିବା ପରେ ଲୋକମାନେ କହୁଛନ୍ତି ‘ଏହି ପ୍ରତିଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?