ଏମିତି ଏକ ବଲ୍ବ, ଯାହାର ପାଳନ କରାଯାଇଥିଲା ଜନ୍ମଦିନ
ସାଧାରଣତଃ କୌଣସି ବଲ୍ବ ଗୋଟେ ବର୍ଷରୁ ଅଧିକ ଜଳେ ନାହିଁ। ତେବେ ଅନେକ କମ୍ପାନୀ ଲଙ୍ଗ୍ ଲାଷ୍ଟିଙ୍ଗ୍ର ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି। କିନ୍ତୁ ଦୁନିଆରେ ଏପରି ଏକ ବଲ୍ବ ଅଛି, ଯାହା ୧୧୮ ବର୍ଷ ହେଲାଣି ଲଗାତର ଜଳୁଛି। ସେଣ୍ଟିନିୟର୍ ଲାଇଟ୍…
ଗ୍ରାହକମାନଙ୍କର ଡିମାଣ୍ଡ ଅନୁସାରେ ମିଳୁଛି ବିଚିତ୍ର ଆକୃତିର ଫଳ
ଚାଇନାର ଏକ କମ୍ପାନୀ ‘ଫ୍ରୁଟ୍ ଗୋଲ୍ଡ’ ବିଚିତ୍ର ଆକାରର ଫଳ ଓ ପରିବା ତିଆରି କରିବା ପାଇଁ ପ୍ରସିଦ୍ଧ। ଚତୁର୍ଭୁଜାକାର ସେଓଠାରୁ ଆରମ୍ଭ କରି ଦିଲ୍ ଡିଜାଇନ୍ର ତରଭୁଜ ପର୍ଯ୍ୟନ୍ତ ଏବଂ ଲାଫିଙ୍ଗ୍ ବୁଦ୍ଧଙ୍କ ଆକୃତିର ନାସ୍ପାତି, ଷ୍ଟାର ଆକାରର କାକୁଡ଼ି…
ପାହାଡ଼ ଉପରେ ଝୁଲି ରହିଛି ୫୦୦ ବର୍ଷ ତଳର ଗାଁ
ଜନବସତି ସାଧାରଣତଃ ସ୍ଥଳଭାଗରେ ଗଢ଼ି ଉଠିଥାଏ। ମାତ୍ର ପାହାଡ଼ ଉପରେ ଝୁଲି ରହିଥିବା ଗାଁ କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏକ ପାହାଡ଼କୁ ଦେଖିଲେ ଏହାକୁ ସତ ବୋଲି ମାନିବାକୁ ହେବ। ଏହିପରି ଏକ ଗାଁ ଝୁଲି ରହିଛି…
ଯେଉଁଠି ହୁଏ ଅସରପା ଚାଷ…
ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କର ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ। ଲୋକଙ୍କ ଚାହିଦା ଅନୁସାରେ ବିଭିନ୍ନ ଅଞ୍ଚଳରେ ନାନା ପ୍ରକାର ଚାଷ ହୋଇଥାଏ। ତେବେ ଅସରପା ଚାଷ ହେଉଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଏହା ସତ। ଚାଇନାରେ ଅସରପା ଚାଷ ଏକ…
କ୍ରିସ୍ମାସ୍ ଗିଫ୍ଟ
କ୍ରିସ୍ମାସ୍ ଅବସରରେ ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇ କିଛି ଉପହାର ଭେଟି ଦେବାର ପରମ୍ପରା ରହିଛି। ତେବେ ଏହି ଅବସରରେ କ’ଣ ସବୁ ଉପହାର ଦେଇପାରିବେ ସେ ସମ୍ପର୍କରେ… * ଏହି ଅବସରରେ ଫୁଲତୋଡା ବା ବୁକେ ହେଉଛି ସବୁଠାରୁ ଭଲ…
ସାଣ୍ଟା ଇନ୍ ଦ ସ୍କାଏ
କ୍ରିସ୍ମାସ୍ ବା ବଡଦିନ ପାଇଁ ଦେଶ ବିଦେଶ ଚାରିଆଡେ ଏବେ ଉତ୍ସବର ମାହୋଲ। କ୍ରିସ୍ମାସ୍ ଟ୍ରି, ରଙ୍ଗିନ ଲାଇଟର ଡେକୋରେଶନ ସାଙ୍ଗକୁ ସ୍ବତନ୍ତ୍ର ଉତ୍ସବର ଆୟୋଜନ ଲାଗି ପ୍ରାୟ ସମସ୍ତେ ବ୍ୟସ୍ତ। ଠିକ ସେହିଭଳି ମାଲେସିଆର କୁଆଲାଲମ୍ପୁରଠାରେ ଏହି ଅବସରରେ ପର୍ଯ୍ୟଟକଙ୍କ…
ଟଏଲେଟ୍ ପେପର୍ ଓ୍ବେଡିଂ ଗାଉନ୍
ପୃଥିବୀରେ ଅନେକ ଅଜବ ପ୍ରତିଯୋଗିତା ଅୟୋଜନ କରାଯାଇଥାଏ। କିଛି ପ୍ରତିଯୋଗିତା ସମ୍ପର୍କରେ ଅନେକେ ଅଳ୍ପ ବହୁତେ ଜାଣିଥିବେ। ସେମିତି ଏକ ଅଜବ ପ୍ରତିଯୋଗିତା ନ୍ୟୁୟର୍କରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଟଏଲେଟ୍ ପେପର୍ରେ ଓ୍ବେଡିଂ ଗାଉନ୍ କରିବା ଚ୍ୟାଲେଞ୍ଜ ରହିଥିଲା। ଏଥିରେ ପ୍ରାୟ…
କ୍ରିସ୍ମାସ୍ ରୋଜଗାର
ସାଧାରଣତଃ ପର୍ବପର୍ବାଣି, ସାମାଜିକ ପରମ୍ପରା ସବୁକୁ ମଣିଷ ନିଜର ସୁଖ ଆଉ ସମୃଦ୍ଧିର ବୃଦ୍ଧି ପାଇଁ ସୃଷ୍ଟି କରିଛି। ପରସ୍ପର ସହିତ ମିଳିତ ହେବା, ଖୁସି ବାଣ୍ଟିବା ଆଦିର ଅବସର ମଣିଷକୁ ଏହି ପର୍ବପର୍ବାଣି ତଥା ସାମାଜିକ ପରମ୍ପରା ସବୁ ପ୍ରଦାନ…
୩୬ ବର୍ଷରୁ ୫୦୦ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ବାବା
ତାମିଲନାଡୁ, ରାମେଶ୍ୱରମ୍ର ୭୦ ବର୍ଷୀୟ ବାବା ସୀତାରାମ ଦାସ। ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ମାନବିକତାର ଜୀବନ୍ତ ପ୍ରତିମା ବୋଲି କୁହାଯାଏ। କାରଣ ୩୬ ବର୍ଷ ହେବ ସେ ପ୍ରତିଦିନ ଲୋକଙ୍କୁ ମାଗଣାରେ ଖାଦ୍ୟ ଖୁଆଇ ଆସୁଛନ୍ତି। ସେ ପୁଣି ଭୋର୍ ୫ଟାରୁ…
ସବୁଠୁ ବଡ଼ ମାନବ କ୍ରିସ୍ମାସ୍ ଟ୍ରି
ପାଖେଇ ଆସିଲାଣି କ୍ରିସ୍ମାସ୍। ପ୍ରଭୁ ଯିଶୁଙ୍କ ଜନ୍ମଦିବସକୁ ଧୁମ୍ଧାମ୍ରେ ପାଳନ କରିବା ପାଇଁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଏବେ ବେଶ୍ ତତ୍ପର। କିଏ ଘର ସଜାଉଛନ୍ତି ତ କିଏ ଦିନଟିକୁ ଆନନ୍ଦରେ କଟାଇବା ପାଇଁ କରୁଛନ୍ତି ନାନାଦି ଯୋଜନା। ହେଲେ କ୍ରିସ୍ମାସ୍…
ଜଣଙ୍କର ଆଖି ନାହିଁ ତ ଆଉ ଜଣଙ୍କର ଗୋଡ, ତଥାପି ଲଙ୍ଘୁଛନ୍ତି ଗିରି
କୁହାଯାଏ ମନୋବଳ ଦୃଢ ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି। ସେଇକଥାକୁ ପ୍ରମାଣିତ କରିଦେଖେଇଛନ୍ତି ଦୁଇଜଣ ବନ୍ଧୁ। ସେ ହେଉଛନ୍ତି ମେଲାନୀ ନେକ୍ଟ ଓ ଟ୍ରେଭର୍ ହନ। ଏ ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ। ମେଲାନୀ ଚାଲିପାରୁ ନ ଥିବାବେଳେ ଟ୍ରେଭର୍ଙ୍କୁ ଦେଖାଯାଏନା।…
କ୍ରିସ୍ମାସ୍ ଡେଷ୍ଟିନେଶନ
କ୍ରିସ୍ମାସ୍କୁ ପ୍ରାୟ ସବୁ ସ୍ଥାନରେ ବେଶ୍ ଧୂମ୍ଧାମ୍ରେ ପାଳନ କରାଯାଇଥାଏ। ଏପରିକି ଭାରତର ଅନେକ ସ୍ଥାନରେ ବି ଏହି ପର୍ବକୁ ଜାକଜମକରେ ପାଳନ କରିବା ପାଇଁ ଲୋକେ ତତ୍ପରତା ଦେଖାଇଥାନ୍ତି। ତେଣୁ ଏଥରର କ୍ରିସ୍ମାସ୍ ଛୁଟିରେ ଯଦି ଆପଣମାନେ କୁଆଡ଼େ ବୁଲିଯିବା…

