ଫୁରସତ

ମୟୂରଙ୍କୁ ନୂଆ ଜୀବନ ଦେଉଛନ୍ତି ହଂସରାଜ

ଭିଓ୍ବାନି: ହରିୟାଣାରେ ଚାଷୀମାନେ କ୍ଷେତରେ କୀଟନାଶକ ପ୍ରୟୋଗ କରିବା ଦ୍ୱାରା ମୟୂର ଉପରେ ବିପଦ ଘନେଇ ଆସିଛି। କିନ୍ତୁ ଏମାନଙ୍କୁ ବିପଦରୁ ରକ୍ଷା କରିବା ଲାଗି ଆଗେଇ ଆସିଛନ୍ତି ‘ରିୟଲ ସୋସାଇଟି ପ୍ରୋବେଶନ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍‌’ର ଅଧ୍ୟକ୍ଷ ହଂସରାଜ…

ଶୋଭା ବଢ଼ାଇବେ ମୃତ ପ୍ରଜାପତି

ବକ୍ସର: ପ୍ରକୃତିର ଅନ୍ୟତମ ବିସ୍ମୟ ସୃଷ୍ଟି ପ୍ରଜାପତି। ଏହି ସୁନ୍ଦରତମ କୀଟକୁ ପରିକଳ୍ପନା କରି ଲେଖାଯାଇଛି ଅନେକ କାବ୍ୟ କବିତା। ସ୍ବଳ୍ପ ସମୟ ଜୀବନ ଅବଧି ଭିତରେ ପ୍ରଜାପତି ସବୁବର୍ଗର ଲୋକଙ୍କର କରିଥାଏ ଚିତ୍ତରଞ୍ଜନ। କିନ୍ତୁ ଦେହରୁ ଡେଣା ବାହାରିଗଲା ପରେ…

ଲଭ୍‌ ଚର୍ଚ୍ଚରେ କେବଳ ଦମ୍ପତି ପାଳନ୍ତି କ୍ରିସ୍‌ମାସ

ଆସୁଛି କ୍ରିସ୍‌ମାସ। ବିଦେଶରେ ପାଳନ କରାଯାଉଥିବା ପର୍ବ ମଧ୍ୟରେ ଏହା ଏକ ନିଆରା ପର୍ବ। ଅନେକ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ବୀ ରାଷ୍ଟ୍ରରେ ଖୁବ୍‌ ଧୁମ୍‌ଧାମରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ସମୟରେ ବେଲଜିୟମର ‘ଦ ଚର୍ଚ୍ଚ ଅଫ୍‌ ଲଭ୍‌’ କିନ୍ତୁ ସମସ୍ତଙ୍କ…

ପ୍ରାକୃତିକ ପରିବେଶ ମୋତେ ବିଭୋର କରେ

ବରଗଡ଼ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ। ୨୦୧୪ରୁ ସେ ଏହି ପଦବୀରେ ଅବସ୍ଥାପିତ। ୨୦୧୫ରୁ ତତ୍କାଳୀନ ଜିଲାପାଳ ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତଭାବେ ଜିଲା ସଂସ୍କୃତି ଅଧିକାରୀ ଦାୟିତ୍ୱ ସେ ସମ୍ଭାଳିଛନ୍ତି। ଜିଲାରେ ଏହି…

କେବଳ ମୁଶରଫ ନୁହନ୍ତି; ବିଶ୍ୱର ଏହି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ବି ଦିଆଯାଇଥିଲା ମୃତ୍ୟୁ ଦଣ୍ଡାଦେଶ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡ ଦେଇଛନ୍ତି। ମୁଶାରଫଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ଓ ଦେଶ ବିରୋଧରେ ଷଡଯନ୍ତ୍ର କରୁଥିବା ମାମଲାର ଶୁଣାଣି କରି…

୮୧ବର୍ଷରେ ସ୍ବପ୍ନ ସାକାର

ମୁମ୍ବାଇ: ନିଜ ସ୍ବପ୍ନ ପୂରଣ କରିବାକୁ ଅନେକେ ଅକ୍ଳାନ୍ତ ପ୍ରଚେଷ୍ଟା କରନ୍ତି। କୁହାଯାଏ, ସ୍ବପ୍ନ ପଛରେ ଦୌଡ଼ିବାର କିଛି ବୟସ ନ ଥାଏ। କିନ୍ତୁ ବହୁତ କମ୍‌ ଲୋକଙ୍କ କ୍ଷେତ୍ରରେ ଏହି ଉତ୍ସାହ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରୁ ବଲିଉଡ୍‌ର ଜଣାଶୁଣା…

ନିଆରା ଗାଁ: ଜନ୍ମଦିନ, ଶ୍ରାଦ୍ଧ ଦିବସରେ ଏଠାରେ ଗଛ ଲଗାଇବା ବାଧ୍ୟତାମୂଳକ

ପାଟନା,୧୯।୧୨: ବିହାରର ବଲତାରା ପଞ୍ଚାୟତ ଅନ୍ତର୍ଗତ କନହୌଲି ଗ୍ରାମ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଜନ୍ମଦିନ ହେଉ କି ବିବାହ କିମ୍ବା ଶ୍ରାଦ୍ଧ ଦିବସରେ ଏଠାକାର ଲୋକେ ଗଛ ଲଗାଇବା ବାଧ୍ୟତାମୂଳକ। ଏହି ଦିନ ଗାଁରେ ଲୋକେ ପ୍ଲାଷ୍ଟିକ୍‌ ମଧ୍ୟ ବ୍ୟବହାର…

ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି

ଚଳିତବର୍ଷ ପାଇଁ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ମାର୍ଟିନ୍‌ ଲିସିସ୍‌ଙ୍କୁ ଚୟନ କରାଯାଇଛି। ୩୫୦ କିଲୋ ଓଜନର ଜିନିଷ ଠାରୁ ଆରମ୍ଭ କରି ବୋଇଂ ବିମାନକୁ ମଧ୍ୟ ଅନାୟସରେ ସେ ଉଠାଇ ଦେଇଥାନ୍ତି। ଆମେରିକାରେ ପ୍ରତିବର୍ଷ…

ବିଶ୍ୱର ସବୁଠୁ ବୟସ୍କ ଦମ୍ପତି ପାଳିଲେ ୮୦ତମ ବିବାହ ବାର୍ଷିକୀ

ଟେକ୍ସାସ,୧୮।୧୨: ଆମେରିକାର ଟେକ୍ସାସ ସହରରେ ବିଶ୍ୱର ସବୁଠୁ ବୟସ୍କ ଦମ୍ପତି ନିଜର ୮୦ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଲଙ୍ଗହର୍ନ ସହରରେ ରହୁଥିବା ୧୦୬ ବର୍ଷୀୟ ଜନ୍‌ ହେଣ୍ଡର୍ସନ ଏବଂ ତାଙ୍କ ସ୍ତ୍ରୀ ୧୦୫ ବର୍ଷୀୟା ଶେର୍ଲୋଟ ନିଜ ବିବାହ ବାର୍ଷିକୀ…

ଏହି ପ୍ରସିଦ୍ଧ ଗାୟକଙ୍କ ଚଷମା ୧ କୋଟି ଟଙ୍କାରେ ନିଲାମ

ଯେଉଁମାନେ ସଙ୍ଗୀତ ଶୁଣିବାକୁ ଭଲ ପାଆନ୍ତି, ସେମାନେ ଜନ୍‌ ଲେନନ୍‌ଙ୍କ ନାଁ ନିଶ୍ଚୟ ଶୁଣିଥିବେ। ଦ ବିଟଲ୍ସ ନାମରେ ପ୍ରସିଦ୍ଧ ଜନ୍‌ଙ୍କ ଚଷମା ନିକଟରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ନିଲାମ ହୋଇଛି। ଆଲାନ ହେରିଙ୍ଗ୍‌ ଏହି ଚଷମାକୁ ନିଲାମ କରିଥିଲେ।…

ଅଜବ ଚୋର:ନୂଆ ମୋବାଇଲ ଚୋରି କରି ଛାଡିଗଲେ ପୁରୁଣା

ଚେନ୍ନାଇ, ୧୮।୧୨: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋର ପୋଲିସ ହାତରେ ଧରାପଡିଛନ୍ତି। ଚେନ୍ନାଇର ତୋନ୍ଦିୟରପେଟ ଅଞ୍ଚଳରେ ଏକ ମୋବାଇଲ ଦୋକାନରେ ଜଣେ ଚୋର ଗୋଟିଏ ନୂଆ ମୋବାଇଲ ଚୋରି ସଫଳ ରହିଥିଲେ। କିନ୍ତୁ ଚୋରି ପରେ ଦୋକାନରୁ ଶୀଘ୍ର…

୭୯ ବର୍ଷରେ ମାଟ୍ରିକ୍‌ ପାସ୍‌

ଉଦ୍ଧମ ସିଂ ନଗର(ଉତ୍ତରାଖଣ୍ଡ): ଦୃଢ ଇଚ୍ଛାଶକ୍ତି ପାଖରେ ବୟସ ବି ହାର୍‌ ମାନିଥାଏ। ଏହାର ପ୍ରମାଣ ଦେଇଛନ୍ତି ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ସୁବେଦାର-ମେଜର। ପାଠ ପଢିବା ଲାଗି କୌଣସି ବୟସ ନ ଥାଏ ବୋଲି ମଧ୍ୟ ସେ ଜଣାଇ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?