ପ୍ରଥମ ଦରମା ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ଅବସରପ୍ରାପ୍ତ ଲ୍ୟୁଟ୍ନାଣ୍ଟ କର୍ନେଲ ଶିବରାମ ଶତପଥୀ
ଗୁଣପୁର ନିକଟବର୍ତ୍ତୀ ପ୍ରଧାନୀଗୁଡ଼ା ଶାସନରେ ମୋ ଜନ୍ମ। ୮ ଭଉଣୀଭାଇ (୩ ଭାଇ ଓ ୫ ଭଉଣୀ)ଙ୍କ ମଧ୍ୟରୁ ମୁଁ ଥିଲି ଦ୍ୱିତୀୟ ସନ୍ତାନ। ଗୁଣପୁର ଉଚ୍ଚ ବିଦ୍ୟାଳୟରୁ ୧୯୬୧ ମସିହାରେ ଏକାଦଶ ଶ୍ରେଣୀ ପାସ୍ କରି ପାରଳାଖେମୁଣ୍ଡିସ୍ଥିତ ଏସ୍କେସିଜି କଲେଜରେ…
ବ୍ୟକ୍ତିତ୍ୱ: ସୁରିଲା ସିଙ୍ଗର ଅଲ୍କା ୟାଗ୍ନିକ୍
ହିନ୍ଦୀ ଚିତ୍ର ଦୁନିଆର ଏକ ଅତି ପରିଚିତ ନାମ ହେଉଛି ଅଲ୍କା ୟାଗ୍ନିକ୍। ଲତା ମଙ୍ଗେସ୍କରଙ୍କ ପରେ ତାଙ୍କୁ ଅନ୍ୟତମ ସୁରିଲା ସିଙ୍ଗର ଭାବେ ବିବେଚନା କରାଯାଇଥାଏ। ହିନ୍ଦୀ ସିନେମାରେ ସେ ତିନି ଦଶନ୍ଧିରୁ ଅଧିକ ସମୟ ପାଇଁ କାମ କରିଛନ୍ତି।…
ଖୁସି ଦେଇ ଖୁସି ପାଉ
ସେମାନଙ୍କ ଅପେକ୍ଷା ଥାଏ ବଡ଼ଦିନକୁ। ସେଥିପାଇଁ ଥାଏ କେତେ ପ୍ରସ୍ତୁତି। ଖୁସି ମନାନ୍ତି, ଖୁସି ବାଣ୍ଟନ୍ତି। ତେବେ ଏ ଖୁସି ତାଙ୍କର ଅନ୍ୟକୁ ଖୁସି ଦେବାରେ। ସେଥିରେ ହିଁ ତାଙ୍କର ଆନନ୍ଦ। ସେଥିରେ ହିଁ ତାଙ୍କର ଆତ୍ମତୃପ୍ତି। ଆମେ ଏମିତି କିଛି…
ଚୋରି ହୋଇଥିବା ପୋଷାକୁକୁରକୁ ଖୋଜିବା ପାଇଁ ବିମାନ ବୁକ୍ କଲେ ମହିଳା
ଓ୍ବାଶିଂଟନ୍: ମଣିଷ ଏବଂ ପଶୁପକ୍ଷୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେଥିମଧ୍ୟରୁ ଏକ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି। ଏଠାକାର ଜଣେ ମହିଳା ଚୋରି ହୋଇଯାଇଥିବା ନିଜର ପୋଷା କୁକୁରକୁ ଖୋଜିବା ପାଇଁ ବିମାନରେ…
ଏମିତି ଏକ ଦ୍ୱୀପ, ଯେଉଁଠି ମହିଳାଙ୍କୁ ଯିବା ମନା
ଜାପାନ: ବିଶ୍ୱରେ ଏମିତି କିଛି ସ୍ଥାନ ଅଛି, ଯାହା କିଛି ନା କିଛି କାରଣ ପାଇଁ ବେଶ୍ ପ୍ରସିଦ୍ଧ। ସେହିପରି ଏକ ସ୍ଥାନ ରହିଛି ଜାପାନରେ। ଏହା ଓକିନୋସିମା ଆଇଲ୍ୟାଣ୍ଡ ବା ଦ୍ୱୀପ ନାମରେ ଜଣାଶୁଣା। ବିଶେଷକରି ଏଠାକୁ ଯିବା ପାଇଁ…
କ୍ରିସ୍ମାସ ପାଇଁ ଶୁଭରଙ୍ଗ
ଡିସେମ୍ବର ୨୫କୁ ପ୍ରଭୁ ଯିଶୁଙ୍କ ଜନ୍ମଦିବସ ବା କ୍ରିସ୍ମାସ ଭାବେ ପାଳନ କରାଯାଇଥାଏ। ଇସାଇ ଧର୍ମାବଲମ୍ବୀମାନେ ବେଶ୍ ଉତ୍ସାହର ସହ ଏହିଦିନକୁ ପାଳନ କରିଥାଆନ୍ତି। ରଙ୍ଗ ବେରଙ୍ଗର ଆଲୋକରେ ଘର ସଜାଇବାଠାରୁ ଆରମ୍ଭ କରି ଉପହାର ଦେବାର ପ୍ରଥା ମଧ୍ୟ ରହିଛି।…
ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍’
କୋପେନହେଗେନ: ଡେନ୍ମାର୍କର ସିଲ୍ଥୋଲମ୍ରେ ଉତ୍ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ ମହିଳାଙ୍କ ଡିଏନ୍ଏ ଖୋଜି ବାହାର କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ମଣିଷର ଦେହାବଶେଷ, ଜୀବାଶ୍ମରୁ…
ବଢୁଛି ସ୍ମାର୍ଟଫୋନ୍ ବ୍ୟବହାର: ବର୍ଷକୁ ୭୫ ଦିନ ନଷ୍ଟ କରୁଛନ୍ତି ଭାରତୀୟ
ନୂଆଦିଲ୍ଲୀ: ଦିନକୁ ଘଣ୍ଟା ଘଣ୍ଟା କାଳ ମୋବାଇଲ୍ ଫୋନ୍ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଉଛି। ଯଦି ଏପରି ଅଭ୍ୟାସ ଜାରି ରୁହେ ତା’ହେଲେ ଆଗାମୀ ଦିନରେ ଏହା ମଣିଷର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ବିଶେଷ କ୍ଷତି ପହଞ୍ଚାଇବ। ନିକଟରେ…
୩୦୦୦ ଫୁଟ ଉଚ୍ଚ ପର୍ବତ ଚଢ଼ି ରେକର୍ଡ ସୃଷ୍ଟି କଲେ ୧୦ ବର୍ଷର ନାବାଳିକା
କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆ ୟୋସେମିତେ ପାର୍କସ୍ଥିତ ଇଏଲ୍ କ୍ୟାପିଟନ୍ ପର୍ବତ ପ୍ରାୟ ୩୦୦୦ ଫୁଟ ଉଚ୍ଚ। ଏହି ପର୍ବତର ସର୍ବୋଚ୍ଚରେ ପହଞ୍ଚିବା ଅଧିକ ବିପଦଜନକ ବୋଲି କୁହାଯାଏ। କିନ୍ତୁ କଲରାଡୋ ସହରରେ ରହୁଥିବା ୧୦ ବର୍ଷର ନାବାଳିକା ସେଲାହ ସ୍କେନେତର୍ ଏହି…
ଭଗବାନଙ୍କୁ ଶୀତ ପୋଷାକ ପିନ୍ଧାଗଲା
ମଥୁରା: ଉତ୍ତର ଭାରତରେ ହଠାତ୍ ଶୀତର ପ୍ରକୋପ ବଢିବାରେ ଲାଗିଛି। ଏଥିଲାଗି ସମସ୍ତେ ସଜାଗ ହୋଇଯାଇଛନ୍ତି। ଅବଶ୍ୟ ଏହାକୁ ନେଇ ନିଜ ଭଗବାନଙ୍କ ଯତ୍ନ ନେବାକୁ କେହି ଭୁଲିନାହାନ୍ତି। ଉତ୍ତର ପ୍ରଦେଶର ମଥୁରାରେ ଥିବା ରାଧାବଲ୍ଲଭ ମନ୍ଦିର, କୃଷ୍ଣ ମନ୍ଦିର ଓ…
ଏମିତି ଏକ ମନ୍ଦିର ଯେଉଁଠି ପ୍ରସାଦ ଭାବେ ମିଳେ ନୁଡୁଲ୍ସ
ଭାରତରେ ଅନେକ ମନ୍ଦିର ରହିଛି। ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପ୍ରସାଦ ଭୋଗ ଲାଗି ହୁଏ। ପଶ୍ଚିମବଙ୍ଗର ଟାଙ୍ଗ୍ରାରେ ଏକ କାଳୀମାତା ମନ୍ଦିର ରହିଛି, ଯେଉଁଠି ପ୍ରସାଦ ଭାବରେ ନୁଡୁଲ୍ସ ଭୋଗ ହୁଏ। ଏହା ଦେଶର ଏକମାତ୍ର ଚାଇନିଜ୍ କାଳୀ ମନ୍ଦିର…
୮ ବର୍ଷ ବାଳକର ଆୟ ୧୮୪ କୋଟି
ନ୍ୟୁୟର୍କ: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ଆୟ ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ରେୟାନ କାଜି ନାମକ ଜଣେ ବାଳକ ଏପରି କରି ଦେଖାଇଛନ୍ତି।…

