ଫୁରସତ

୯୦ ବର୍ଷ ବୟସରେ ପୁଲ୍‌-ଅପ୍‌ସ: ଚର୍ଚ୍ଚାରେ ଅବସରପ୍ରାପ୍ତ ଏୟାର ମାର୍ଶାଲ

ନୂଆଦିଲ୍ଲୀ: ନିଜକୁ ଫିଟ୍‌ରଖିବା ଲାଗି ସମସ୍ତେ ଚାହାନ୍ତି। ହେଲେ ସମୟ ଅଭାବରୁ ଅଧିକାଂଶ ଜିମ୍‌ ଯିବା କିମ୍ବା ଶାରୀରିକ ପରିଶ୍ରମ କରିବା ପସନ୍ଦ କରି ନ ଥାନ୍ତି। ଫଳରେ ନାନା ରୋଗ ଅକାଳରେ ମାଡ଼ିବସେ। ବର୍ତ୍ତମାନ ସମୟରେ ଏକ ସାଧାରଣ ବ୍ୟାୟାମ…

ଗିନିଜ୍‌ ବୁକ୍‌ ରେକର୍ଡରେ ଦାନ୍ତ

ବର୍ଲିନ: ଥରେ ଭାବି ଦେଖନ୍ତୁ ତ, ଜଣେ ସୁସ୍ଥସବଳ ମିଣିଷର ଦାନ୍ତର ଲମ୍ବ କେତେ ହୋଇପାରେ? ଚିକିତ୍ସା ବିଜ୍ଞାନ ଅନୁଯାୟୀ ଦାନ୍ତର ହାରାହାରି ଲମ୍ବା ମାଢ଼ିଠାରୁ ୮.୭୦ ମିଲିମିଟର ଏବଂ ମୂଳଠାରୁ ୧୫.୫୧ ମିମି। ଯଦି କୁହାଯାଏ ଜଣେ ବ୍ୟକ୍ତିଙ୍କ ଦାନ୍ତ…

ଅଜବ କୁସ୍ତି ପ୍ରତିଯୋଗିତା

ଚାଇନାର ଚୋଙ୍ଗକିଙ୍ଗ ସହରରେ ଅନୁଷ୍ଠିତ ହେଉଥିବା କୁସ୍ତି ପ୍ରତିଯୋଗିତା ବିଷୟରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କାରଣ କୁସ୍ତି ସାଧାରଣତଃ ଦୁଇ ଯୋଦ୍ଧାଙ୍କ ଭିତରେ ହେଉଥିବା ବେଳେ ଏଠାରେ ହେଉଥିବା କୁସ୍ତି ୨ ବ୍ୟକ୍ତିଙ୍କ ଆଙ୍ଗୁଠି ମଧ୍ୟରେ ହୋଇଥାଏ।…

୧୭ ବର୍ଷ ପୂର୍ବେ ଅଲଗା ହୋଇଥିଲେ ୨ ଭଉଣୀ: ସେଲ୍‌ଫି ପାଇଁ ହେଲେ ଏକାଠି

ଆଜିର ଅତ୍ୟାଧୁନିକ ଯୁଗରେ ସେଲ୍‌ଫି କ୍ରେଜ୍‌ ସବୁଆଡ଼େ ଦେଖିବାକୁ ମିଳୁଛି। ସେଲ୍‌ଫି ନେବା ଆଳରେ ଅନେକଙ୍କ ଜୀବନ ଚାଲିଯାଉଥିବା ନଜିର ରହିଛି। ତେଣୁ କେହି କେହି ଏହାକୁ ଅଭିଶାପ ବୋଲି ମାନିଥାନ୍ତି। ମାତ୍ର ପିଲାଟି ଦିନରୁ ହଜିଯାଇଥିବା ଜଣେ ଭଉଣୀଙ୍କ ପାଇଁ…

ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ କରିଥିଲେ ଆତ୍ମହତ୍ୟା

ଆମେରିକା : ବେଳେବେଳେ ଏମିତି ଖବର ଶୁଣିବାକୁ ମିଳିଥାଏ, ଗୋଟିଏ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଏକାସାଙ୍ଗରେ ୯୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତଥାପି ସତ। ଏମିତି ଏକ ଘଟଣା ୧୯୭୮ ମସିହାରେ…

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ଟ୍ରେନ୍‌ ଏସିଆ ମହାଦେଶର ସବୁଠୁ ବଡ଼ ନେଟ୍‌ଓ୍ବାର୍କ। ପ୍ରତିଦିନ ୧୩ ହଜାରରୁ ଅଧିକ ଯାତ୍ରୀ ଟ୍ରେନ୍‌ରେ ଯାତାୟାତ କରିଥାନ୍ତି। କିନ୍ତୁ କେବେ ଧ୍ୟାନ ଦେଇଛନ୍ତି କି, ବଗିର ଗେଟ୍‌ ନିକଟରେ ଥିବା ଝରକା କାହିଁକି ଭିନ୍ନ ଧରଣର ହୋଇଥାଏ। ଯଦି…

ପରିବାରରୁ ମନୋମାଳିନ୍ୟ ଦୂରକରେ ଏହି ଝରଣା

ପ୍ରାୟ ସବୁ ପରିବାରରେ କିଛି ନା କିଛି କାରଣକୁ ନେଇ କେତେବେଳେ ନା କେତେବେଳେ ପତ୍ନୀପତିଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥାଏ। ଏମିତି କେତେଜଣ ଦମ୍ପତି ଅଛନ୍ତି ଯେଉଁମାନଙ୍କ ଭିତରେ ଅଧିକାଂଶ ସମୟ ଝଗଡା ଲାଗିବା ଦେଖାଯାଏ। ହେଲେ ଗ୍ବାଲିୟରର ଶିବପୁରୀରେ ଥିବା…

ବିଶ୍ୱର ୫ ଅଜବ ଦଣ୍ଡ: ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିଯୁକ୍ତଙ୍କୁ ଶାସ୍ତି ସ୍ବରୂପ ଦଣ୍ଡ ମିଳିଥାଏ। ତେବେ ତାହା ବଡ଼ ଦଣ୍ଡ ହେଉ ଅବା ଛୋଟ। ଏଠାରେ ଜାଣିବା କିଛି ଭିନ୍ନ ପ୍ରକାରର ଦଣ୍ଡ ବିଷୟରେ, ଯାହାକୁ ଶୁଣିବା ପରେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। * ଆମେରିକାର ମସୌରୀରେ ରହୁଥିବା…

ଏହି ଗାଁର ୮୦ ପ୍ରତିଶତ କୃଷକ କୋଟିପତି

ମହାରାଷ୍ଟ୍ର ଯଦିଓ ଶୁଖିଲା ପ୍ରଭାବିତ ରାଜ୍ୟ ଭାବେ ପରିଚିତ, ତଥାପି ଏଠାରେ ଏଭଳି ଏକ ଗାଁ ରହିଛି। ଯେଉଁଠାରେ କୃଷକମାନେ ନିଜ ଭାଗ୍ୟ ନିଜେ ପରିବର୍ତ୍ତନ କରୁଛନ୍ତି। ଏଠାରେ ଅତ୍ୟାଧୁନିକ କୃଷି ପ୍ରଣାଳୀ ବ୍ୟବହାର କରି କୋଟିପତି ପାଲଟିଛନ୍ତି କୃଷକ। ଆଶ୍ଚର୍ଯ୍ୟ…

ଏପରି ଗାଁ ଯେଉଁଠି ପ୍ରେତାତ୍ମା ଭୟରେ ନେଲ୍‌ପଲିସ ଲଗାନ୍ତି ପୁରୁଷ…

ଥାଇଲାଣ୍ଡରର ପୁହଙ୍ଗ୍‌ ଗାଁରେ ପୁରୁଷମାନେ ପ୍ରେତାତ୍ମା ଭୟରେ ନେଲ୍‌ପଲିସ୍‌ ଲଗାଇଥାନ୍ତି। ଲୋକେ କୁହନ୍ତି ଅନେକ ବର୍ଷ ତଳେ ଗାଁରେ ଜଣେ ବିଧବା ମହିଳା ଆତ୍ମହତ୍ୟା କରିଥିଲେ। ଏହାର କିଛି ଦିନ ପରେ ଗାଁର ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ପ୍ରେତାତ୍ମା ପ୍ରବେଶ କରି…

ସୋସିଆଲ ମିଡିଆରେ ‘ପାକିସ୍ତାନୀ ରୁଟି’

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ରୁମାଲି ରୁଟି ବା ତନ୍ଦୁରି ରୁଟି କଥା ଶୁଣିଥିବେ ଏବଂ ଖାଇଥିବେ। ହେଲେ କେବେ ଚାଦର ରୁଟି କଥା ଶୁଣିଛନ୍ତି କିମ୍ବା ଖାଇଛନ୍ତି କି। ଶୁଣିଲା ବେଳକୁ କଥାଟା ଅଡୁଆ ଲାଗୁଥିବ, ହେଲେ କଥାଟି ସତ। ବର୍ତ୍ତମାନ…

ଭାରତରେ ଅଛି ବିଶ୍ୱର ବୃହତ୍‌ ବରଗଛ

ଭାରତର କୋଲକାତାର ଆଚାର୍ଯ୍ୟ ଜଗଦୀଶ୍‌ ଚନ୍ଦ୍ର ବୋଷ ବଟାନିକାଲ୍‌ ଗାର୍ଡ଼େନରେ ଏକ ବିଶାଳକାୟ ବରଗଛ ରହିଛି। ଯାହାର ନାମ ଦ ଗ୍ରେଟ୍‌ ବାନୟନା ଟ୍ରି। ଏହି ଗଛକୁ ବହୁ ପର୍ଯ୍ୟଟକ ଦେଖିବାକୁ ଆସିଥାନ୍ତି। ଏହି ଗଛଟି ୨୫୦ ବର୍ଷ ତଳର। ଊନବଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?