ଗଛ କାଟି ଗଣିଲେ ୫୫ ଲକ୍ଷ
ଲଣ୍ଡନ: ଗଛ ହେଉଛି ଜୀବନ। ମାନବସମାଜ ସବୁ ଜାଣି ମଧ୍ୟ ଏହାକୁ କାଟିବା ଲାଗି ପଛାଉ ନାହିଁ। ଫଳରେ ପରିବେଶ ଖରାପ ହେବା ସହ ବିଶୁଦ୍ଧ ଅମ୍ଳଯାନ ପାଇବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଖାଲି ସେତିକି ନୁହେଁ…
ଅକ୍ସିଜେନ ପାର୍ଲର
ନାସିକ: ଅଣନିଃଶ୍ୱାସୀ କରୁଛି ବାୟୁ ପ୍ରଦୂଷଣ। ବିଶେଷ କରି ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଏହାର ମୁକାବିଲା କରିବା ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥିତିରେ ଯାତ୍ରୀଙ୍କୁ ବିଶୁଦ୍ଧ ବାୟୁ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ମହାରାଷ୍ଟ୍ରର ନାସିକ ରେଲଓ୍ବେ ଷ୍ଟେଶନରେ ଆରମ୍ଭ ହୋଇଛି…
ପବନରେ ଆଳୁ ଚାଷ
କର୍ନାଲ: ବଜାରରେ ଆଳୁ ଦାମ୍ ବଢ଼ି ବଢ଼ି ଚାଲିଛି। ପିଆଜ ଭଳି ଆଳୁ ଦର ମଧ୍ୟ ଏବେ କେତେକ ସ୍ଥାନରେ ବଢ଼ିବାରେ ଲାଗିଛି। ତେଣୁ ଆଳୁ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ସହ ଅତ୍ୟାଧୁନିକ ପ୍ରଣାଳୀ ଅବଲମ୍ବନ କରିବା ଉପରେ…
ଜଣେ ଭଲ ପିତା ଆଣିଦେବା ପାଇଁ ସାନ୍ତାକ୍ଲଜ୍ଙ୍କୁ ଚିଠି ଲେଖିଲେ ୭ ବର୍ଷ ବାଳକ
ଟେକ୍ସାସ୍,୨୫।୧୨: ବନଦିନ ଅବସରରେ ଟେକ୍ସାସ୍ର ଜଣେ ୭ ବର୍ଷର କୋମଳମତି ବାଳକ ତାଙ୍କ ପାଇଁ ଉପହାର ଭାବେ ଜଣେ ଭଲ ପିତା ଆଣିଦେବାକୁ ସାନ୍ତାକ୍ଲଜ୍ଙ୍କୁ ଚିଠି ଲେଖିଛନ୍ତି। ଏବେ ଏହି ଚିଠି ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘରୋଇ ହିଂସା…
ଇକୋ-ଓ୍ବାରିୟର ମାଳବିକା
ବେଙ୍ଗାଲୁରୁ: ବେଙ୍ଗାଲୁରୁ ନିକଟ ଏକ ଛୋଟ ଗାଁରେ ଜନ୍ମିତ ଝିଅ ମାଳବିକା କୃଷି ଓ ପରିବେଶ ଲାଗି କାର୍ଯ୍ୟ କରି ପରିବର୍ତ୍ତନ ଆଣିବେ ବୋଲି କେହି ବିଶ୍ୱାସ କରି ନ ଥିଲେ। କିନ୍ତୁ ଏବେ ତାହା ସେ ସମ୍ଭବ କରିପାରିଛନ୍ତି ଓ…
କିଏ ସେହି ସାନ୍ତା କ୍ଲଜ୍, ଯାହାଙ୍କୁ ପିଲାମାନେ ଆଗ୍ରହର ସହ ଅପେକ୍ଷା କରିଥାନ୍ତି
ବଡଦିନ ଆସିଲେ ସାନ୍ତା କ୍ଲଜ୍ କଥା ମନେପଡେ। ବଡଦିନର ଅନ୍ୟ ଏକ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ସାନ୍ତା କ୍ଲଜ। ଖାସ୍ ଭାବେ ପିଲାଙ୍କ ମଧ୍ୟରେ ଏହି ପର୍ବକୁ ନେଇ ବେଶ୍ ଉତ୍କଣ୍ଠା ଖେଳିଯାଏ। କାରଣ ସାନ୍ତା କ୍ଲଜ୍ ପିଲାମାନଙ୍କ ପାଇଁ ଭଲ…
ଦୟାଳୁ ଲୋକେ ହୁଅନ୍ତି ଦୀର୍ଘଜୀବୀ…
କାଲିଫର୍ନିଆ: ଦୀର୍ଘଜୀବୀ ହେବା ପାଇଁ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆବଶ୍ୟକ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି ଯେ, ଦୟାଳୁ ଲୋକେ ଦୀର୍ଘଜୀବୀ ହୋଇଥାନ୍ତି। ଏଭଳି…
ଥାନା ଭିତରୁ କୁକୁର ଚୋରି କଲା ପିଲାଙ୍କ ଖେଳନା
ଆମେରିକାର ଫ୍ରାଙ୍କଲିନ୍ ସହରରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଏକ କୁକର ଥାନା ଭିତରୁ ପିଲାଙ୍କ ଖେଳନା ଚୋରି କରିଛି। ଫ୍ରାଙ୍କଲିନ୍ ପୋଲିସ ବିଭାଗ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି। ଭିଡିଓରେ କୁକୁରଟି ଖେଳନା ଚୋରି କରି…
ଏମିତି ଏକ ମନ୍ଦିର, ଯେଉଁଠି କ୍ଷୀର ଚଢାଇଲେ ରଙ୍ଗ ବଦଳିଯାଏ
ସମାଜରେ ଚାଲିଥିବା ବିଶ୍ୱାସ, ଅନ୍ଧବିଶ୍ୱାସ ମଧ୍ୟରେ ବେଳେବେଳେ ଏପରି କିଛି ଚମତ୍କାର ସମ୍ନାକୁ ଆସିଥାଏ, ଯାହାକୁ ବିଜ୍ଞାନ ମଧ୍ୟ ବୁଝିପାରି ନ ଥାଏ। ସେହିଭଳି ଏକ ଚମତ୍କାର ଘଟଣା ସମ୍ନାକୁ ଆସିଛି, ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କେରଳସ୍ଥିତ…
ମାଙ୍କଡର ଓଜନ ୧ କିଲୋ
କେନିଆର ବୈଜ୍ଞାନିକମାନେ ଏପରି ଏକ ମାଙ୍କଡର ଜୀବାଶ୍ମ ପାଇଛନ୍ତି। ଯାହାକୁ ଦୁନିଆର ସବୁଠାରୁ ଛୋଟ ମାଙ୍କଡ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ମାଙ୍କଡର ଜୀବାଶ୍ମ ୪୨ ବର୍ଷର ପୁରୁଣା। ଏହାକୁ ନ୍ୟାନୋପୀରୋକସ୍ ବ୍ରାଉନୀର ନାମ ଦିଆଯାଇଛି। ଏହି ଅନ୍ବେଷଣ କେନିଆର…
ସ୍ମୃତିରେ ୨୦୧୯: ଅନନ୍ୟା
ଶେଷପାଦରେ ଉପନୀତ ୨୦୧୯। ଚଳିତବର୍ଷ ଚର୍ଚ୍ଚାର ପରିସରକୁ ଆସିଥିବା ଏବଂ ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରିଥିବା ପ୍ରମୁଖ ମହିଳାଙ୍କ ସମ୍ପର୍କରେ… ଚର୍ଚ୍ଚାରେ ଅନୁପ୍ରିୟା: ମାଲକାନଗିରିର ଅନୁପ୍ରିୟା ଲାକ୍ରା ଏବର୍ଷ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ରାଜ୍ୟର ପ୍ରଥମ ଆଦିବାସୀ ମହିଳା…
କାଜୁ ବିକ୍ରି କରି ଘର ଚଳାଉଥିବା ଏହି ଝିଅ ଏବେ ଯିବେ ନାସା
କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଏବଂ କଠିନ ପରିଶ୍ରମ ଦ୍ୱାରା ସାରା ଜଗତକୁ ମଧ୍ୟ ଜିଣିହୁଏ। ଏହି ଉକ୍ତିଟିର ସଫଳ ରୂପାୟନ ଦେଖିବାକୁ ମିଳିଛି ତାମିଲନାଡୁର ଅଦାନକୋଟ୍ଟଇ ସରକାରୀ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବିଜ୍ଞାନ…

