ଫୁରସତ

ଏହି ଗାଁରେ ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନି ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମା’ଙ୍କର ଜମଜ ସନ୍ତାନ ଜନ୍ମ ନେଇଥାଆନ୍ତି। ଏବେ ଏଠାରେ ପ୍ରାୟ ୪୦୦ ଯାଆଁଳା ସନ୍ତାନ ରହିଛନ୍ତି। ଏମାନଙ୍କ…

୭ ବର୍ଷର ବାଳକ ସାଣ୍ଟାକ୍ଲଜକୁ ଉପହାରରେ ମାଗିଲେ ଦିଅନ୍ତୁ ‘ଭଲ ପିତା’

ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍‌ଧାମରେ ପାଳନ କରନ୍ତି। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ କ୍ରିସ୍‌ମାସ ପାଳନ କରାଯାଏ। ଯାହା ବିଶ୍ୱାସ ରହିଛି ସନ୍ଥ ନିକୋଲନ ବା ସାଣ୍ଟାକ୍ଲଜ୍‌ ଏହି ଦିନ ପିଲାମାନଙ୍କ ମନବାଞ୍ଝା ପୂରଣ କରିବା…

ଦାମ୍ପତ୍ୟ ଜୀବନକୁ ଅଧିକ ରୋମାଣ୍ଟିକ୍‌ କରିବା ପାଇଁ…

ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଭଲ ପାଇବା ଅତି ଗୁରୁତ୍ୱପୂର୍ଣ୍ଣ। ଦାମ୍ପତ୍ୟ ଜୀବନକୁ ଏହା ରୋମାଣ୍ଟିକ୍‌ କରେ। ଏହା ବିନା ଦାମ୍ପତ୍ୟ ଜୀବନ ରଙ୍ଗହୀନ ମନେ ହୋଇଥାଏ । ସାଧାରଣତଃ ଦେଖାଯାଏ ବିବାହର କିଛି ବର୍ଷ ପରେ ଦାମ୍ପତ୍ୟ ଜୀବନରେ ଭଲ…

ପ୍ଲାଷ୍ଟିକ୍‌ ବୋତଲରୁ ତିଆରି ୨୮.୫ ମିଟର ଉଚ୍ଚର କ୍ରିସ୍‌ମାସ ଟ୍ରି’

ଲେବାନନ୍‌: ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପ୍ରତି ଏହା ବିପଦ ସୃଷ୍ଟି କରିଚାଲିଛି। ପ୍ରତ୍ୟେକ ଦେଶର ସରକାର ଏହାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଜୋର୍‌ଦାର ପ୍ରୟାସ ବି ଚଳାଇଛନ୍ତି। ଏହି ଅଭିଯାନରେ ସାମିଲ ହୋଇଛି ଉତ୍ତର…

କୁଟାର ବ୍ୟବହାର କରି ଲକ୍ଷପତି ହେଲେ ଚାଷୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କିଛିଦିନ ତଳେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଥିଲା ଯେ, ସରକାରଙ୍କ ସମେତ କୋର୍ଟ ମଧ୍ୟ ନାକେଦମ ହୋଇପଡ଼ିଥିଲେ। ପ୍ରଦୂଷଣ ବଢ଼ିବାର ଦୋଷ ସିଧା ଚାଷୀଙ୍କ ମୁଣ୍ଡକୁ ଯାଇଥିଲା। କାରଣ ସେମାନେ ଧାନ ଅମଳ କରିବା ପରେ କୁଟାକୁ…

୫ ମାସରେ ନଦୀରେ ପରିଣତ ହୁଏ ହୋଟେଲ

ଷ୍ଟକ୍‌ହୋମ୍‌,୨୩।୧୨: ସ୍ବିଡେନ୍‌ରେ ପ୍ରତିବର୍ଷ ଶୀତଦିନେ ଟୋର୍ନ ନଦୀରେ ବରଫ ହୋଟେଲ ନିର୍ମାଣ କରାଯାଏ। ଶୀତଦିନେ ଏଠାରେ ତାପମାତ୍ରା ମାଇନସ୍‌ ୧୮ରୁ ୪୦ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଥାଏ। ଫଳରେ ବରଫ ହୋଟେଲ ନିର୍ମାଣ କରିବା ସହଜ ହୋଇଥାଏ। ୧୯୮୯ଠାରୁ ଏଭଳି ହୋଟେଲ…

ମହାକାଶ ମନ୍ଥନ

‘ଅଗ୍ନି-୨’ର ସଫଳ ଉତ୍‌କ୍ଷେପଣ : ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପଣ କରାଯାଇପାରୁଥିବା କ୍ଷେପଣାସ୍ତ୍ର ‘ଅଗ୍ନି-୨’ର ସଫଳ ପରୀକ୍ଷଣ ବାଲେଶ୍ୱର ଚାନ୍ଦିପୁର ଆଇଟିଆର ଏବଂ ଭଦ୍ରକ ଜିଲାସ୍ଥିତ ଅବଦୁଲ୍‌ କଲାମ ଦ୍ୱୀପରେ କରାଯାଇଛି। ଉତ୍‌କ୍ଷେପିତ ହେଲା ଜିସାଟ୍‌-୩୧ : ଆମ ଦେଶରେ ଏଟିଏମ୍‌ ନେଟଓ୍ବର୍କ…

ମିନି ରୋବଟ୍‌

ରୋବଟ୍‌ର ଚାହିଦା ଦିନକୁ ଦିନ ବଢ଼ିଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିବାର ନଜିର ମଧ୍ୟ ରହିଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏକ କ୍ଷୁଦ୍ର ରୋବଟ୍‌ ପ୍ରସ୍ତୁତ କରିଛନ୍ତି। ଏହା କାନ୍ଥ ଉପରେ ଚଢ଼ି ତାହାକୁ ସଫା…

୮ କୋଟି ଟଙ୍କାର କୁକୁର ଚୋରି

ବେଙ୍ଗାଲୁରୁ, ୨୩।୧୨: କର୍ନାଟକ ବେଙ୍ଗାଲୁରୁରେ ୮ କୋଟି ଟଙ୍କାର ଏକ ପୋଷା କୁକୁରକୁ ଚୋର ଚୋରାଇ ନେଇଛନ୍ତି। ଏନେଇ ମାଲିକ ଚେଥାନ୍‌ ଏନ୍‌. ସ୍ଥାନୀୟ ହନ୍ତମନ୍ତନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। କୁକୁରକୁ ଖୋଜି ଆଣିବା ପାଇଁ ମାଲିକ ଏକ…

‘ଚନ୍ଦ୍ରୟାନ-୨’ ମିଶନ

ଶେଷ ପାଦରେ ଉପନୀତ ୨୦୧୯। ଚଳିତବର୍ଷ ଘଟିଥିବା ପ୍ରମୁଖ ବିଜ୍ଞାନ ତଥା ସ୍ବାସ୍ଥ୍ୟଭିତ୍ତିକ ତଥ୍ୟାବଳୀକୁ ନେଇ ଉପସ୍ଥାପନା… ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଚନ୍ଦ୍ର ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଚଳିତ ବର୍ଷ ‘ଚନ୍ଦ୍ରୟାନ-୨’ ଅଭିଯାନ କରାଯାଇଥିଲା।…

ଘୋଡ଼ାର ମୂଲ୍ୟ ୧୦ କୋଟି: ଏକ୍ସପ୍ରେସ୍‌ ଟ୍ରେନ୍‌ଠାରୁ ବି ଅଧିକ ବେଗରେ ଦୌଡ଼ିଥାଏ

ମୁମ୍ବାଇ,୨୩।୧୨: ଘୋଡ଼ା ମୂଲ୍ୟ ପୁଣି ୧୦ କୋଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ର ସାରଙ୍ଗଖେଡ଼ାଠାରେ ଚାଲିଥିବା ଚେତକ ଉତ୍ସବରେ ଏଭଳି ଏକ ଘୋଡ଼ା ମାଲିକ ସହିତ ଯୋଗଦେଇଛି। ମାଲିକ ତାରା ସିଂ ଘୋଡ଼ାର ନାମ…

ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ରେ ସିଏଏ-ଏନ୍‌ଆର୍‌ସିକୁ ନା

ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କେରଳ ଥିରୁଭାନନ୍ତପୁରମର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?