ଫୁରସତ

ଏହି ଦ୍ୱୀପରେ ରୁହନ୍ତି ଲାଲ୍‌ ରଙ୍ଗର କଙ୍କଡ଼ା

ସିଡ୍‌ନୀ: ଏପରି ଏକ ଦ୍ୱୀପ ରହିଛି ଯେଉଁଠି ରାସ୍ତା ଘାଟ ସବୁଆଡ଼େ କଙ୍କଡ଼ା ବାସ କରୁଥିବା ଦେଖାଯାଇଥାଏ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏଭଳି ଦ୍ୱୀପ ରହିଛି ଆଷ୍ଟ୍ରେଲିଆରେ। ଏଠାକାର କ୍ରିସ୍‌ମସ୍‌ ଦ୍ୱୀପରେ ଲାଲ୍‌ ରଙ୍ଗର କଙ୍କଡ଼ା ରହିଥାନ୍ତି।…

ସହିଷ୍ଣୁତାରେ ବିଶ୍ୱଶାନ୍ତି ସମ୍ଭବ

ଜାତିସଂଘ: ଆନ୍ତର୍ଜାତିକ ସହିଷ୍ଣୁତା ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ପାଳନ କରାଯାଉଛି। ବିଶ୍ୱରେ ଅସହିଷ୍ଣୁତାର କାୟାବିସ୍ତାର କରିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଜାତିସଂଘ ସାଧାରଣ ପରିଷଦ ୧୯୯୬ରେ ବିଶ୍ୱରେ ଅସହିଷ୍ଣୁତାର ବିପଦ ସମ୍ପର୍କରେ ସାର୍ବଜନୀନ ସ୍ତରରେ ସଚେତନତା ସୃଷ୍ଟି…

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର କ୍ୟୁରିଓସିଟି ସେଠାକାର ବାୟୁମଣ୍ଡଳରେ ଅମ୍ଳଜାନ ଥିବା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି। ଏପରି…

୩ ସିଝା ଅଣ୍ଡାର ଦାମ୍‌ ୧୬୭୨ ଟଙ୍କା

ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ୍‌ ସାଧାରଣତଃ ୨୫ରୁ ୩୫ ଟଙ୍କା ଥିବାବେଳେ ସ୍ଥାନ କାଳ ପାତ୍ର ଅନୁଯାୟୀ ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଛି। ଖାଲି ଅଣ୍ଡା କାହିଁକି, ବିଭିନ୍ନ ଜିନିଷର ଦର ଏଭଳି ଅସ୍ବାଭାବିକ ଭାବେ ବୃଦ୍ଧି କରାଯାଉଛି।…

ବରଗଛ ଦେଲା କୁକୁରର ମାଲିକାନା

ଫତେହାବାଦ: ଗୋଟିଏ ନାୟିକାକୁ ଦୁଇଜଣ ନାୟକ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନାୟିକା ପାଇଁ କିପରି ଦୁହେଁ ଲଢ଼େଇ କରୁଛନ୍ତି ତାହା ବି ଆମେ ଊଣା ଅଧିକେ ଦେଖିଛେ। ସେଥିରୁ ଅଧିକାଂଶ ସିନେମା ସୁପରହିଟ୍‌…

୧୯୬ ଦେଶରେ ମାରାଥନ୍‌ ଦୌଡ଼ି ବିଶ୍ୱ ରେକର୍ଡ

ଲଣ୍ଡନ: ସତରେ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। କିଛି କରିବାର ଆକାଂକ୍ଷା ଅସମ୍ଭବକୁ ସମ୍ଭବ କରିଥାଏ। ଇଂଲଣ୍ଡର ନିକ୍‌ ବଟର ଏଭଳି କିଛି ଅସମ୍ଭବକୁ ସମ୍ଭବ କରିବା ସହ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ମାତ୍ର…

ପ୍ରଦୂଷଣ ରୋକିବ ଆଉଟ୍‌ଡୋର୍‌ ଏୟାର୍‌ ପ୍ୟୁରିଫାୟର୍‌

ହାଇଦ୍ରାବାଦ: ବାୟୁ ପ୍ରଦୂଷଣ ଏବେ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଲୋକେ ଶୁଦ୍ଧ ବାୟୁ ଗ୍ରହଣ କରିବା କଷ୍ଟକର ହୋଇପଡ଼ିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ବ୍ୟାପକ ବୃକ୍ଷରୋପଣ ସହ ଅନ୍ୟ ଉପାୟ ମଧ୍ୟ ଚିନ୍ତା କରାଯାଉଛି। ପ୍ରଦୂଷଣକୁ…

ନିଆରା ଢ଼ଙ୍ଗରେ ଯୁବତୀଙ୍କୁ ପ୍ରୋପୋଜ୍‌ କଲେ ଯୁବକ

ପ୍ରେମ ହେଉଛି ଶାସ୍ବତ ଓ ଚିରନ୍ତନ। ଯୁବକ ଓ ଯୁବତୀମାନେ ତାଙ୍କର ପ୍ରଥମ ପ୍ରେମ ନିବେଦନକୁ ଏକ ଭଲ ସ୍ମୃତି କରିବାକୁ ବେଶ୍‌ ପସନ୍ଦ କରନ୍ତି। ଏଥିପାଇଁ ସେମାନେ ନିଆରା ଢ଼ଙ୍ଗ ଆପଣାଇଥାନ୍ତି। କିଏ ମଝି ଆକାଶରେ ତ ଆଉ କିଏ…

୧୨୫ ଫୁଟ ପାଣି ଟାଙ୍କି ଉପରକୁ ଚଢିଗଲା ଷଣ୍ଢ

ରେବାଡି,୧୫।୧୧: ହରିୟାଣାର ରେବାଡିରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଷଣ୍ଢ ୧୨୫ ଫୁଟ ଉଚ୍ଚ ପାଣିଟାଙ୍କି ଉପରକୁ ଚଢିଯାଇଛି। ପାଣିଟାଙ୍କି ଉପରେ ଷଣ୍ଢକୁ ଦେଖି ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିଲେ। ପରେ ପ୍ରଶାସନ ଦମକଳ ବାହିନୀ…

ଯେଉଁଠି ବାଦୁଡିଙ୍କୁ କରାଯାଏ ପୂଜା

ଏମିତି ତ ଆପଣ ବାଦୁଡ଼ି ଦେଖିଥିବେ। ବାଦୁଡି ଘରେ ବସିଲେ ତାକୁ ଅଶୁଭ ମନେ କରାଯାଏ କିନ୍ତୁ ବିହାରର ବୈଶାଳୀ ଜିଲାରେ ରାଜାପାକର ପ୍ରଖଣ୍ଡରେ ସରସଇ ଗାଁରେ ନା କେବଳ ବାଦୁଡ଼ିମାନଙ୍କର ପୂଜା ହୁଏ, ସେଠାରେ ଲୋକମାନେ ମଧ୍ୟ ମାନନ୍ତି ଯେ…

ଜାଣନ୍ତି ୧୩ ସଂଖ୍ୟାକୁ କାହିଁକି ଡରିଥା’ନ୍ତି ଲୋକେ, ବାଜପେୟୀ ବି ଏଥିରୁ ବାଦ୍‌ ପଡ଼ି ନ ଥିଲେ

୧୩ ସଂଖ୍ୟାକୁ ସମଗ୍ର ବିଶ୍ୱର ଅଧିକାଂଶ ଲୋକେ ଡରିଥା’ନ୍ତି ବା ଅଶୁଭ ବୋଲି ମନେ କରିଥା’ନ୍ତି। କିନ୍ତୁ ଜାଣନ୍ତି କାହିଁକି ଏହି ସଂଖ୍ୟାକୁ ଡରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ… ଏନେଇ ଏକ ସର୍ବେକ୍ଷଣ କରାଯାଇଥିଲା ଯେଉଁଥିରେ ପଶ୍ଚିମ…

ବିଧବା ମା’ଙ୍କ ପାଇଁ ଯୋଗ୍ୟ ବର ଖୋଜୁଛନ୍ତି ପୁଅ

କୋଲକାତା,୧୪।୧୧: ପଶ୍ଚିମବଙ୍ଗରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ହୁଗୁଳି ଜିଲାର ଫ୍ରେଞ୍ଚ୍‌ କଲୋନୀରେ ରହୁଥିବା ଗୌରବ ଅଧିକାରୀ ନାମକ ଜଣେ ଯୁବକ ନିଜ ବିଧବା ମା’ଙ୍କ ପାଇଁ ଯୋଗ୍ୟ ବର ଖୋଜିବା ଆରମ୍ଭ କରିଛନ୍ତି। ଏଥିପାଇଁ ସେ ନିଜ ଫେସ୍‌ବୁକ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?