ମନୋରଞ୍ଜନ

ହ୍ରିତିକ ରୋଶନଙ୍କର ହେବ ଇଣ୍ଟରନ୍ୟାଶନାଲ ଡେବ୍ୟୁ!

ମୁମ୍ବାଇ: ବଲିଉଡ୍ ନାୟକ ହ୍ରିତିକ ରୋଶନ ତାଙ୍କର ଇଣ୍ଟରନ୍ୟାଶନାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ଗତବର୍ଷ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ସୁପର-୩୦’ର ଇଂଲିସ ଭର୍ସନରେ ନଜର ଆସିବେ ହ୍ରିତିକ । ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ…

ବଡ଼ ହୋଇଯାଇଛନ୍ତି କାଜଲ ଓ ଶାହାରୁଖ୍‌ଙ୍କ ଏହି ପୁଅ: ଚିହ୍ନି ପାରୁ ନାହାନ୍ତି ଲୋକେ

କେତେକ ବଲିଉଡ ଅଭିନେତା ଅଛନ୍ତି, ଯେଉଁମାନେ ଶିଶୁ କଳାକାର ଭାବରେ ଅନେକ ସୁନାମ ଅର୍ଜନ କରିଛନ୍ତି। ତାଙ୍କର ଅଭିନୟକୁ ସର୍ବଦା ଦର୍ଶକମାନେ ପସନ୍ଦ କରୁଥିଲେ, କିନ୍ତୁ ଏହି କଳାକାର ପିଲାଦିନେ ଯେତିକି ପ୍ରସିଦ୍ଧ ହୋଇଥିଲେ ବଡ଼ ହୋଇ ମଧ୍ୟ ହୋଇପାରି ନାହାନ୍ତି।…

ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଆସିଲେ ନିତୁ କପୁର

ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଆସିଲେ ନିତୁ କପୁରମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ନାୟକ ରଣବୀର କପୁରଙ୍କ ମାଆ ନିତୁ କପୁରଙ୍କୁ ଏୟାର ଆମ୍ବୁଲାନ୍ସରେ ଚଣ୍ଡିଗଡ଼ରୁ ମୁମ୍ବାଇ ନିଆଯାଇଛି । ସୂଚନାଯୋଗ୍ୟ, ନିତୁଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ପୁଅ…

ଅକ୍ଷୟ କୁମାରଙ୍କୁ ଦେଖି ଦୌଡ଼ିଲେ ସାରା

ମୁମ୍ବାଇ: ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଅକ୍ଷୟ କୁମାରଙ୍କୁ ଦେଖି ଖୁବ୍‌ ଜୋର୍‌ରେ ଦୌଡୁଛନ୍ତି। ସାରାଙ୍କ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବ କଥା ହେଲା ସାରା ଏବଂ ଅକ୍ଷୟ ଫିଲ୍ମ ‘ଅନ୍ତରଙ୍ଗୀ ରେ’ର ଶୁଟିଂ କରୁଛନ୍ତି।…

ହୋଟେଲରେ ଗୋଟେ ପରେ ଗୋଟେ ପ୍ଲେଟ ଭାଙ୍ଗିଲେ ସଲମାନ୍‌ଙ୍କ ଭଉଣୀ: ଲୋକେ କହିଲେ ଏପରି…

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତା ଶର୍ମା ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ଛୁଟି ଦିନର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ଭିଡିଓରେ ଅର୍ପିତା ନିଜ ବନ୍ଧୁଙ୍କ ସହ…

ଅଭିନେତ୍ରୀଙ୍କ ଘରେ ଅଗ୍ନିକାଣ୍ଡ

ବଲିଉଡ୍‌ର ‘ଦଙ୍ଗଲ’ ଗର୍ଲ ଫାତିମା ସାନା ଶେଖଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଅଗ୍ନିଶମ ବିଭାଗ ଠିକ୍‌ ସମୟରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିବାରୁ ବିଶେଷ କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି।…

ବିବାହର ୫ ଦିନପରେ ସ୍ତ୍ରୀଙ୍କୁ ବାପ ଘରକୁ ପଠାଇଦେବାକୁ ଧମକ ହେଲେ ଆଦିତ୍ୟ ନାରାୟଣ: ଜାଣନ୍ତୁ କାହିଁକି…

ବଲିଉଡ୍‌ର ଜଣାଶୁଣା ଅଭିନେତା ତଥା ଗାୟକ ଆଦିତ୍ୟ ନାରାୟଣ ନିକଟରେ ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଉଭୟ ପରସ୍ପରକୁ ଦୀର୍ଘ ସମୟ ଧରି ଡେଟ୍‌ କରୁଥିଲେ। ଏହି ବିବାହରେ ବଲିଉଡ୍‌ର ଅନେକ କଳାକାର ଉପସ୍ଥିତ ହୋଇ ବହୁତ…

ଏହି କ୍ରିକେଟରଙ୍କୁ ହଁ କହିବାକୁ ୩ ବର୍ଷ ସମୟ ନେଇଥିଲେ ପ୍ରେମିକା: ଏବେ…

ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ୍‌ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଯୋଡି ହେଲେ ଯୁବରାଜ ସିଂହ ଏବଂ ହେଜଲ କିଚ୍‌। ଏହି ଯୋଡିଙ୍କ ବିବାହକୁ ଇତିମଧ୍ୟରେ ୪ ବର୍ଷ ହୋଇଯାଇଛି। ଯୁବରାଜ-ହେଜଲଙ୍କ ବିବାହ ବିର୍ଷିକୀ…

ଲୋକପ୍ରିୟ ଟିଭି ସିରିଏଲ ଲେଖକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୪।୧୨- ଲୋକପ୍ରିୟ କମେଡି ସିରିଏଲ ‘ତାରକ ମେହେତାକା ଉଲଟା ଚଷମା’ର ଅନ୍ୟତମ ଲେଖକ ଅଭିଷେକ ମକ୍ୱାନା ଗତ ନଭେମ୍ବର ୨୭ ତାରିଖରେ ଆତ୍ମହତ୍ୟା କରିଛନ୍ତି। କାନ୍ଧବଲୀ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଥିଲା। ଏକ ସୁସାଇଡ୍‌ ନୋଟ ମଳିଛି। ସେଥିରେ…

ମୁମ୍ବାଇରେ ରେଷ୍ଟୁରାଣ୍ଟ ଖୋଲିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କେବଳ ଜଣେ ସଫଳ କଳାକାର ନୁହଁନ୍ତି, ବରଂ ସେ ବ୍ୟବସାୟ ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି। ପ୍ରଥମ ଆଇପିଏଲରେ ରାଜସ୍ଥାନ ରୟାଲ ଟିମକୁ କ୍ରୟ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଶିଳ୍ପା ବର୍ତ୍ତମାନ…

ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ସୋଫି ଚୌଧୁରୀ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ସୋଫି ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏ ନେଇ ଭିଡିଓ ଶେୟାର କରି…

କେମେଷ୍ଟ୍ରୀ ପ୍ରାକ୍ଟିକାଲରେ ବିଫଳ ହେବା ଯୋଗୁ ଡାକ୍ତର ହେବା ନିଶା ଛାଡ଼ି ଦେଇଥିଲେ ଏହି ବଲିଉଡ୍‌ ଅଭିନେତ୍ରୀ: ବିବାହ ଭୟରେ ଛାଡ଼ିଥିଲେ ଘର

ବମ୍ବେ: ବିବାଦର ଅନ୍ୟନାମ କଙ୍ଗନା। ବଲିଉଡ୍‌ର ଏହି ଅଭିନେତ୍ରୀ କାହା ସହ ବି ପଙ୍ଗା ନେଇପାରନ୍ତି। ଏବେ ସେ ନିଜର ଟୁଇଟ୍‌କୁ ନେଇ ଚର୍ଚ୍ଚାରେ। ଦିନକୁ ଦିନ ତାଙ୍କୁ ନେଇ ନୂଆ ବିବାଦ ଦେଖାଦେଉଛି। ମାତ୍ର ଅଭିନେତ୍ରୀ ହିସାବରେ ସେ ବେଶ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?