ଭାରତୀ-ହର୍ଷଙ୍କୁ ସହଯୋଗ ଅଭିଯୋଗ: ୨ ଏନ୍ସିବି ଅଫିସର ନିଲମ୍ବିତ
ମୁମ୍ବାଇ,୩।୧୨: ଡ୍ରଗ୍ସ୍ ମାମଲାରେ ବଲିଉଡ୍ର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ୨ ଜଣ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ଏହି ତଦନ୍ତକାରୀ ଅଫିସରମାନେ ଭାରତୀ, ହର୍ଷ ଏବଂ…
ଦେଶର ପ୍ରଥମ ରାଷ୍ଟ୍ରପତିଙ୍କ ନାତୁଣୀ ହେଲେ ଏହି ବଲିଉଡ୍ ଅଭିନେତ୍ରୀ: ଗ୍ଲାମରକୁ ନେଇ ରହିଥାନ୍ତି ଚର୍ଚ୍ଚାରେ
ବମ୍ବେ: ଅଭିନେତ୍ରୀ ଶ୍ରେୟା ନାରାୟଣ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ନାରାୟଣଙ୍କ ପଣନାତୁଣୀ। ଅନେକ ଫିଲ୍ମରେ ସେ କାମ କରିସାରିଛନ୍ତି। ଗ୍ଲାମରସ ଏବଂ ସୁନ୍ଦରୀ ହୋଇଥିବା ହେତୁ ବଲିଉଡ୍ରେ ତାଙ୍କ କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିହାରରେ ଶ୍ରେୟାଙ୍କ ଜନ୍ମ।…
ବିବାହ ପୂର୍ବରୁ ମା’ ହୋଇଯାଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ କୋଙ୍କଣା ସେନ ଶର୍ମା ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା କୋଙ୍କଣା ସେନ ଶର୍ମା କେବଳ ବୃତ୍ତିଗତ ନୁହେଁ, ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍…
ବିଗ୍ ବସ୍ରୁ ଓହରିଲେ କବିତା କୌଶିକ
ମୁମ୍ବାଇ,୨ା୧୨- ଚଳିତ ବିଗ୍ ବସ୍ରୁ ଓହରି ଯାଇଛନ୍ତି ଓ୍ବାଇଲ୍ଡ କାର୍ଡ ମାଧ୍ୟମରେ ଏଣ୍ଟ୍ରି କରିଥିବା କବିତା କୌଶିକ। ସେ ମଙ୍ଗଳବାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହି ଏପିସୋଡ୍ ବୁଧବାର ପ୍ରସାରିତ ହେବ। ବିଗ୍ ବସ୍ ଘରେ ସାଥି କଣ୍ଟେଷ୍ଟାଣ୍ଟ ରୁବିନା…
କେଜିଏଫ୍ ଡିରେକ୍ଟରଙ୍କ ସହ କାର୍ଯ୍ୟ କରିବେ ପ୍ରଭାସ
ମୁମ୍ବାଇ,୨ା୧୨- ବାହୁବଲୀରୁ ଅନ୍ତର୍ଜାତୀୟ ଷ୍ଟାର ମାନ୍ୟତା ପାଇଥିବା ପ୍ରଭାସ ପୁଣି ଥରେ ବିଗ୍ ବଜେଟ ଆକଶନ ଫିଲ୍ମରେ ନଜର ଆସିବେ। ଗତ ବର୍ଷ ‘ସାହୁ’ ଫିଲ୍ମରେ ଭରପୂର ଆକଶନ କରିଥିବା ପ୍ରଭାସଙ୍କ ସହ କାର୍ଯ୍ୟ କରିବେ ବ୍ଲକ୍ବାଷ୍ଟର ଫିଲ୍ମ କେଜିଏଫ୍ ଡିରେକ୍ଟର…
ଏପରି ବୁଦ୍ଧି ପ୍ରୟୋଗ କରି ଚକୋଲେଟ ତିଆରି କରୁଛନ୍ତି ତୈମୁର; ଭାଇରାଲ ହେଉଛି ଫଟୋ
ନୂଆଦିଲ୍ଲୀ,୨।୧୨-ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଚକୋଲେଟ ତିଆରି କରୁଥିବା ଦେଖାଯାଇଛି। ନିକଟରେ ସୈଫ ଓ ମା’ କରୀନା କପୁର ଉପସ୍ଥିତ ଅଛନ୍ତି। ଏହି…
ବଲିଉଡ୍ର ଏହିସବୁ ଅଭିନେତ୍ରୀ ବୟଫ୍ରେଣ୍ଡ୍ଙ୍କ ପାଇଁ କରିଛନ୍ତି ଆତ୍ମହତ୍ୟା
କୌଣସି ନା କୌଣସି କାରଣକୁ ନେଇ ଖୁବ୍ କମ୍ ବୟସରେ ବଲିଉଡ୍ର କେତେଜଣ ସେଲିବ୍ରିଟି ଆତ୍ମହତ୍ୟା କରିଥିବା ନଜିର ରହିଛି। ଜାଣନ୍ତୁ ଏମାନଙ୍କ ସମ୍ପର୍କରେ… ପ୍ରତ୍ୟୁଷା ବାନାର୍ଜୀ: ଟେଲି ସିରିୟଲ ‘ବାଳିକା ବଧୂ’ର ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀ…
୩ ଜଣଙ୍କୁ ବିବାହ କରି ମଧ୍ୟ ଆଜି ଏକାକୀ ବଲିଉଡ୍ର ଏହି ଲୋକପ୍ରିୟ ଅଭିନେତ୍ରୀ
ନୀଳିମା ଅଜିମ ବଲିଉଡ୍ର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ୧୯୫୮ ମସିହା ଡିସେମ୍ବର ୨ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍କୁ ସେ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଆଜିତାଙ୍କ ଜନ୍ମଦିନରେ ତାଙ୍କ ଜୀବନ ସହିତ ଜଡିତ କିଛି ବିଶେଷ କଥା…
ବିବାହ ଦିନ ଡ୍ରମ ଉପରେ ଚଢ଼ି ଡ୍ୟାନ୍ସ କଲେ ଏହି ଅଭିନେତା, ଭିଡିଓ ଭାଇରାଲ
ମୁମ୍ବାଇ,୨ା୧୨: ବଲିଉଡ୍ର ପ୍ରସିଦ୍ଧ ଗାୟକ ତଥା ଅଭିନେତା ଆଦିତ୍ୟ ନାରାୟଣ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ବାଲଙ୍କ ସହ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହ ସମୟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…
ଏହି ରୋଗରେ ପୀଡ଼ିତ ଥିଲେ ବିଦ୍ୟା, କେହି ଚପଲ ପିନ୍ଧିଲେ..
ବମ୍ବେ: ନିଜର ଦମଦାର ଅଭିନୟକୁ ନେଇ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ ପରିଚିତ। ହେଲେ ସେ ନିଜର ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍ରୁ ଦୂରରେ ରଖିବାକୁ ପସନ୍ଦ କରନ୍ତି। ହେଲେ କିଛିଦିନ ପୂର୍ବେ ବିଦ୍ୟା ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଥିଲେ। ସେଇଟି…
୩ ମାସ ପରେ ଡ୍ରଗ୍ସ ମାମଲାରେ ରିଆଙ୍କ ଭାଇଙ୍କୁ ମିଳିଲା ଜାମିନ
ମୁମ୍ବାଇ,୨।୧୨: ବଲିଉଡ୍ର ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡ଼ିତ ଥିବା ଡଗ୍ସ ମାମଲାରେ ଏନ୍ସିବି ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକଙ୍କୁ…
ଆଇସିୟୁରୁ ବାହାରକୁ ଆସିଲେ ରାହୁଲ
ମୁମ୍ବାଇ,୨।୧୨: ଆଶିକି ଫେମ୍ ଅଭିନେତା ରାହୁଲ ରୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସୁଛି। ମଙ୍ଗଳବାର ତୁଳନାରେ ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅଳ୍ପବହୁତେ ସୁଧାର ଆସିଥିବା ଜଣାପଡ଼ିଛି। ବୁଧବାର ତାଙ୍କୁ ଆଇସିୟୁରୁ ଜେନେରାଲ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏନେଇ ତାଙ୍କ ଭିଣୋଇ ରୋମିର…

