ଲୋକପ୍ରିୟ ଟିଭି ସିରିଏଲ ଲେଖକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୪।୧୨- ଲୋକପ୍ରିୟ କମେଡି ସିରିଏଲ ‘ତାରକ ମେହେତାକା ଉଲଟା ଚଷମା’ର ଅନ୍ୟତମ ଲେଖକ ଅଭିଷେକ ମକ୍ୱାନା ଗତ ନଭେମ୍ବର ୨୭ ତାରିଖରେ ଆତ୍ମହତ୍ୟା କରିଛନ୍ତି। କାନ୍ଧବଲୀ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ମିଳିଥିଲା। ଏକ ସୁସାଇଡ୍‌ ନୋଟ ମଳିଛି। ସେଥିରେ ବ୍ୟକ୍ତିଗତ ସମସ୍ୟା ଓ ଅର୍ଥତ୍କ ଅସୁବିଧା ଏହି ଚରମ ନିଷ୍ପତ୍ତି ପଛର କାରଣ ବୋଲି ଲେଖା ଥିବା ଚାରକୋପ ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ନୂଆ ମୋଡ଼ ଆଣିଛି ଅଭିଷେକଙ୍କ ଭାଇ ଜେନିସଙ୍କ ଅଭିଯୋଗ। ଅଭିଷେକଙ୍କ ଅନଲାଇନରେ ଠକାମିର ଶିକାର ହୋଇଥିବା କହିଛନ୍ତି ଜେନିସ। କାରଣ ମୋ ଭାଇର ମୃତ୍ୟୁ ପରେ ମୋତେ ବହୁ କଲ ଆସିଥିଲା। ସେମାନେ ମୋତେ ଟଙ୍କା ଫେରସ୍ତ କରିବାକୁ କହୁଥିଲେ। ଏହାପରେ ମୁଁ ଚେକ୍‌ କରିଥଲି ଭାଇର ମେଲ। ଏଥିରୁ ଜାଣିବାକୁ ପାଇଲି ମୋ ଭାଇ ପ୍ରଥମେ ଇଜି ଲୋନ ଆପ୍ସରୁ ଟଙ୍କା ନେଇଥିଲା, ଯାହାର ଇଣ୍ଟରେଷ୍ଟ ପାଖାପାଖି ୩୦ ପ୍ରତିଶତ ଅଧିକା ଥିଲା ବୋଲି ଜେନିସ କହିଛନ୍ତି।

ଚାରକୋପ ପୋଲିସକୁ ଆର୍ଥିକ ଠକେଇର କୌଣସି ପ୍ରମାଣ ମିଳିନାହିଁ। ଯଦି କୌଣସି ପ୍ରମାଣ ମିଳେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଥିୟାଙ୍କ ସହ ସମ୍ପର୍କକୁ ଅଫିସିଆଲ୍‌ କଲେ ଏହି କ୍ରିକେଟର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ନିକଟରେ ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରିଛନ୍ତି । ଦୀର୍ଘଦିନରୁ...

ଫୋର୍ବସର ଅଧିକ ଆୟ କରୁଥିବା ନାୟିକାଙ୍କ ତାଲିକାରୁ ବାଦ୍‌ ପଡିଲେ ଦୀପିକା, ପ୍ରିୟଙ୍କା

ନୂଆଦିଲ୍ଲୀ,୨୫।୮: ଫୋର୍ବସ ନିକଟରେ ପ୍ରକାଶ କରିଛି ହାଇଏଷ୍ଟ ପେଡ୍‌ ଆକ୍ଟ୍ରେସଙ୍କ ତାଲିକା। ହେଲେ ଏଥିରେ ୨୦୧୭ରେ ଭାରତର ହାଇଏଷ୍ଟ ପେଡ୍‌ ଆକ୍ଟ୍ରେସ ଭାବେ ଦୀପିକା ପାଦୁକୋନଙ୍କ...

ବିବାହ ପରେ ଶୁଟିଂ ଆରମ୍ଭ କଲେ ନେହା: କହିଲେ କିଭଳି ରହିଲା ତାଙ୍କର ଜୀବନ ଯାତ୍ରା

ମୁମ୍ବାଇ: ବଲିଉଡ୍‌ର ପପୁଲାର ଗାୟିକା ନେହା କକ୍କଡ ନିକଟରେ ପଞ୍ଜାବୀ ଗାୟକ ରୋହନପ୍ରିତ ସିଂହଙ୍କୁ ବିବାହ କରିଛନ୍ତି। ବିବାହ ପରେ ନେହା ଏବେ କାମ ଆରମ୍ଭ...

ଇମ୍ରାନ ବହୁତ ସୁନ୍ଦର ବ୍ୟକ୍ତି: ମଲ୍ଲିକା

ଇମ୍ରାନ ହାସ୍‌ମି ଯେତେବେଳେ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ, ସେତେବେଳେ ସେ ବଲିଉଡରେ ଏକ ସିରିୟଲ କିସର୍‌ ଭାବରେ ଜଣାଶୁଣା ଥିଲେ। ସେହି ସମୟରେ ମଲ୍ଲିକା...

ଘାରିଛି ହଲିଉଡ୍‌ ନିଶା

ରାଧିକା ଆପ୍ତେଙ୍କୁ ଏବେ ହଲିଉଡ୍‌ ନିଶା ଘାରିଛି। ବର୍ତ୍ତମାନ ସେ ଏକ ହଲିଉଡ୍‌ ସ୍ପାଏ ଥ୍ରୀଲର ‘ଲିବର୍ଟି : ଏ କଲ୍‌ ଟୁ ସ୍ପାଏ’ରେ ଅଭିନୟ...

ବିବାହକୁ ଡରୁଛନ୍ତି ଦଙ୍ଗଲ ଗର୍ଲ!

ମୁମ୍ବାଇ: ଜାନୁୟାରୀ ୧୧, ୧୯୯୨ରେ ଜନ୍ମ ନେଇଥିବା ବଲିଉଡର ଦଙ୍ଗଲ ଗର୍ଲ ଫାତିମା ସନା ଶେଖ ୨୯ ବର୍ଷରେ ପାଦ ଦେଇଛନ୍ତି । କିଛି ବଲିଉଡ...

ଝଗଡ଼ା ଖବର ଭିତରେ ସାମ୍ନାକୁ ଆସିଲା ଦୀପିକା-ରଣବୀରଙ୍କ ନୂଆ ଭିଡିଓ

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର କପଲ ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ବିବାହକୁ ୪ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏହା ପୂର୍ବରୁ...

ବିଜୟଙ୍କ ଅନୁରୋଧ ରଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,୪ା୧- ରାଜ୍ୟର ସମସ୍ତ ସିନେମା ହଲରେ ଶତ ପ୍ରତିଶତ ଦର୍ଶକ ଏକାଠି ବସିପାରିବେ। ଏ ନେଇ ସୋମବାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି ତାମିଲନାଡୁ ସରକାର।...

Advertisement
Archives

Model This Week