ହ୍ରିତିକ ରୋଶନଙ୍କର ହେବ ଇଣ୍ଟରନ୍ୟାଶନାଲ ଡେବ୍ୟୁ!

ମୁମ୍ବାଇ: ବଲିଉଡ୍ ନାୟକ ହ୍ରିତିକ ରୋଶନ ତାଙ୍କର ଇଣ୍ଟରନ୍ୟାଶନାଲ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ଗତବର୍ଷ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ସୁପର-୩୦’ର ଇଂଲିସ ଭର୍ସନରେ ନଜର ଆସିବେ ହ୍ରିତିକ । ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ । ତେବେ ହ୍ରିତିକ ତାଙ୍କ ଇଣ୍ଟରନ୍ୟାଶନାଲ ଡେବ୍ୟୁକୁ ନେଇ ଖୁବ୍ ସିରିୟସ୍ ଥିବା କୁହାଯାଉଛି । ଏହା ଆନନ୍ଦ କୁମାରଙ୍କ ଜୀବନୀର ଇଣ୍ଟରନ୍ୟାଶନାଲ ଭର୍ସନ ବୋଲି କୁହାଯାଉଛି । ଆନନ୍ଦ କୁମାର ଏହାର ନିର୍ମାଣ କରିବେ ବୋଲି ଜଣାପଡିଛି । ସୁପର ଥାର୍ଟି ଚେଞ୍ଚିଙ୍ଗ ଦ ୱାର୍ଲଡ ଷ୍ଟୁଡେଣ୍ଟ ଟାଇମ୍‌: ଆନନ୍ଦ କୁମାର ଏହି ପୁସ୍ତକର ଲେଖକ କାନାଡାର ସାଇକିଆଟ୍ରିକ୍ ବିଜୁ ମେଟ୍ରୋ କରିଥିବା କୁହାଯାଏ । ଏହାର ରାଇଟସ୍ ନିଆଯାଇଛି । ସୂଚନାଯୋଗ୍ୟ, ୨ ବର୍ଷ ପୂର୍ବରୁ ହ୍ରିତିକଙ୍କ ଇଣ୍ଟରନ୍ୟାଶନାଲ କ୍ୟାରିୟର ଆରମ୍ଭ ହେବା କଥା । ଯେତେବେଳେ ତାଙ୍କୁ ତରସେମ ସିଂ ସେକ୍ସପିୟରଙ୍କ ହେଲମେଟର ଦେଶୀ ଅବତାର ପାଇଁ ଚୟନ କରିଥିଲେ । ଏହାର ନାମ ‘ଆଦିତ୍ୟ’ ଥିଲା । ହେଲେ ହ୍ରିତିକ ନିଜେ ଏହାକୁ ମନା କରି ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲପ୍‌ ଫିଲ୍ମ ଦେବାରେ ସବୁଠୁ ଆଗରେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଶହ ଶହ ଫିଲ୍ମ ରିଲିଜ୍‌ ହୋଇଥାଏ। ଏଥିମଧ୍ୟରୁ କିଛି ଫିଲ୍ମ ହିଟ୍‌ ହୋଇଥାଏ ତ ଆଉ କିଛି ଫ୍ଲପ୍‌ ବି ହୋଇଥାଏ।...

ଦର୍ଶକଙ୍କୁ ନିରାଶ କଲା ପ୍ରଭାସଙ୍କ ‘ସାହୋ’

ମୁମ୍ବାଇ: ଚଳଚ୍ଚିତ୍ର ବାହୁବଲୀର ସଫଳତା ପରେ ସୁପରଷ୍ଟାର ପ୍ରଭାସଙ୍କଠାରୁ ଅନେକ କିଛି ଆଶା କରୁଥିଲେ ଦର୍ଶକ। ଶୁକ୍ରବାର ‘ସାହୋ’ ରିଲିଜକୁ ନେଇ ମଧ୍ୟ ଅନେକ ଉତ୍କଣ୍ଠା...

ଲାଲ୍‌ ଚୁଡ଼ି ପିନ୍ଧି ଫଟୋ ଶେୟାର କଲେ ନେହା କକ୍କର

ମୁମ୍ବାଇ: ଟେଲିଭିଜନଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା...

ନେହା କକ୍କରଙ୍କ ଡ୍ରେସ୍‌କୁ ନେଇ ଜୋରଦାର ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ବଲିଉଡ୍‌ର ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କରଙ୍କୁ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ସେ ତାଙ୍କ ସ୍ବାମୀ ରୋହନପ୍ରୀତଙ୍କ ସହ ନଜର ଆସିଥିଲେ। ନେହା ଏକ ଡାର୍କ...

ନୂଆବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଉପହାରରେ ବିଏମ୍‌ଡବ୍ଲ୍ୟୁ ଦେଲେ ଅଭିନେତା

ବମ୍ବେ: ନୂଆ ବର୍ଷ ଉପଲକ୍ଷେ ପତ୍ନୀଙ୍କୁ ଖାସ୍‌ ଉପହାର ଦେଇଛନ୍ତି ଅଭିନେତା ଶୋଏବ ଇବ୍ରାହିମ୍‌। ସେଇଟି ହେଲା ଏକ ନୂଆ ବିଏମ୍‌ଡବ୍ଲୁ ଏକ୍ସ୭। ସୋସିଆଲ ମିଡିଆରେ...

କେକେଙ୍କ ଏହି ଗୀତକୁ ଶୁଣି ଆଜି ବି କାନ୍ଦନ୍ତି ସଲମାନ୍‌

ବମ୍ବେ: ‘ତଡପ ତଡପ କେ ଇସ ଦିଲ ସେ ଆହ ନିକଲ୍‌ତି ରହି…ତୋ ଲୁଟ୍‌ ଗୟେ’ କେକେଙ୍କ ଏଭଳି ଏକ ଗୀତ ଥିଲା, ଯିଏ ତାଙ୍କୁ...

ଦ୍ୱାଦଶ ଶ୍ରେଣୀରେ ୯୪% ମାର୍କ ରଖିଲେ ଏହି ଅଭିନେତ୍ରୀ

ଟିଭିର ଲୋକପ୍ରିୟ ଅଭିନେତ୍ରୀ ତଥା ‘ପଟିଆଲା ବେବ୍ସ’ ଫେମ୍‌ ଅଶ୍‌ନୁର୍‌ କୌର ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀରେ ୯୪ ପ୍ରତିଶତ ମାର୍କ ହାସଲ କରିଛନ୍ତି। ସେ...

ଅତୀତର ସ୍ମୃତିକୁ ସାଉଁଟିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ଲିଜେଣ୍ଡ ଅଭିନେତା ଅନୁପମ ଖେର ସୋମବାର ନିଜର ୩୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅନୁପମ...

Advertisement
Archives

Model This Week