କ୍ଷମା ମାଗିଲେ ସୈଫ୍
ବଲିଉଡ ଅଭିନେତା ସୈଫ ଅଲୀ ଖାନ ଆଜିକାଲି ତାଙ୍କ ନୂଆ ଫିଲ୍ମକୁ ନେଇ ବିବାଦ ଘେରକୁ ଆସିଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ଆପତ୍ତି ଉଠିଛି। ଏହି ଫିଲ୍ମରେ ରାବଣର ଭଲ ଦିଗ ଦେଖାଯିବା ସହରାମଙ୍କ ଭାବମୂର୍ତ୍ତିକୁ ଅପମାନିତ କରିବାକୁ ଚେଷ୍ଟା…
ମାଳଦ୍ୱୀପରେ ଚାଦର ଗୁଡେଇ ଫଟୋଶୁଟ୍ କଲେ ହିନା ଖାନ: ଫ୍ୟାନମାନେ କହିଲେ ଏମିତି…
ମୁମ୍ବାଇ,୬।୧୨-ବଲିଉଡ ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ହିନା ନିଜର ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ସମୁଦ୍ର କୂଳରେ…
‘ଫାଷ୍ଟ କିସ୍’ ଭିଡିଓ ଶେୟାର କଲେ ନେହା, ସ୍ବାମୀ କହିଲେ ଏମିତି
ମୁମ୍ବାଇ: ବଲିଉଡ ଗାୟିକ ନେହା କକ୍କର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଏବଂ ନିଜ ପ୍ରଶଂସକଙ୍କ ସହ ସବୁବେଳେ କିଛି ନା କିଛି ଶେୟାର କରିଥାନ୍ତି। ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ନିଜ ପ୍ରଶଂସକଙ୍କ ସହ ଶେୟସୂଚନା…
ଅଭିନେତା ରବି ପଟବର୍ଦ୍ଧନଙ୍କ ପରଲୋକ
ମୁମ୍ବାଇ,୬।୧୨- ଭେଟେରାନ ଅଭିନେତା ରବି ପଟବର୍ଦ୍ଧନଙ୍କର ରବିବାର ହୃଦଘାତରେ ପରଲୋକ ହୋଇଯାଇଛି। ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶନିବାର ରାତିରେ ରବିଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…
ଏହି ଅଭିନେତ୍ରୀଙ୍କ ଝିଅକୁ ମିଳୁଥିଲା ବଳାତ୍କାର ଧମକ : ବନ୍ଧାହେଲେ ଏମ୍ବିଏ ଛାତ୍ର
ପାକିସ୍ତାନରେ ଜନ୍ମିତ ବ୍ରିଟିଶ ଅଭିନେତ୍ରୀ ସଲ୍ମା ଆଗାଙ୍କ ଝିଅ ଜାରା ଖାଁଙ୍କୁ କିଛି ଦିନ ହେବ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଥିଲା। ଏ ନେଇ ଜାରା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
କିନ୍ନର ଲୁକ୍ରେ ମିଲିନ୍ଦ: ଚମକାଇଲା ‘ପୌରାଶପୁର’ର ଟିଜର୍
ବମ୍ବେ: ରିଲିଜ ହୋଇଛି ଏକତା କପୁରଙ୍କ ଓ୍ବେବ୍ ସିରିଜ୍ ‘ପୌରାଶପୁର’ର ଟିଜର। ଏଥିରେ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ କିନ୍ନର ଭୂମିକାରେ ନଜର ଆସିଛନ୍ତି। ପ୍ରଶଂସକମାନେ ମିଲିନ୍ଦଙ୍କ ନୂତନ ଅବତାରକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି। ଓ୍ବେବ୍ ସିରିଜ୍ରେ…
ରାହୁଲ ମହାଜନଙ୍କ ପାଇଁ ହିନ୍ଦୁ ଧର୍ମ ଗ୍ରହଣ କଲେ ରୁଷୀୟ ପତ୍ନୀ: ନୀତି ପଢ଼ୁଛନ୍ତି ଗୀତା
ବମ୍ବେ: ଏକାଧିକ ଥର ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବିଗ୍ବସ୍ ଫେମ୍ ରାହୁଲ ମହାଜନ। ଦୁଇ ଦୁଇ ଥର ବିବାହ କରି ବିଫଳ ହେବା ପରେ ଏବେ ସେ ନିଜର ରୁଷୀୟ ପ୍ରେମିକା ନତାଳୟାଙ୍କ ହାତ ଧରିଛନ୍ତି। ନତାଳୟା ବିବାହ ପରେ…
ଏକଦା ଚକମା ଦେଖାଇ ମୃତ୍ୟୁ ମୁହଁରୁ ଫେରି ଆସିଥିଲେ ସୋନୁ ସୁଦ୍
ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତାମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ତାରକା ଅଛନ୍ତି…
କଙ୍ଗନା କହିଲେ ମୁଁ ଦେଶର ସବୁଠାରୁ ବଡ ଟାର୍ଗେଟ
ମୁମ୍ବାଇ:ବଲିଉଡ୍ର ପଙ୍ଗା କୁଇନ୍ କଙ୍ଗନା ରାନାୱତ ନିଜ ବୟାନ ବାଜି ପାଇଁ ସବୁବେଳେ ରହି ଆସୁଛନ୍ତି ଚର୍ଚ୍ଚାରେ । ନିକଟରେ ଅଭିନେତ୍ରୀ କୃଷକ ଆନ୍ଦୋଳନକୁ ନେଇ ଏଥିରେ ସାମିଲ ହୋଇଥିବା ଜଣେ ବୟସ୍କ ମହିଳାଙ୍କୁ ନେଇ ଟୁଇଟରରେ ଟିପ୍ପଣୀ ଦେଇଥିଲେ ।…
ନୋରାଙ୍କ ଫଟୋ ଉପରୁ ହଟୁନାହିଁ ପ୍ରଶଂସକଙ୍କ ନଜର
ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହିଙ୍କ କିଛି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ କିନ୍ତୁ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ବୋଲ୍ଡ ଫଟୋକୁ ନୋରା ନିଜେ ତାଙ୍କ…
୨ ଦିନରେ ଦିଲଜୀତଙ୍କ ଫଲୋୟର୍ସ ସଂଖ୍ୟା ୪ ଲକ୍ଷ ବଢ଼ିଲା
ନୂଆଦିଲ୍ଲୀ, ୫।୧୨- ପଞ୍ଜାବୀ ଆକ୍ଟର ତଥା ସିଙ୍ଗର ଦିଲଜୀତ ଦୋସାଞ୍ଜ ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ମଧ୍ୟରେ ଚାଲିଥିବା ଟୁଇଟର ଯୁଦ୍ଧ ଶେଷ ହୋଇନାହିଁ। ହେଲେ ଏହାର ପୂରା ଫାଇଦା ପାଇଛନ୍ତି ଦିଲଜୀତ। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ପଞ୍ଜାବୀ ଷ୍ଟାରଙ୍କ…
ଆମେରିକାରେ ଲେମ୍ବୁ ଚାଷ କରୁଛନ୍ତି ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ
ଆମେରିକାର କାଲିଫର୍ଣ୍ଣିଆର ଲସ୍ ଏଞ୍ଜେଲସରେ ପୁଣି ୩ ସପ୍ତାହ ଧରି ଲକ ଡାଉନ ଘୋଷଣା କରାଯାଇଛି। ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣି ଫେରିଛି ଲକଡାଉନ। ଏହି ସମୟରେ ସେଠାରେ ରହୁଥିବା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିଜ ବଗିଚାରେ…

