ଅଭିନେତ୍ରୀ ଭାବେ ପ୍ରଥମ କରୋନା ଟିକା ନେଲେ ଶିଳ୍ପା
ମହାମାରୀ କରୋନା ସହ ଲଢ଼ିବା ପାଇଁ ଟିକାକରଣ ଆରମ୍ଭ ହୋଇଛି। ନୂଆ ବର୍ଷରେ ଲୋକଙ୍କୁ ଏହି ଉପହାର ମିଳିଛି। ଇତିମଧ୍ୟରେ ଭାରତରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଯାଇଛି। ତେବେ ହମ୍, ଗୋପୀ କିଶନ, ଆଖେଁ, ବଓ୍ବେଫା ସନମ, ଖୁଦା ଗବାହ ପରି…
ତୈମୁରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ବି-ଟାଉନରେ ନିଜର ଆଇଟମ୍ ନୃତ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ହେଉଛନ୍ତି ନୋରା ଫତେହି। ଏବେ ସେ ନିଜର ବିବାହକୁ ନେଇ ହେଡ୍ଲାଇନ୍ରେ ରହିଛନ୍ତି। ନୋରା ଲୋକପ୍ରିୟ ଷ୍ଟାରକିଡ୍ ତଥା ସୈଫ୍ ଅଲ୍ଲୀ ଖାନ୍ ଏବଂ କରିନା କପୁରଙ୍କ ପୁଅ…
ଲଣ୍ଡନରେ ନିୟମ ଭାଙ୍ଗିଲେ ପ୍ରିୟଙ୍କା ଚୋପ୍ରା
ବଲିଉଡ୍ ଏବଂ ହଲିଉଡ୍ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍ ଜୋନାସ୍ଙ୍କ ସହ ଲକ୍ଡାଉନ୍ ପାଇଁ ଲଣ୍ଡନରେ ଫସିଯାଇଛନ୍ତି। ତେବେ ପ୍ରିୟଙ୍କା ଲଣ୍ଡନରେ ଲକ୍ଡାଉନ୍ ନିୟମ ଭାଙ୍ଗି ସେଲୁନ୍ ଯାଇଥିବା ଅଭିଯୋଗ ହୋଇଛି।…
ରଶ୍ ଫିଲ୍ମର କିସିଂ ସିନ୍ ସାଗରିକାଙ୍କୁ ରାତାରାତି କରିଥିଲା ଷ୍ଟାର…
ମୁମ୍ବାଇ,୮।୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେଙ୍କୁ ଶୁକ୍ରବାର ୩୪ ବର୍ଷ ପୂରଣ ହୋଇଛି। ସେ ୩୫ ବର୍ଷରେ ପାଦ ଥାପିଛନ୍ତି। ୧୯୮୬ ଜାନୁୟାରୀ ୮ରେ କୋହ୍ଲାପୁରଠାରେ ସେ ଜନ୍ମଗ୍ରହଣ କରିଥିଲେ। ଜାତୀୟସ୍ତରୀୟ…
କପିଲ ଶର୍ମାଙ୍କ ବୟାନ ରେକର୍ଡ କଲା ସିଆଇୟୁ
ମୁମ୍ବାଇ,୭।୧- ମୁମ୍ବାଇର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (ସିଆଇୟୁ) ଗୁରୁବାର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଡକାଇଥିଲା। ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଥିବା ନକଲି ରେଜିଷ୍ଟ୍ରେଶନ କାର ସମ୍ପର୍କରେ ‘ଦ କପିଲ ଶର୍ମା ଶୋ’ ହୋଷ୍ଟଙ୍କୁ ଡକିଥିଲା ସିଆଇୟୁ। କପିଲ…
ସୋନାଲି ଶେୟାର କଲେ ଥ୍ରୋବ୍ୟାକ୍ ଫଟୋ: ଏମିତି ପ୍ରତିକ୍ରିୟା ରଖିଲେ ଆୟୁଷ୍ମାନଙ୍କ ସ୍ତ୍ରୀ
ବଲିଉଡ୍ ଫିଲ୍ମ ହମ୍ ସାଥ୍ ସାଥ୍ ହୈ, ଦିଲଜଲେ, ସରଫରୋଶ, ଡୁପ୍ଲିକେଟ ଆଦିରେ କାମ କରିସାରିଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ପ୍ରଶଂସକଙ୍କ ସହ ସବୁବେଳେ ନିଜର ପୁରୁଣା ସ୍ମୃତି ବାଣ୍ଟିଥାନ୍ତି। ନିକଟରେ ସେ ନିଜର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ…
ଅପେକ୍ଷାରେ କରିନା
ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ପାଇଁ ଶେୟାର କରିଥାନ୍ତି। ନିକଟରେ ତାଙ୍କର ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି…
ଏକଦା ଗୋଟିଏ ବଖରା ଘରେ ସ୍ତ୍ରୀ,ପିଲାଙ୍କ ସହ ରହୁଥିଲେ ଏହି ଅଭିନେତା; ଏବେ ଆମିରଙ୍କ ଘର ନିକଟରେ କିଣିଲେ ବଙ୍ଗଳା
ବମ୍ବେ: ବଲିଉଡ୍ର ଏପରି କିଛି କଳାକାର ଅଛନ୍ତି , ଯେଉଁମାନେ ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ପଙ୍କଜ ତ୍ରିପାଠୀ ଜଣେ। ଖଳନାୟକଠାରୁ ଆରମ୍ଭ କରି ହାସ୍ୟ ଅଭିନେତା ତଥା ଅନ୍ୟ ଭୂମିକାରେ ସେ ମନ…
ଏହି ରୋଗରେ ଆକ୍ରାନ୍ତ ଅନୁଷ୍କା ଶର୍ମା
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ସେ ବାରମ୍ବାର କ୍ଲିନିକ୍ ଯାଉଥିବା ମଧ୍ୟ ନଜର ଆସିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଗର୍ଭାବସ୍ଥାକୁ ନେଇ କୌଣସି ଅସୁବିଧା ହୋଇନାହିଁ। ଆତ୍ର ଅନେକ ବର୍ଷ ହେବ…
‘କୌନ ବନେଗା କରୋଡ଼ପତି’ ଶୋ ଜିତି ମଧ୍ୟ କେବଳ ମୋବାଇଲ କିଣିବାକୁ ଚାହିଁଲେ ବବିତା, କାରଣ ଜାଣି ଅମିତାଭ ହେଲେ ଆଶ୍ଚର୍ଯ୍ୟ
ମୁମ୍ବାଇ: ଟେଲି ଦୁନିଆର ଲୋକପ୍ରିୟ କୁଇଜ୍ ଶୋ’ ‘କୌନ ବନେଗା କରୋଡ଼ପତି’ରେ ଦ୍ୱିତୀୟ କୋଟିପତି ହୋଇଛନ୍ତି ବବିତା ତଡେ। ଏହା ପୂର୍ବରୁ ବିହାରର ସନୋଜ ରାଜ ୧ କୋଟି ଟଙ୍କା ଜିତିଥିଲେ। ବବିତା ଏହି ଶୋ’ରେ କୋଟିପତି ହୋଇ ମଧ୍ୟ କେବଳ…
ଗର୍ଭାବସ୍ଥାର ଶେଷ ମାସରେ ଏହା ଖାଇବାକୁ ମନ ବଳାଇଲେ ଅନୁଷ୍କା: ରେଷ୍ଟୁରାଣ୍ଟ ନେଲେ ବିରାଟ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଗର୍ଭାବସ୍ଥାର ଶେଷ ମାସରେ ଏକାକୀ ଛାଡିବାକୁ ଚାହୁଁ ନ ଥିଲେ। ତେଣୁ ସେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍କୁ ଅଧାରୁ ଛାଡି ଭାରତ ଫେରିଆସିଥିଲେ। ଏବେ ବିରାଟ ଅନୁଷ୍କାଙ୍କର ପୁରା…
ଅମିତାଭଙ୍କ କଣ୍ଠରେ ଶୁଭୁଥିବା କରୋନା ହ୍ୟାଲୋ ଟ୍ୟୁନକୁ ହଟାଇବାକୁ ଦାବି: ଦିଲ୍ଲୀ ହାଇକୋର୍ଟରେ ମାମଲା
ନୂଆଦିଲ୍ଲୀ,୭ ।୧: ମୋବାଇଲ ଫୋନରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ କଣ୍ଠରେ କରୋନା ଭାଇରସ ସଚେତନତା ବାର୍ତ୍ତ ଥିବା ହ୍ୟାଲୋ ଟ୍ୟୁନକୁ ହଟାଇବା ପାଇଁ ଦାବି କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଛି । ଏଥିପାଇଁ ଆବେଦନକାରୀ ବିଭିନ୍ନ ପ୍ରକାର ଯୁକ୍ତି…

