ଅନୁଷ୍କାଙ୍କ ହାତଧରି କ୍ଲିନିକ୍ ନେଇ ଗଲେ ବିରାଟ କୋହଲି
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ବେଶ୍ ଆକ୍ଟିଭ୍ ରହୁଛନ୍ତି। କେବଳ ସୋସିଆଲ ମିଡିଆରେ ନୁହେଁ, ନିଜ ଶୁଟିଂରେ ମଧ୍ୟ ବ୍ୟସ୍ତ ରହୁଛନ୍ତି। ଏହାସହ ସେ ଚେକ୍ଅପ୍ ପାଇଁ ମଧ୍ୟ କ୍ଲିନିକ୍ ଯାଉଛନ୍ତି।…
ଏକଦା ଟ୍ରକ୍ ଡ୍ରାଇଭରଙ୍କ କଲୋନୀରେ ରହୁଥିଲେ ବିପାଶା, ଏହି କାରଣରୁ ସବୁବେଳେ ପାଖରେ ରଖୁଥିଲେ ହାତୁଡ଼ି
ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଅଭିନୟ, ସବୁଥିରେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ବିପାଶା ବସୁ। ହେଲେ ଜଣେ ମଡେଲରୁ ସୁପର ମଡେଲ ଓ ପରେ ଅଭିନେତ୍ରୀ ହେବାର ଯାତ୍ରା ସେତେଟା ସହଜ ନ ଥିଲା। ଅନେକ ସଂଘର୍ଷ ପରେ ସେ…
ସୋନୁ ସୁଦଙ୍କ ନାଁରେ ଏଫ୍ଆଇଆର୍
ମୁମ୍ବାଇ: କରୋନା ଲକ୍ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ନାଁରେ ଏଫ୍ଆଇଆର୍ ଦିଆଯାଇଛି । ଏକ ୬ ମହଲା କୋଠାକୁ ହୋଟେଲ କରିଥିବା ଅଭିଯୋଗରେ ବିଏମ୍ସି ସୋନୁଙ୍କ ନାଁରେ ପୋଲିସରେ ଅଭିଯୋଗ କରିଛି ।…
ବିବାହର ତିନି ଘଣ୍ଟା ପରେ ଡ୍ରାମା କୁଇନ୍କୁ ଛାଡ଼ି ପଳାଇଥିଲେ ସ୍ବାମୀ
ବମ୍ବେ: ବିଗ୍ବସ୍ରେ ଭଳିକି ଭଳି ଡ୍ରାମା କରୁଛନ୍ତି ଡ୍ରାମା କୁଇନ୍ ରାକ୍ଷୀ। କିଛିଦିନ ପୂର୍ବେ ନିଜ ବିବାହକୁ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ସେ। ହେଲେ ସ୍ବାମୀଙ୍କ ପରିଚୟ କିମ୍ବା ଫଟୋ ଶେୟାର କରୁ ନ ଥିଲେ। ଏବେ ରାକ୍ଷୀ ସ୍ବାମୀଙ୍କ…
ମିଛ କହିଲେ ଅମିତାଭ ବଚ୍ଚନ!
ବଲିଉଡ୍ ସୁପର୍ଷ୍ଟାର୍ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଜାନୁୟାରୀ ୬ରେ ବିଗ ବି ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ ଅମିତାଭ ମିଛ କହୁଛନ୍ତି ବୋଲି ପ୍ରଶଂସକ କହିଛନ୍ତି। ଅମିତାଭ ସୋସିଆଲ ମିଡିଆରେ ଏକ ଫଟୋ…
ପ୍ରବଳ ରାଗିଗଲେ ଅନୁଷ୍କା ଶର୍ମା
ଆଜିକାଲି ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ଅନୁଷ୍କା ଶର୍ମା ପ୍ରଶଂସକଙ୍କ ସହ ପୋଷ୍ଟ ଶେୟାର କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ନିକଟରେ ଅନୁଷ୍କା ତାଙ୍କ ସୋସିଆଲ…
କରନଙ୍କୁ ବିବାହ କରିବା ପୂର୍ବରୁ ଜନ୍ ଆବ୍ରାହମ୍ଙ୍କ ସହିତ ୯ ବର୍ଷ ଲିଭ୍ଇନ୍ରେ ଥିଲେ ବିପାଶା…
ମୁମ୍ବାଇ,୭।୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ବିପାଶା ବସୁଙ୍କୁ ଗୁରୁବାର ୪୧ ବର୍ଷ ପୂରିଛି। ସେ ୪୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ଜାନୁୟାରୀ ୭ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ବହୁ ଫିଲ୍ମରେ ସେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରି…
ରିଲ୍ ଲାଇଫ୍ରେ ସଫଳ ଥିବା ରୀନା ରାୟ ରିୟଲ ଲାଇଫ୍ରେ ରହିଥିଲେ ଅସଫଳ…
ମୁମ୍ବାଇ,୭।୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟଙ୍କୁ ଗୁରୁବାର ୬୩ ବର୍ଷ ପୂରିଛି। ସେ ୬୪ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ସେ ଅନେକ ଫିଲ୍ମରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି।…
ଫିଲ୍ମ ସେଟ୍ରେ ଫୋନ ବାଣ୍ଟିଲେ ସୋନୁ ସୁଦ
ମାନବିକତା ଓ ଉଦାରତା ପାଇଁ ଜଣାଯାଉଥିବା ଅଭିନେତା ସୋନୁ ସୁଦ ଆଚାର୍ଯ୍ୟ ଫିଲ୍ମ ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂର ପ୍ରଥମ ଦିନ ସେଟ୍ରେ ସୋନୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ କ୍ରୁ ମେମ୍ବର। ଏହି ଅବସରରେ ୟୁନିଟ୍ ମେମ୍ବରଙ୍କ ମଧ୍ୟରେ ସୋନୁ ବାଣ୍ଟିଛନ୍ତି ୧୦୦…
ଯୁବକରୁ ଟ୍ରାନ୍ସଓମ୍ୟାନ୍ ପାଲଟିଲେ ବଲିଉଡ୍ର ଏହି ଟପ୍ ଡିଜାଇନର: କହିଲେ ‘ମୁଁ ସ୍ବପ୍ନିଲ ନୁହେଁ ସାୟଶା’
ବମ୍ବେ: ବଲିଉଡ୍ର ନାମୀଦାମୀ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, କରିନା କପୁର ଖାନ୍, ଅନୁଷ୍କା ଶର୍ମା, ସନି ଲିଓନି, କଟ୍ରିନା କୈଫ, ଶ୍ରଦ୍ଧା କପୁରଙ୍କ ଡିଜାଇନର ସ୍ବପ୍ନିଲ ସିନ୍ଦେ ଏବେ ଟ୍ରାନ୍ସଓମ୍ୟାନ୍ ପାଲଟିଛନ୍ତି। ସେ ନିଜ ନାମକୁ ବଦଳାଇ ସାୟଶା ସିନ୍ଦେ କରିଛନ୍ତି।…
ଶାହିଦଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଅନନ୍ୟା !
ବମ୍ବେ: କଥାରେ ଅଛି ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ସେଭଳି କିଛି ଘଟିଛି ଚୁଲବୁଲି ଅନନ୍ୟା ପାଣ୍ଡେଙ୍କ କ୍ଷେତ୍ରରେ। ଏବେ ସେ ବଲିଉଡ୍ ଅଭିନେତା ଶାହିଦ କପୁରଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି । ଛୁଟି କଟାଇବା ହେଉ ଅଥବା କୌଣସି…
ଲଦାଖରୁ ଫେରି ଅମିତାଭ ଶେୟାର କଲେ ଫଟୋ, ଲେଖିଲେ ଏମିତି କିଛି…
ମୁମ୍ବାଇ: ଆଜିକାଲି ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ଅନେକ ସ୍ଥାନରେ ବର୍ଷା ହେତୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ନିକଟରେ ବିଗ୍ ବି ଅମିତାଭ ବଚ୍ଚନ ଲଦାଖ ଟ୍ରିପ୍ରୁ ଫେରିଛନ୍ତି। ଏହା ଖୁବ୍ କମ୍ଦିନର ଯାତ୍ରା ଥିଲା। ଏହି…

