ମନୋରଞ୍ଜନ

୫ ବର୍ଷ ପୂର୍ବେ ଏନ୍‌ଆର୍‌ଆଇଙ୍କ ସହ ନିର୍ବନ୍ଧ କରିଥିଲେ ଏହି ଅଭିନେତ୍ରୀ, ଏଥିପାଇଁ ଭାଙ୍ଗିଥିଲା ସମ୍ପର୍କ

ବମ୍ବେ: ଅଭିନେତ୍ରୀ ଶ୍ରର୍ଦ୍ଧା ଆର଼୍ୟା ଟେଲିପରଦାର ଜଣାଶୁଣା ନାମ। ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କି, ତୁମ୍‌ହାରୀ ପାଖି, ଡ୍ରିମ୍‌ ଗର୍ଲ’ ଭଳି ଅନେକ ଧାରାବାହିକରେ କାମ କରିଥିବା ଆର଼୍ୟା ଏବେ ‘କୁଣ୍ଡଲି ଭାଗ୍ୟ’ରେ ନଜର ଆସୁଛନ୍ତି। ନିଜର ପ୍ରିତା ଚରିତ୍ରକୁ…

ବିବାହର ୭ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବେ ଏହି ପ୍ରସିଦ୍ଧ ଅଭିନେତ୍ରୀ!

ଆମେରିକାର ଲୋକପ୍ରିୟ ସେଲିବ୍ରିଟି କିମ୍‌ କାରଦାଶିୟାନଙ୍କ ପ୍ରଶଂସକ ସମଗ୍ର ବିଶ୍ୱରେ ରହିଛନ୍ତି। ବର୍ତ୍ତମାନ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ କିମ୍‌ ଏବଂ ତାଙ୍କ ସ୍ବାମୀ କାନେ ଓ୍ବେଷ୍ଟଙ୍କ ମଧ୍ୟରେ କିଛି ଠିକ୍‌ ଚାଲିନାହିଁ। ଏହି ଦମ୍ପତିଙ୍କ…

ଘରୁ ପଳାଇ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଫିଲ୍ମ ‘ଗୋଲମାଲ’(୧୯୭୯)ରେ ଉର୍ମି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ବିନ୍ଦିୟା ଗୋସ୍ବାମୀଙ୍କର ଆଜି ଅର୍ଥାତ୍‌ ଜାନୁଆରୀ ୬ ହେଉଛି ଜନ୍ମଦିନ। ସେ ନିଜଠାରୁ ୧୨ ବର୍ଷ ବଡ଼ ଜେପି ଦତ୍ତାଙ୍କ ସହ ଘରୁ ପଳାଇ ବିବାହ କରିଥିଲେ। ବିନ୍ଦିୟାଙ୍କ ପରିବାର…

ସଲମାନଙ୍କ ପାଇଁ ମା’ ହୋଇପାରିଥିଲେ ଏହି ଅଭିନେତ୍ରୀ

ଟିଭି ଏବଂ ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଅନ୍ୟତମ କଶ୍ମିରା ଶାହା। ନିକଟରେ ତାଙ୍କୁ ରିଆଲିଟି ଶୋ’‘ବିଗ୍‌ ବସ୍‌’ରେ ଦେଖିବାକୁ ମିଳିଥିଲା। କିନ୍ତୁ ବିଗ୍‌ ବସ୍‌ ଘରେ ତାଙ୍କର ଯାତ୍ରା ବେଶିଦିନ ତିଷ୍ଠି ନ ଥିଲା। ମାତ୍ର ବୋଲ୍ଡ ଫଟୋସୁଟ୍‌ ପାଇଁ ସେ…

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରେ ଶିଶୁ କଳାକାର ଭାବେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଅଭିନେତା ପରଜାନ ଦସ୍ତୁତ ପ୍ରେମିକା ଡେଲନା ଶ୍ରଫ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ପାର୍ସୀ ରୀତିନୀତିରେ ବିବାହ କରିଛନ୍ତି।…

ଦୀପିକା ପାଦୁକୋଣଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋଣ ମଙ୍ଗଳବାର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ୨୦୦୭ରେ କିଙ୍ଗ୍‌ ଖାନ ତଥା ଶାହାରୁଖ ଖାନଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିବା ଦୀପିକାଙ୍କୁ ବଲିଉଡ୍‌ରେ ବିତିଗଲାଣି ୧୩ ବର୍ଷ। ଆଉ ଏହା ମଧ୍ୟରେ ସେ ଫ୍ୟାନଙ୍କୁ…

ପ୍ରଥମ ଦେଖାରେ ସାୟାରାଙ୍କୁ ଭଲ ପାଇ ବସିଥିଲେ ଏ.ଆର୍‌.ରହମାନ୍‌…

ମୁମ୍ବାଇ,୬।୧: ସଙ୍ଗୀତକାର ଏ.ଆର୍‌.ରହମାନ୍‌ଙ୍କୁ ବୁଧବାର ୫୩ ବର୍ଷ ପୂରଣ ହୋଇଛି। ସେ ୫୪ରେ ପାଦ ଦେଇଛନ୍ତି। ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍‌. ଦିଲ୍ଲୀପ୍‌ କୁମାର ମୁଦଲିଆର ଥିଲା। ତାଙ୍କ ଭଉଣୀ ୧୯୮୬ରେ ଗୁରୁତର…

ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଏହି ଅଭିନେତାଙ୍କୁ ବିବାହ କରିବେ ରାକ୍ଷୀ !

ବମ୍ବେ: ବିବାହର କିଛି ବର୍ଷ ନ ଯାଉଣୁ ସ୍ବାମୀ ରିତେଶଙ୍କୁ ଛାଡ଼ପତ୍ର ମାଗିଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। କେବଳ ଏତିକି ନୁହେଁ ସେ ତାଙ୍କ ପାଇଁ ବରପାତ୍ର ମଧ୍ୟ ବାଛିଛନ୍ତି। ବିଗ୍‌ବସ୍‌ରେ ପ୍ରତିଯୋଗୀ ଥିବା ରାକ୍ଷୀ ଅଭିନେତା ଅଭିନବ ଶୁକ୍ଳାଙ୍କ…

ସ୍କୁଲ ଦିନର ବନ୍ଧୁଙ୍କ ହାତ ଧରିବା ପରେ ଅଭିନେତ୍ରୀରୁ ପାଲଟିଥିଲେ ଗୃହିଣୀ, କହିଲେ ‘ପରିବାର ଆଗ’

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଦର୍ଶକେ ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ରେ ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରିଥିଲେ। ୧୯୮୯ରେ ଫିଲ୍ମ ରିଲିଜ ହୋଇଥିବା ବେଳେ ୧୯୯୦ରେ ବିବାହ କରିନେଇଥିଲେ ଭାଗ୍ୟଶ୍ରୀ। ଏହାପରେ…

ସୋନୁଙ୍କୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ମୁମ୍ବାଇ: ଗତବର୍ଷ କରୋନା ଲକ୍‌ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ନୂଆ ଫିଲ୍ମ ଖୁବଶୀଘ୍ର ପରଦାକୁ ଆସିବ । ସୋନୁଙ୍କ ଏହି ନୂଆ ପ୍ରୋଜେକ୍ଟ ବିଷୟରେ ମହାନାୟକ ଅମିତାଭ ବଚ୍ଚନ ଜଣାଇଛନ୍ତି । ଅମିତାଭ…

ପ୍ରଶଂସକଙ୍କୁ ଖୁସି ଖବର ଦେଲେ କମେଡିଆନ୍‌ କପିଲ ଶର୍ମା

ବମ୍ବେ: ପ୍ରଶଂସକଙ୍କୁ ‘ଗୁଡ୍‌ ନ୍ୟୁଜ୍‌’ ଦେଲେ କମେଡିଆନ୍‌ କପିଲ ଶର୍ମା। ଯଦି ଭାବୁଛନ୍ତି ଆଉ ଏକ ନୂଆ ଅତିଥି ତାଙ୍କ ଘରକୁ ଆସୁଛି ବୋଧହୁଏ, ତେବେ ନା। ଏହି ଖୁସି ଖବର ବ୍ୟକ୍ତିଗତ ନୁହେଁ ବରଂ କର୍ମଜୀବନ ସହ ଜଡ଼ିତ। ଟେଲି…

ହଜାରେରୁ ଊର୍ଦ୍ଧ୍ୱ ଶିଶୁଙ୍କ ମଧ୍ୟରୁ ବଛା ହୋଇଛନ୍ତି ଅହିଲ୍ୟା

ମୁମ୍ବାଇ: ପରିୟଡ ଡ୍ରାମା ‘ପୂଣ୍ଣ୍ୟଶ୍ଳୋକ ଅହିଲ୍ୟାବାଇ’ ଜାନୁୟାରୀ ୪ ଅର୍ଥାତ୍ ମଙ୍ଗଳବାରଠାରୁ ଟେଲିଭିଜନରେ ପ୍ରସାରଣ ହେବାକୁ ଯାଉଛି । ଏହି ଧାରାବାହିକରେ ଅଦିତି ଜଲତରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଅହିଲ୍ୟାବାଇ ଭୂମିକାରେ ଦେଖିବାକୁ ମିଳିବ ଅଦିତିଙ୍କୁ । ପାଖାପାଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?