ଲଣ୍ଡନରେ ନିୟମ ଭାଙ୍ଗିଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ଏବଂ ହଲିଉଡ୍‌ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଲକ୍‌ଡାଉନ୍‌ ପାଇଁ ଲଣ୍ଡନରେ ଫସିଯାଇଛନ୍ତି। ତେବେ ପ୍ରିୟଙ୍କା ଲଣ୍ଡନରେ ଲକ୍‌ଡାଉନ୍‌ ନିୟମ ଭାଙ୍ଗି ସେଲୁନ୍‌ ଯାଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ମା’ ମଧୁ ଚୋପ୍ରା ଏବଂ ତାଙ୍କର କୁକୁର ସାଥିଲେ ଥିଲେ। ଲଣ୍ଡନରେ ଫେବୃୟାରୀ ମଧ୍ୟଭାଗ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି କରାଯାଇଛି।
ରିପୋର୍ଟ ଅନୁଯାୟୀ, ପ୍ରିୟଙ୍କା ବୁଧବାର ସନ୍ଧ୍ୟାରେ ସେଲିବ୍ରିଟି ଷ୍ଟାଇଲିଷ୍ଟ ଜୋଶ ଉଡ୍‌ଙ୍କ ସେଲୁନରେ ପହଞ୍ଚିଥିଲେ। ଉକ୍ତ ସମୟରେ ଜୋଶ୍‌ ମଧ୍ୟ ସେଲୁନରେ ଉପସ୍ଥିତ ଥିଲେ। ଏହା ଜଣାପଡ଼ିବା ପରେ ପୋଲିସ ସେଲୁନରେ ପହଞ୍ଚି ପ୍ରିୟଙ୍କା ଏବଂ ଜୋଶଙ୍କୁ ସ୍ମାରକପତ୍ର ଦେଇଥିଲେ। ତେବେ ନିୟମ ଉଲ୍ଲଂଘନ ନେଇ ଉଭୟଙ୍କ ଉପରେ କୌଣସି ଦଣ୍ଡବିଧାନ କରାଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ କୋଟି ଟଙ୍କାର ହେଲିକପ୍ଟର କିଣିଲେ ସନା

ମୁମ୍ବାଇ: ଅଭିନେତ୍ରୀ ସନା ଖାଁ ନିଜ ପର୍ସନାଲ ଲାଇଫକୁ ନେଇ ଏବେ ରହୁଛନ୍ତି ଚର୍ଚ୍ଚାରେ । ନିକଟରେ ସେ ୮ କୋଟି ଟଙ୍କା ମୂଲ୍ୟର ଏକ...

ଜନ୍ମଦିନରେ ମାନୁଷିଙ୍କ ପାଇଁ ବିଶେଷ ଉପହାର ପଠାଇଲେ ପୃଥ୍ୱିରାଜର ନିର୍ମାତା-ନିର୍ଦ୍ଦେଶକ

ମୁମ୍ବାଇ: ୟଶରାଜ ଫିଲ୍ମସର ଆଗାମୀ ଫିଲ୍ମ ‘ପୃଥ୍ୱିରାଜ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ସଂୟୋଗିତା ଭୂମିକାରେ ନଜର ଆସିବେ ପୂର୍ବତନ ବିଶ୍ୱ...

ହସ୍ପିଟାଲରୁ ଜୀବନର ମନ୍ତ୍ର ପଢାଇଲେ ଅମିତାଭ ବଚ୍ଚନ, ଏମିତି ଲୋକଙ୍କଠାରୁ ଦୂରେଇ ରୁହନ୍ତୁ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହୋଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ...

ପୁଣି ଏକାଠି ନଜର ଆସିବେ ଏହି ଯୋଡି

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ଦର୍ଶକ ଏକାଠି ଦେଖିବାକୁ ପାଇବେ। ଖୁବ୍‌ ଶୀଘ୍ର ସେମାନେ ଫିଲ୍ମ‘ବଣ୍ଟି...

‘ବିବାହ ଉପରୁ ଭରସା ତୁଟି ଗଲାଣି’

ଟିଭି ଶୋ’ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍‌ ଅଭିନେତା କରଣ ମେହେରା ଏବଂ ତାଙ୍କ ସ୍ତ୍ରୀ ନିଶା ରାୱଲଙ୍କ ବୈବାହିକ ଜୀବନରେ ସଙ୍କଟ...

କେନିଆରେ ଛୁଟି ମନାଉଛନ୍ତି ଆଲିଆ-ରଣବୀର

ଆଲିଆ ଭଟ୍ଟ- ରଣବୀର କପୁରଙ୍କ ରିଲେସନ୍‌ଶିପ୍‌କୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଏବେ ଏହି ଦୁଇଜଣ କେନିଆରେ ଛୁଟି ମନାଉଛନ୍ତି। ଏହି ସମୟର କିଛି...

ଗର୍ଲଫ୍ରେଣ୍ଡକୁ ଧରି ଘରକୁ ଫେରିବା ବେଳେ ରୁମ୍‌ରେ ବସିଥିଲେ ଏକ୍ସ, ପରେ ଏମିତି କଲେ ଏହି ଅଭିନେତା

ବଲିଉଡରେ ଜଣେ ଶକ୍ତିଶାଳୀ ଅଭିନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଡାନି ଡେନଜୋନଗାପା। ଡାନି ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ହେଲେ ସେ...

ଫିଲ୍ମରେ ରୋମାଣ୍ଟିକ୍‌ ଦୃଶ୍ୟ କାହିଁକି କରନ୍ତି ନାହିଁ ଦବଙ୍ଗ ଖାନ୍‌? ପୂର୍ବ ପ୍ରେମିକା ଦେଲେ ଏଭଳି ଜବାବ

ବମ୍ବେ: ବଲିଉଡ୍‌ର ସଫଳ ଏବଂ ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରୁ ଜଣେ ହେଲେ ସଲମାନ୍‌ ଖାନ୍‌। ୧୯୮୮ରେ ଫିଲ୍ମ ‘ବିବି ହୋ ତୋ ଏସି’ରୁ ସେ ନିଜର...

Advertisement
Archives

Model This Week