‘କୌନ ବନେଗା କରୋଡ଼ପତି’ ଶୋ ଜିତି ମଧ୍ୟ କେବଳ ମୋବାଇଲ କିଣିବାକୁ ଚାହିଁଲେ ବବିତା, କାରଣ ଜାଣି ଅମିତାଭ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଟେଲି ଦୁନିଆର ଲୋକପ୍ରିୟ କୁଇଜ୍‌ ଶୋ’ ‘କୌନ ବନେଗା କରୋଡ଼ପତି’ରେ ଦ୍ୱିତୀୟ କୋଟିପତି ହୋଇଛନ୍ତି ବବିତା ତଡେ। ଏହା ପୂର୍ବରୁ ବିହାରର ସନୋଜ ରାଜ ୧ କୋଟି ଟଙ୍କା ଜିତିଥିଲେ। ବବିତା ଏହି ଶୋ’ରେ କୋଟିପତି ହୋଇ ମଧ୍ୟ କେବଳ ମୋବାଇଲ କିଣିବାକୁ ଚାହିଁଛନ୍ତି। ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅମିତାଭ ବଚ୍ଚନ। ବବିତା ମହାରାଷ୍ଟ୍ରର ଏକ ସ୍କୁଲରେ ମଧ୍ୟାହ୍ନଭୋଜନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରତିଦିନ ବବିତା ୪୫୦ ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ ରୋଷେଇ କରନ୍ତି। ସେ ମାସକୁ ମାତ୍ର ୧୫୦୦ ଟଙ୍କା ରୋଜଗାର କରନ୍ତି। ସେ କହିଛନ୍ତି, ତାଙ୍କ କାର୍ଯ୍ୟରେ ସେ ବହୁତ ଖୁସି ଅଛନ୍ତି। ପିଲାମାନେ ସେମାନଙ୍କୁ ସ୍ନେହପୂର୍ଣ୍ଣ ଭାବରେ କାକୁ ଡାକନ୍ତି, ଯାହାର ଅର୍ଥ ମାଉସୀ।
ଶୋ’ରେ ଅମିତାଭଙ୍କ ସହ କଥାବାର୍ତ୍ତା କରି ବବିତା କହିଥିଲେ, କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ। ଶୋ’ ଜିତିବା ପରେ ଅମିତାଭ ଟଙ୍କା ନେବା ପରେ କ’ଣ କରିବାକୁ ଚାହାନ୍ତି ବୋଲି ପଚାରିଥିଲେ। ସେତେବେଳେ ତାଙ୍କର ସରଳ ଉତ୍ତର ଥିଲା ନିଜ ପାଇଁ ଏକ ମୋବାଇଲ କିଣିବେ। ଅମିତାଭ କହିଥିଲେ ଏଠାକୁ ଯେଉଁମାନେ ଆସନ୍ତି ସେମାନେ ଶୋ’ ଜିତିବା ପରେ ଘର କିଣିବାକୁ ଚାହାନ୍ତି, କିଏ କରଜ ପରିଶୋଧ କରିବାକୁ ତ କିଏ ଅଲଗା କୌଣସି କାମରେ ଲଗାଇବାକୁ ଚାହାନ୍ତି। କିନ୍ତୁ ଆପଣ କେବଳ ମୋଇବାଲ କିଣିବାକୁ ଚାହୁଁଛନ୍ତି ଯାହା ଆଶ୍ଚର୍ଯ୍ୟ କରୁଛି।
ବବିତା କହିଛନ୍ତି, ମୋର ମୋବାଇଲ ନାହିଁ ମୋତେ ନେବାକୁ ପଡ଼ିବ। ସେ କହିଛନ୍ତି, ତାଙ୍କ ଘରେ ଗୋଟିଏ ଫୋନ୍‌ ଅଛି ଯାହାକୁ ସମସ୍ତେ ବ୍ୟବହାର କରୁଛନ୍ତି। ତେଣୁ ନିହାତି ମୋବାଇଲଟିଏ କିଣିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

ନଭେମ୍ବର ୨ରେ ଗଜକେଶରୀ ଯୋଗ: ବଢିବ ୪ ରାଶିର ଧନ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ, ୨୫।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ…

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?