ସୋନାଲି ଶେୟାର କଲେ ଥ୍ରୋବ୍ୟାକ୍‌ ଫଟୋ: ଏମିତି ପ୍ରତିକ୍ରିୟା ରଖିଲେ ଆୟୁଷ୍ମାନଙ୍କ ସ୍ତ୍ରୀ

ବଲିଉଡ୍‌ ଫିଲ୍ମ ହମ୍‌ ସାଥ୍‌ ସାଥ୍‌ ହୈ, ଦିଲଜଲେ, ସରଫରୋଶ, ଡୁପ୍ଲିକେଟ ଆଦିରେ କାମ କରିସାରିଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ପ୍ରଶଂସକଙ୍କ ସହ ସବୁବେଳେ ନିଜର ପୁରୁଣା ସ୍ମୃତି ବାଣ୍ଟିଥାନ୍ତି। ନିକଟରେ ସେ ନିଜର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଥ୍ରୋ ବ୍ୟାକ୍‌ ଫଟୋରେ ସୋନାଲି କମଳା ରଙ୍ଗର ଏକ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳୁଛି। ଫଟୋରେ ତାଙ୍କର ହସ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଛି।
ଏହି ଫଟୋକୁ ଶେୟାର କରି ସୋନିଲି ଏକ ହାର୍ଟ ଇମୋଜି ଦେଇଥିଲେ। ଫଟୋ ଶେୟାର ହେବାର ମାତ୍ର ଅଳ୍ପ ସମୟ ମଧ୍ୟରେ ୧ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଶଂସକ ଏଥିରେ ଲାଇକ୍‌ ଏବଂ କମେଣ୍ଟ କରିସାରିଛନ୍ତି। ଏହି ଫଟୋରେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତାହିରା କଶ୍ୟପ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କମେଣ୍ଟ ବକ୍ସରେ ଲେଖିଛନ୍ତି, ବହୁତ ସୁନ୍ଦର, କ୍ରସ୍‌। ଏହି କମେଣ୍ଟ ସାଙ୍ଗକୁ ତାହିରା ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟା ଭାବି ଏହି ଯୁବତୀଙ୍କ ଲୁକ୍‌ରେ ହଜିଯାଆନ୍ତି ଦର୍ଶକ

ମୁମ୍ବାଇ: ଆଜିର ସମୟରେ ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମରେ ପରିଣତ ହୋଇଛି, ଯେଉଁଠାରେ ଅନେକ କିଛି ଭାଇରାଲ ହୋଇଥାଏ। ଏପରିକି ବଲିଉଡ୍‌ ଷ୍ଟାରଙ୍କ ପରି...

ଏହି ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ ଶ୍ରୀଦେବୀ, ଐଶ୍ୱର୍ଯ୍ୟା

ବଲିଉଡ୍‌ର ଆକ୍ସନ ହିରୋଙ୍କ ମଧ୍ୟରେ ଅନ୍ୟତମ ସନି ଦେଓଲ। ସନ୍ନିଙ୍କୁ ତାଙ୍କ ସମୟର ସବୁଠାରୁ ସଫଳ ଏବଂ ହିଟ୍‌ ହିରୋଙ୍କ ତାଲିକାରେ ଗଣନା କରାଯାଏ। ସେ...

କ୍ଷମା ମାଗିଲେ ବିଗ୍‌ ବି

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବିଗ ବି ପ୍ରାୟତଃ ପ୍ରଶଂସକଙ୍କ ସହିତ ତାଙ୍କ ଜୀବନ ସହିତ ଜଡିତ ଅନେକ ପ୍ରସଙ୍ଗ...

ଦର୍ଶକଙ୍କୁ ଝଟ୍‌କା: ଚେନ୍ନାଇରେ ରିଲିଜ୍‌ ହେଲାନି ‘ଅବତାରଦ ଓ୍ବେ ଅଫ୍‌ ଓ୍ବାଟର’

ଚେନ୍ନାଇ,୧୬।୧୨: ବିଶ୍ୱବ୍ୟାପି ଯେଉଁ ଫିଲ୍ମକୁ ବହୁ ଉତ୍ସାହର ସହ ଦର୍ଶକ ଅପେକ୍ଷା କରି ରହିଥିଲେ ଶେଷରେ ଶୁକ୍ରବାର ହଲ୍‌ରେ ଏହା ରିଲିଜ୍‌ ହୋଇଛି। ‘ଅବତାର: ଦ...

‘ସ୍ମାର୍ଟ ଯୋଡି’ ଶୋ’ର ଓ୍ବିନର ହେଲେ ଏହି ଯୋଡ଼ି

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ବିବାହ ପରେ ଅନେକ ରିଆଲିଟି ଶୋ’ରେ ନଜର ଆସନ୍ତି। ନିକଟରେ ‘ସ୍ମାର୍ଟ ଯୋଡି’ ଶୋ’ରେ ଏହି ଦମ୍ପତ୍ତଙ୍କର...

ପ୍ରୋଫାଇଲ ଫଟୋ ବଦଳାଇଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନରେ ହୋଇସାରିବା ପରେ ଦୁହେଁ ମୁମ୍ବାଇ ଫେରି ଆସିଛନ୍ତି। ଉଭୟ ମିଡିଆ ସାମ୍ନାରେ ପ୍ରଥମ...

ଏହି ଅଭିନେତ୍ରୀଙ୍କ ସହ ବଳାତ୍କାର ସିନ୍‌ ଶୁଟିଂ କରିବାକୁ ସିଧାସିଧା ମନା କରିଦେଇଥିଲେ ଖଳନାୟକ, କାରଣ ଜାଣିଲେ

୮୦ ଦଶକରେ ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରୁଥିଲେ। ସେହି ସମୟରେ ଏପରି ଅନେକ ଫିଲ୍ମ ଥିଲା ଯେଉଁଥିରେ ଅଭିନେତା ନୁହନ୍ତି ବରଂ ଅଭିନେତ୍ରୀ ଲିଡ୍‌...

ରାତିରେ ଶୋଇବା ପୂର୍ବରୁ କ୍ଷମା ମାଗନ୍ତି ଅଭିଷେକ,କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରେ ଏକ ଲୋକପ୍ରିୟ ଚର୍ଚ୍ଚିତ ଯୋଡି ହେଉଛି ଅଭିଷେକ ବଚ୍ଚନ ଏବଂ ଐଶର୍ଯ୍ୟା ରାୟଙ୍କ ଯୋଡି । ଅଭିନୟ...

Advertisement
Archives

Model This Week