ମନୋରଞ୍ଜନ

ଶ୍ରଦ୍ଧା କପୁରଙ୍କ ସହିତ ଫରହାନଙ୍କ ସମ୍ପର୍କ ନେଇ ହୋଇଥିଲା ଚର୍ଚ୍ଚା…

ମୁମ୍ବାଇ,୯।୧: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ଫରହାନ ଅଖତରଙ୍କୁ ଶନିବାର ୪୬ ପୂରଣ ହୋଇଛି। ୧୯୭୪ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସେ ଅଧାରୁ ପାଠ ଛାଡି ରିତେଶ ସିଧ୍ୟଓ୍ବାନୀଙ୍କ ସହିତ ମିଶି ଏକ ପ୍ରଡକସନ୍‌ ହାଉସ୍‌ ୧୭…

‘ମୁନ୍ନୀ ବଦନାମ୍‌ ହୁଇ…’ ଫରହା ଖାଁଙ୍କ ପାଇଁ ଆଣିଥିଲା ଖ୍ୟାତି

ମୁମ୍ବାଇ,୯।୧: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁଙ୍କୁ ଶନିବାର ୫୫ ବର୍ଷ ପୂରଣ ହୋଇଛି। ସେ ୫୬ ବର୍ଷରେ ପାଦ ଦେଇଛନ୍ତି। ୧୯୬୫ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଶିଲା କି ଜବାନୀ, ମୁନ୍ନୀ ବଦନାମ୍‌ ହୁଇ ଭଳି ଗୀତରେ…

ଆଜି ବି ବସ୍‌ ଚଲାଉଛନ୍ତି ଏହି ପ୍ରସିଦ୍ଧ କଳାକାରଙ୍କ ବାପା: କୁହନ୍ତି ଏପରି

ପରଦାରେ କେଜିଏଫ୍‌ ରିଲିଜ ହେବାପରେ ଫିଲ୍ମର କାହାଣୀ ଏବଂ ଆକ୍ସନ ଲୋକମାନଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଥିଲା। ବିଶେଷଭାବେ ଲୋକଙ୍କ ଧ୍ୟାନ ଏହି ଚଳଚ୍ଚିତ୍ରର ହିରୋଙ୍କ ଉପରେ ଥିଲା। ଏହି ନାୟକଜଣଙ୍କ ହେଉଛନ୍ତି ରକ୍‌ ଷ୍ଟାର୍‌ ୟଶ ଜେ। ଆଜି…

କେବଳ ଗ୍ରୀନ୍‌ କାର୍ଡ ପାଇଁ ବିଦେଶୀ ମହିଳାଙ୍କୁ ବିବାହ କରି ଛାଡ଼ିଦେଲେ ଏହି ଅଭିନେତା !

ବମ୍ବେ: ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗୀ କେ’ରେ ନାୟକ ଭୂମିକାରେ ନଜର ଆସିଥିଲେ ଅଭିନେତା ସିଜେନ୍‌ ଖାନ୍‌। ଶ୍ୱେତା ତିଓ୍ବାରୀଙ୍କ ସହ ତାଙ୍କର ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏବେ କିନ୍ତୁ ସେ ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇଥିବା ବେଳେ…

ବିଗ୍‌ ବିଙ୍କ ସହ କେବେ ବି କାମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ, କାରଣ ଜାଣିଲେ..

ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍‌ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମରେ ବି କାମ କରିନାହିନ୍ତି। ସେ ହେଲେ ମାଧୁରୀ ଦିକ୍ଷୀତ। ଆଶ୍ଚର୍ଯ୍ୟ…

ଦୁଇଥର ଛାଡପତ୍ର ପାଇବା ପରେ ୧୮ ବର୍ଷ ସାନ ରୁଷୀୟ ମଡେଲଙ୍କ ହାତ ଧରିଛନ୍ତି ଏହି ସେଲିବ୍ରିଟି; ବିବାହ ପରେ..

ବମ୍ବେ: ବିଗ୍‌ବସ୍‌ ୧୪ରେ ପ୍ରତିଯୋଗୀ ଭାବେ ସାମିଲ ହେବାପରେ ଚର୍ଚ୍ଚାରେ ରାହୁଲ ମହାଜନ। ପୂର୍ବରୁ ୨୦୦୮ରେ ସମାନ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେତେବେଳେ ଅନ୍ୟ ପ୍ରତିଯୋଗୀ ପାୟଲ ରୋହତଗୀଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ ସେ। କିଛି ଦିନ ଏହା…

ବଲିଉଡ୍‌ରେ ଡେବ୍ୟୁ ପାଇଁ ସଜ ହେଲେଣି କପୁର ଲଳନା

ମୁମ୍ବାଇ: ସଞ୍ଜୟ କପୁରଙ୍କ ଝିଅ ଶାନୟା କପୁର ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ତାଙ୍କର ଫଟୋଶୁଟ୍‌କୁ ଦେଖିଲେ ଏହା ପ୍ରମାଣିତ ହେଉଛି ଯେ, ଶାନୟା ଶୀଘ୍ର ଭଉଣୀ ସୋନମ ଏବଂ ଜାହ୍ନବୀଙ୍କ ସହ ଯୋଗଦେବାକୁ ଯାଉଛନ୍ତି। ଶାନୟାଙ୍କ ନୂଆ ଫଟୋ…

ଭାଇରାଲ ହେଉଛି ସୋନାଲଙ୍କ ବିକିନି ପିକ୍‌

ମୁମ୍ବାଇ: ଏବେ ଦେଖାଯାଇଛି ବଲିଉଡ୍ ନାୟିକାମାନେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଅଧିକ ସମୟ ଯୋଡି ହୋଇ ରହୁଛନ୍ତି । ନିଜର ଗ୍ଲାମରସ୍ ଫଟୋ ଶେୟାର କରି ପ୍ରଶଂସକଙ୍କ ଦିଲ୍ ଖୁସ୍ କରି ଦେଉଛନ୍ତି । ଏବେ କେତେଜଣ ନାୟିକାଙ୍କ…

ମାର୍କେଟ ନେଉଛି ‘ଗର୍ଲଫ୍ରେଣ୍ଡ୍‌’

ହରିୟାଣାର ପ୍ରସିଦ୍ଧ ଗାୟକ ଅରବିନ୍ଦ ଜାଙ୍ଗିଡଙ୍କ ଏକ ନୂଆ ଗୀତକୁ ଏବେ ବହୁତ ପସନ୍ଦ କରାଯାଉଛି। ଏହି ଗୀତର ଟାଇଟଲ ହେଉଛି ‘ଗର୍ଲଫ୍ରେଣ୍ଡ’। ଅରବିନ୍ଦଙ୍କ ଦ୍ୱାରା ଗାନ କରାଯାଇଥିବା ଏହି ଗୀତ ରିଲିଜ୍‌ ହେବା ପରେ ତୀବ୍ର ବେଗରେ ଭାଇରାଲ ହେଉଛି।…

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି

ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା ଉପରେ ଫିଲ୍ମର କାହାଣୀ ଗତିଶୀଳ ହେଉଥିଲା। ବାସ୍ତବ ଜୀବନରେ ମହିଳାମାନେ ସହୁଥିବା ଅନ୍ୟାୟକୁ ବଡ଼…

ଲୁଚିଛପି ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କୟାଲ ଆନନ୍ଦୀ। ପ୍ରଥମ ଫିଲ୍ମରୁ ସେ ଦର୍ଶକଙ୍କ ହୃଦୟ ଜିତିପରିଛନ୍ତି। ତେବେ ଏହି ଅଭିନେତ୍ରୀ ନୂଆ ବର୍ଷରେ ପ୍ରଶଂସକଙ୍କୁ ଏକ ବଡ଼ ସରପ୍ରାଇଜ୍‌ ଦେଇଛନ୍ତି। ସେ ଜାନୁଆରୀ ୭ରେ ଲୁଚିଛପି ବିବାହ…

‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ର ଟ୍ରେଲର୍‌କୁ ନେଇ ହଙ୍ଗାମା

ବଲିଉଡ୍‌ ଅଭିନେତ୍ରୀ ରିଚା ଚଢାଙ୍କ ଆଗାମୀ ଫିଲ୍ମ ‘ମ୍ୟାଡାମ୍‌ ଚିଫ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ ହୋଇଛି। ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ରିଚାଙ୍କ ଅଭିନୟଠାରୁ ଆରମ୍ଭ କରି ଫିଲ୍ମର କାହାଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗ ଉପରେ ଅନେକ ଆଲୋଚନା ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?