ମନୋରଞ୍ଜନ

୧୧ ସନ୍ତାନର ମା’ ହେବାକୁ ଚାହୁଁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ପ୍ରିୟଙ୍କା ନିଜ ହୃଦୟ କଥା କହିବାକୁ ଦ୍ୱିଧା କରନ୍ତି ନାହିଁ । ସେ ଯାହା ହେଉନା କାହିଁକି, ସେ ଖୋଲାଖୋଲି…

ରିଲିଜ୍ ହେଲା ‘ଦ ପାୱାର’ର ଟ୍ରେଲର

ମୁମ୍ବାଇ: ଆଜିକାଲି ବଲିଉଡ୍‌ର କିଛି ବଡ ବଡ ଫିଲ୍ମକୁ ନେଇ ଚର୍ଚ୍ଚା ଯୋର ଧରିଛି । କିଛିର ଶୁଟିଂ ଜାରି ରହିଛି ତ ଆଉ କିଛି ରିଲିଜ୍ ଅପେକ୍ଷାରେ ରହିଛି । ଇତିମଧ୍ୟରେ ଜଣାଶୁଣା ଅଭିନେତା ବିଦ୍ୟୁତ ଜାମୱାଲା ଓ ଶ୍ରୁତି…

ଭାଇରାଲ ହେଉଛି ଜାହ୍ନବୀଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍ ଡିଭା ତଥା ହିନ୍ଦୀ ଫିଲ୍ମର ପ୍ରଥମ ନାୟିକା ସୁପରଷ୍ଟାର କୁହାଯାଉଥିବା ଶ୍ରୀଦେବୀ ଆମ ଗହଣରେ ନାହାନ୍ତି ସତ । ହେଲେ ତଙ୍କ ଅଭିନୟ ଓ ଡ୍ୟାନ୍ସ ଆଜିବି ଜୀବିତ ହୋଇ ରହିଛି ଦର୍ଶକଙ୍କ ହୃଦୟରେ । ଆଉ ଏବେ…

ମା’ ହେବା ପୂର୍ବରୁ ସ୍ବାମୀଙ୍କ ଆଗରେ ଏମିତି ସର୍ତ୍ତ ରଖିଥିଲେ ଅନୁଷ୍କା

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ଖୁସି ଖବର ଦେଇଛନ୍ତି। ସେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏକ ଝିଅ ଜନ୍ମ ଦେଇଛନ୍ତି। ଅଧିନାୟକ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି।…

ଡ୍ରଗ୍ସ କାରବାରରେ ବିବେକ ଓବରୟଙ୍କ ଶଳା ଗିରଫ

ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଶଳା ଆଦିତ୍ୟ ଅଲ୍‌ଭାଙ୍କୁ ସ୍ୟାଣ୍ଡେଲଓଡ୍‌ ଡ୍ରଗ୍ସ ମାମଲାରେ ବାଙ୍ଗାଲୋର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏହି ଅବସରରେ ଅଭିନେତା ବିବେକଙ୍କ ଘରର ଛାନଭିନ୍‌ ମଧ୍ୟ କରିଥିଲା। ଆଦିତ୍ୟ ହେଉଛନ୍ତି କର୍ଣ୍ଣାଟକ ସରକାରର ମନ୍ତ୍ରୀ ଜିବରାଜ…

ବେଷ୍ଟଫ୍ରେଣ୍ଡ୍‌ ହୋଇପାରନ୍ତି ଧୋନୀ-କୋହଲିଙ୍କ ଝିଅ

ପୁରୁଣା ବନ୍ଧୁ ଏବଂ ସମ୍ପର୍କ କେବେବି ଭୁଲିହୁଏ ନାହିଁ। ଏମିତି ସମ୍ପର୍କ ଭାରତର ଏବେକାର ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀଙ୍କ ମଧ୍ୟରେ ରହିଛି। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବ ଯେ, କୋହଲିଙ୍କ ସ୍ତ୍ରୀ…

ଶାହରୁଖଙ୍କ ଘର ଆଗରେ ଧାରଣାରେ ବସିଲେ ଏହି ଯୁବକ

୨୦୦୭ରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ ନିଜେ କହିଥିଲେ, ‘ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ ତୁମକୁ ଏକାଠି କରିବା ପାଇଁ କେହି ରୋଗିପାରିବେ ନାହିଁ’। ଶାହରୁଖ ଫିଲ୍ମରେ ଏକଥା କହିଥିଲେ। କିନ୍ତୁ ତାଙ୍କ…

ବିରାଟ-ଅନୁଷ୍କା ଝିଅର ନାମ କ’ଣ ରଖିଲେ ଜାଣନ୍ତୁ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଅନୁଷ୍କା ଏବଂ ଝିଅ ଉଭୟ ଭଲରେ ଥିବା ବିରାଟ କହିଛନ୍ତି।…

ସାମ୍ନାକୁ ଆସିଲା ବିରାଟ-ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ ଲେଖି ନିଜ ପ୍ରଶଂସକଙ୍କ ସହ…

ରାଖୀ କାହିଁକି ହେଲେ ଭାବପ୍ରବଣ

ବର୍ତ୍ତମାନ ବିଗ୍‌ବସ୍‌ ସିଜନ୍‌ ୧୪ ଚାଲିଥିବା ବେଳେ ଅଭିନେତ୍ରୀ ରାଖୀ ସାୱନ୍ତ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛନ୍ତି। ବିଗତ ଶୋ’ର ନାମ ଥିଲା ପରିବାର ସପ୍ତାହ। ଏହି ସମୟ ମଧ୍ୟରେ ସମସ୍ତ ପ୍ରତିଯୋଗୀଙ୍କ ପରିବାର ସଦସ୍ୟ କିମ୍ବା ଘନିଷ୍ଠ ସମ୍ପର୍କୀୟ ସେମାନଙ୍କୁ…

ପିତା ହେଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ ଲେଖି ନିଜ ପ୍ରଶଂସକଙ୍କ…

ଶୁଟିଂ ଆରମ୍ଭ କଲେ ଜାହ୍ନବୀ

ମୁମ୍ବାଇ: ୨୦୧୮ରେ ରିଲିଜ୍ ହୋଇଥିବା ‘ଧଡକ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ବଲିଉଡ୍‌ର ଜଣେ ପରିଚିତ ଚେହେରା । ଗତବର୍ଷ ନେଟପ୍ଲିକ୍ସରେ ରିଲିଜ୍ ହୋଇଥିବା ତାଙ୍କ ଫିଲ୍ମ ‘ଗୁଞ୍ଜନ ସାକ୍ସେନା: ଦ କାରଗିଲ ଗର୍ଲ’ ହିଟ୍ ସାବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?