ଡ୍ରଗ୍ସ କାରବାରରେ ବିବେକ ଓବରୟଙ୍କ ଶଳା ଗିରଫ

ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଶଳା ଆଦିତ୍ୟ ଅଲ୍‌ଭାଙ୍କୁ ସ୍ୟାଣ୍ଡେଲଓଡ୍‌ ଡ୍ରଗ୍ସ ମାମଲାରେ ବାଙ୍ଗାଲୋର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଏହି ଅବସରରେ ଅଭିନେତା ବିବେକଙ୍କ ଘରର ଛାନଭିନ୍‌ ମଧ୍ୟ କରିଥିଲା। ଆଦିତ୍ୟ ହେଉଛନ୍ତି କର୍ଣ୍ଣାଟକ ସରକାରର ମନ୍ତ୍ରୀ ଜିବରାଜ ଅଲଭାଙ୍କ ପୁଅ।
ଆଦିତ୍ୟଙ୍କ ବିରୋଧରେ ସେପ୍ଟେମ୍ବର ୪ରେ ପଣ୍ଟପେଟ ପୋଲିସ ଥାନାରେ ମାମଲା ରୁଜୁ ହୋଇଥିଲା। କନ୍ନଡ ଅଭିନେତ୍ରୀ ଡ୍ରଗ୍ସ ମାମଲାରେ ୧୨ ଲୋକଙ୍କ ନାମରେ ତାଙ୍କ ନାମ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ କ୍ୟାଟ୍ରିନାଙ୍କ ଘରେ ନଜର ଆସିଲେ ଭିକ୍କି: ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବେଶ୍ କିଛି ସମୟ ହେବ ଭିକ୍କି କୌଶଳ ଓ କ୍ୟାଟ୍ରିନା କୈଫଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଚାଲିଛି । ଏମାନେ ପରସ୍ପରକୁ ଡେଟ୍...

୪୫ ବର୍ଷରେ ଅକ୍ଷୟ ଖାନ୍ନା: ଚାହୁଁଥିଲେ କରିଶ୍ମା କପୁରଙ୍କୁ ବିବାହ କରିବାକୁ;ବାଧା ଦେଇଥିଲେ ବବିତା

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ଅକ୍ଷୟ ଖାନ୍ନା ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା...

ଶୁଟିଂ ସେଟ୍‌କୁ ଫେରିଲେ ଆମିର

ଅଙ୍କାରା,୧୦।୮: ସାରା ବିଶ୍ୱରେ ଘରେ ଘରେ ଏବେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ପ୍ରାୟ ସାରା ବିଶ୍ୱରେ ଲକ୍‌ଡାଉନ ଘୋଷଣା କରାଯାଇଥିବା...

ଫିଟ୍‌ନେସ ପାଇଁ ୨୩ ଘଣ୍ଟା ଉପାସରେ ରହିଲେ ହ୍ରିତିକ

ସାରାଦେଶରେ ଜାରି ରହିଛି ଲକଡାଉନ। ସାଧାରଣ ଲୋକଙ୍କ ପରି ବଲିଉଡ କଳାକାରମାନେ ମଧ୍ୟ ଲକଡାଉନରେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ଅଧିକାଂଶ କଳାକାର...

ବ ଲି ଉ ଡ୍‌ ହା ଲ ଚା ଲ

*ନୂଆ ସିନେମା ‘ସତ୍ତେ ପେ ସତ୍ତା’ରେ ଅନୁଷ୍କା ଶର୍ମା ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିବେ। *‘ବଣ୍ଟି ଔର ବବଲି’ ସିକୁଏଲ୍‌ କାଷ୍ଟିଂରୁ ଅଭିଷେକ ବଚ୍ଚନ...

ମୁମ୍ବାଇ ବସ୍ତିର ଝିଅ ମଲିଶା ରାତାରାତି ହେଲେ ପ୍ରସିଦ୍ଧ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ ବସ୍ତିରେ ରହୁଥିବା ଝିଅ ମଲିଶା ଖାରଓ୍ବା ଏବେ ଖୁବ୍‌ ଚର୍ଚ୍ଚାରେ। ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଫଲୋଅର୍ସଙ୍କ ତାଲିକା ମଧ୍ୟ କ୍ରମାଗତ ଭାବେ ବଢ଼ିଚାଲିଛି। ଏହାର କାରଣ...

ଥାନାରେ ପହଞ୍ଚିଲେ ସୁରଜ ପଞ୍ଚୋଲି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ସୁରଜ ପଞ୍ଚୋଲି। ଦିଶାଙ୍କ ମୃତ୍ୟୁ ପଛରେ...

ଟିକ୍‌ଟକ୍‌ରେ ଏହି ଅଭିନେତ୍ରୀଙ୍କ ଥିଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ, ବନ୍ଦ ହେବା ପରେ କହିଲେ ଏମିତି

ମୁମ୍ବାଇ: ସୀମାରେ ଭାରତ-ଚାଇନା ସଂଘର୍ଷ ପରେ କ୍ରମାଗତ ଭାବେ ତିକ୍ତତା ବଢ଼ିଚାଲିଛି। ଏହି ସଂଘର୍ଷରେ ଭାରତର ୨୦ ସୈନିକ ଶହୀଦ ହେବା ପରେ ଲୋକଙ୍କ ମଧ୍ୟରେ...

Play 250+ Trending Games
Archives

Model This Week

Why Dharitri