ମନୋରଞ୍ଜନ

ପିତାଙ୍କୁ ମିଛ କହିଥିଲେ ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ନୃତ୍ୟ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜାହ୍ନବୀ ପିତା ବୋନି କପୁରଙ୍କର ବହୁତ ନିକଟତର। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହା ସ୍ପଷ୍ଟ ବାରିହୋଇ ପଡେ। ଏକଦା ଜାହ୍ନବୀ…

ରିଲ୍‌ ଲାଇଫ୍‌ରେ ସଫଳ ରିୟଲ ଲାଇଫ୍‌ରେ ବିଫଳ ଭାନୁପ୍ରିୟା…

ମୁମ୍ବାଇ,୧୫।୧: ସାଉଥ୍‌ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟାଙ୍କୁ ଶୁକ୍ରବାର ୫୪ ବର୍ଷ ପୂରଣ ହୋଇଛି। ସେ ୫୫ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୬୭ ଜାନୁୟାରୀ ୧୫ରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର କୁରେକାନହାଲଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ପାଇଁ ସେ…

‘୩-ଜି’ର ୩୦ କିସିଂ ସିନ୍‌ ନୀତିନ୍‌ଙ୍କୁ ଦେଇଥିଲା ପରିଚିତି…

ମୁମ୍ବାଇ,୧୫।୧: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶଙ୍କୁ ଶୁକ୍ରବାର ୩୯ ବର୍ଷ ପୂରଣ ହୋଇଛି। ସେ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲ୍‌ଙ୍କ ସହିତ ସୋନମ୍‌ ଚୌହ୍ବାନଙ୍କର ପ୍ରେମ ସମ୍ପର୍କ ନେଇ…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଚପଲରେ ମାଡ଼ ମାରି ଘରୁ ବାହାର କରିଦେଇଥିଲେ ମା’

ସୁପରହିଟ୍‌ ଫିଲ୍ମ ‘କହୋ ନା ପ୍ୟାର ହୈ’ ରୁ ବଲିଉଡ୍‌ରେ ଡେବ୍ୟ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ଅଭିନେତ୍ରୀ ଅମିଷା ପଟେଲ। ମାତ୍ର ଏବେ ଅମିଷାଙ୍କ କ୍ୟାରିୟାର ଶେଷ ହୋଇଯାଇଥିବା ପରି ମନେ ହେଉଥିବା ବେଳେ ହ୍ରିତିକ୍‌ କିନ୍ତୁ ଷ୍ଟାର…

ଇଣ୍ଡିଆନ୍‌ ଆଇଡଲ୍‌ର ପ୍ରତିଯୋଗୀଙ୍କୁ ସୁନା ଚେନ୍‌ ଦେଲେ ବାପି ଲାହିରୀ , ଜାଣନ୍ତୁ କାହିଁକି…

ସିଙ୍ଗିଂ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ’ ର ୧୨ତମ ସିଜିନ୍‌ରେ ଖୁବ୍‌ ଶୀଘ୍ର କିଶୋର କୁମାରଙ୍କ ପୁଅ ଅମିତ କୁମାର ଏବଂ ବାପ୍ପି ଲାହିରୀଙ୍କୁ ଗେଷ୍ଟ ଜଜ୍‌ ରୂପେ ଦେଖିବାକୁ ମିଳିବ। ଏହି ଏପିସୋଡ଼ରେ ବାପ୍ପି ଏକ ସର୍ତ୍ତ ରଖିଛନ୍ତି। ତାଙ୍କ…

ଅମିତାଭଙ୍କ ଝିଅ ଶ୍ୱେତାଙ୍କୁ ପ୍ରତିବର୍ଷ ଚିଠି ଲେଖନ୍ତି ଆମିର ଖାନ୍‌

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ଏକ ଫିଲ୍ମ ପରିବାରରୁ ଆସିଛନ୍ତି। କିନ୍ତୁ ସେ ସଲମାନ୍‌ ଖାନ୍‌ ଏବଂ ଆମୀର ଖାନ୍‌ଙ୍କର ଜଣେ ବଡ଼ ପ୍ରଶଂସକ। ଏକଦା ସେ ଭାଇ ଅଭିଷେକ ବଚ୍ଚନଙ୍କ ସହ ’କଫି…

ପାର୍କରେ କଇଁଛ ସହ ରେସ୍‌ କଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଅଦା ଶର୍ମା। ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ନିୟମିତ ବ୍ୟବଧାନରେ ସେ ପ୍ରଶଂସକଙ୍କ ସହ ନିଜର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।…

ବିରାଟ-ଅନୁଷ୍କା ମା’ ବାପା ହେବାପରେ ଏହି ଲୋକଙ୍କୁ ଦେଲେ ଉପହାର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ବିରାଟ ଏହା ପ୍ରଶଂସକଙ୍କୁ ଜଣାଇଥିଲେ। ବ୍ୟକ୍ତିଗତ ଜୀବନରେ…

ବିବାହର ୬ ମାସ ପରେ ମା’ ହୋଇଥିଲେ ପାର୍ବତୀ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଶୋ’ ‘ଦେବୋ କେ ଦେବ ମହାଦେବ’ରେ ପାର୍ବତୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ବାନାର୍ଜୀ ଏବଂ ତାଙ୍କର ଅଭିନେତା ସ୍ବାମୀ କୁନାଲ ବର୍ମାଙ୍କ ଘରେ ଅକ୍ଟୋବର ୨୦୨୦ରେ ପୁଅ କୁଶିଭ ଜନ୍ମଗ୍ରହଣ କରିଥିଲେ। ଜନ୍ମ…

ଅଜୟ ଦେବଗନଙ୍କୁ ବିବାହ କରିବା ନିଷ୍ପତ୍ତିରେ ରାଗିଯାଇଥିଲେ କାଜୋଲଙ୍କ ପିତା

ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ କାଜୋଲ ପରଦାରେ ନିଜର ଦୃଢ ଅଭିନୟ ପାଇଁ ଜଣାଶୁଣା। କାଜୋଲ ପରଦାରେ ଗମ୍ଭୀର ଚରିତ୍ରରେ ନଜର ଆସନ୍ତି, କିନ୍ତୁ ପରଦା ପଛରେ ସେ ସର୍ବଦା ମଜାଳିଆ ଅନ୍ଦାଜରେ ଥାନ୍ତି। ତାଙ୍କ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନ…

ଇଚ୍ଛାଧାରୀ ନାଗୁଣୀଙ୍କ ବୋଲ୍ଡ ଅନ୍ଦାଜ୍‌

ଟେଲିଭିଜନ୍‌ ଶୋ’ ଇଚ୍ଛାଧାରୀ ନାଗୁଣୀ ଏବଂ ରାମମିଲାଇ ଯୋଡିରୁ ଘରେ ଘରେ ପରିଚିତି ହାସଲ କରିଥିବା ପ୍ରିୟଲ୍‌ ଘୋଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ବୋଲ୍ଡ ଫଟୋ ଭାଇରାଲ ହୋଇଛି। ପ୍ରିୟଲ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିଜ…

ମହିଳା କ୍ରିକେଟ୍‌ ଦଳ ଗଠନ କଲେ ଅମିତାଭ ବଚ୍ଚନ, ଦଳର ଅଧିନାୟକଙ୍କୁ ଦେଖିଲେ…

ନୂଆଦିଲ୍ଲୀ,୧୪।୧: ନିକଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି। ବିରାଟ କୋହଲି ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖୁସି ଖବର ବିଷୟରେ ପ୍ରଶଂସକମାନଙ୍କୁ ଦେଇଥିଲେ। କ୍ରୀଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?