ରିଲ୍ ଲାଇଫ୍ରେ ସଫଳତା ସାଉଁଟି ଥିବା ସୀମା ରିୟଲ ଲାଇଫ୍ରେ ବିଫଳ…
ମୁମ୍ବାଇ,୧୪।୧: ବଲିଉଡ୍ ଅଭିନେତ୍ରୀ ସୀମା ବିଶ୍ୱାସ ଗୁରୁବାର ୫୫ ବର୍ଷ ପୂରଣ କରିଛନ୍ତି। ସେ ୫୬ବର୍ଷରେ ପାଦ ଦେଇଛନ୍ତି। ୧୯୬୫ ଜାନୁୟାରୀ ୧୪ରେ ସେ ଆସାମର ନଳବାରିଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ଶେଖର କପୁରଙ୍କ ଫିଲ୍ମ ବ୍ୟାଣ୍ଡିଟ୍ କୁଇନ୍ରେ ସୀମା ଡାକୁରାଣୀ…
‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ଟିଜର ରିଲିଜ
ମୁମ୍ବାଇ: ବଲିଉଡ୍ ବିୟୁଟି ପରିଣିତି ଚୋପ୍ରା ନିଜ ଅଭିନୟ ମାଧ୍ୟମରେ ଲକ୍ଷେ ଲୋକଙ୍କ ହୃଦୟରେ ଘର କରି ସାରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକେ ପସନ୍ଦ କରୁଥିବା ବେଳେ ତାଙ୍କ ପ୍ରଶଂସକମାନେ ଅପେକ୍ଷା ରଖଇଥାଆନ୍ତି ପୁଣି କେବେ ଓ କେଉଁ ଚରିତ୍ରରେ…
ବିକିନି ପିନ୍ଧିବେନି ବୋଲି ଛାଡିଦେଲେ ହିଟ୍ ଫିଲ୍ମ…
୯୦ ଦଶକର ହିଟ ଅଭିନେତ୍ରୀମାନଙ୍କ ମଧ୍ୟରୁ ବଲିଉଡ ଅଭିନେତ୍ରୀ ଆୟେଶା ଜୁଲ୍କା ଅନ୍ୟତମ। ଆୟେଶା ଅକ୍ଷୟ କୁମାର-ଆମୀର ଖାନଙ୍କ ପରି ବଡ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି। ଅନ୍ୟପକ୍ଷରେ ଆୟେଶା ଆମୀରଙ୍କ ସହ ‘ଜୋ ଜିତା ଓ୍ବହି ସିକନ୍ଦର’ ଭଳି ହିଟ…
୧୭ ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲେ ଏହି ଅଭିନେତ୍ରୀ, ଏବେ ଭାଇରାଲ ହେଉଛି ଫଟୋ
ମୁମ୍ବାଇ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବଲିଉଡ୍ଠାରୁ ହଲିଉଡ୍ ପର୍ଯ୍ୟନ୍ତ ଚର୍ଚ୍ଚାରେ। ତାଙ୍କ କଠିନ ପରିଶ୍ରମ ଯୋଗୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଛନ୍ତି। ସୁନ୍ଦର ଚେହେରା ଏବଂ ଷ୍ଟାଇଲିସ ତାଙ୍କୁ ଆହୁରି ଆକର୍ଷଣୀୟା କରିଦିଏ। ଏବେ…
ବିବାହ କରିବାକୁ ଚାହୁଁଛନ୍ତି ସଲମାନ୍: ହେଲେ…
ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ଦବଙ୍ଗ ଖାନ ନାମରେ ଜଣାଶୁଣା ସଲମାନ ଖାନ ଆଜିକାଲି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ମୈନେ ପ୍ୟାର କିୟା’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରୁ ହିଁ ସେ ଜଣେ ପ୍ରସିଦ୍ଧ ଅଭିନେତା ଭାବରେ…
ଶ୍ରୀ ସତ୍ୟସାଇ ବାବାଙ୍କ ଭୂମିକାରେ ଭଜନ ସମ୍ରାଟ
ବମ୍ବେ: ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ ଉପରେ ନିର୍ମାଣ ହେଉଛି ବାୟୋପିକ୍। ଚଳଚ୍ଚିତ୍ରରେ ନଜର ଆସିବେ ଭଜନ ସମ୍ରାଟ ଅନୁପ ଜଲୋଟା। ଏବେ ଏହାର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଅନୁପଙ୍କ ଭିନ୍ନ ଲୁକ୍କୁ ଦର୍ଶକେ ବେଶ୍ ପସନ୍ଦ ମଧ୍ୟ…
ପୀୟୁଷଙ୍କ ଯୋଗୁ ସଲମାନ୍ ଆଜି ସୁପରଷ୍ଟାର
ବମ୍ବେ: ଦବଙ୍ଗ ଖାନ୍ ସଲମାନ ସୁପରଷ୍ଟାର ହେବା ପଛରେ ରହିଛନ୍ତି ଜଣେ ଅଭିନେତା। ଗ୍ୟାଙ୍ଗ୍ସ ଅଫ୍ ବାସେପୁର, ଗୁଲାଲ, ହାପି ଭାଗ୍ ଜାଏଗି ଭଳି ଫିଲ୍ମରେ ଅଭିନୟ କରି ବାହା ବାଃ ସାଉଁଟିଥିବା ପୀୟୁଷ ମିଶ୍ରାଙ୍କ ଯୋଗୁ ସଲମାନ ସଫଳତାର ଶିଢ଼ି…
ଭାଇରାଲ ହେଉଛି ସୁଶାନ୍ତଙ୍କ ହାତଲେଖା ଚିଠି, ଏଥିରେ ଲେଖା ଅଛି…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହାତଲେଖା ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ ମିଡିଆରେ ନିଜ ଭାଇଙ୍କ ହାତଲେଖା ଚିଠି ଶେୟାର କରିଛନ୍ତି। ଏଥିରେ ସୁଶାନ୍ତ ୩୦ ବର୍ଷର ନିଜର…
ଶରଦ ପାୱାରଙ୍କୁ ଭେଟିଲେ ସୋନୁ ସୁଦ
ମୁମ୍ବାଇ,୧୩ ।୨: ବଲିଉଡ୍ ଅଭିନେତା ସୋନୁ ସୁଦ ବୁଧବାର ଏନ୍ସିପି ନେତା ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି । ସୂଚନାଯୋଗ୍ୟ, ସୋନୁ ସୁଦ ବେଆଇନ ଭାବେ ଏକ ହୋଟେଲ ନିର୍ମାଣ କରିଥିବା ଅଭିଯୋଗ କରି ବିଏମ୍ସି ସୋନୁଙ୍କୁ…
ଏହି ବିଳାସପୂର୍ଣ୍ଣ ଫ୍ଲାଟ୍ରେ ରହିବେ ବିରାଟ-ଅନୁଷ୍କାଙ୍କ ଲାଡ୍ଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ୧୧ ଜାନୁୟାରୀ, ୨୦୨୧ରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଦମ୍ପତି ତାଙ୍କ ଝିଅର ଗୃହ ପ୍ରବେଶରେ କୌଣସି ଅଭାବ ରଖିବାକୁ ଚାହୁଁ ନାହାନ୍ତି। ଏମିତିରେ ସେ…
ଖୁବ୍ଶୀଘ୍ର ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ଅଭିନେତା ବରୁଣ ଧାଓ୍ବନ୍ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ଦୀର୍ଘଦିନର ପ୍ରେମିକା ନତାଶା ଦଲାଲଙ୍କୁ ନିଜ ଜୀବନ ସାଥଈ କରିବେ ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ତାରିଖ ଘୋଷଣା କରାଯା ନ ଥିଲେ ମଧ୍ୟ ଉଭୟଙ୍କ ବିବାହ…
୯ ବର୍ଷ ଡେଟିଂ ପରେ ବାଲ୍ୟ ବାନ୍ଧବୀଙ୍କୁ ବିବାହ କରିଥିଲେ ଇମ୍ରାନ…
ମୁମ୍ବାଇ,୧୩।୧: ବଲିଉଡ୍ ଷ୍ଟାର ଇମ୍ରାନ୍ ଖାଁଙ୍କୁ ବୁଧବାର ୩୭ ବର୍ଷ ପୂରଣ ହୋଇଛି। ସେ ୩୮ ବର୍ଷରେ ପାଦ ଦେଇଛନ୍ତି। ୧୯୮୩ ଜାନୁୟାରୀ ୧୩ରେ ଆମେରିକା ଓ୍ବସକସିନ୍ର ମାଡିସନ୍ଠାରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ସେ ୧୯୮୮ରେ ଶିଶୁ କଳାକାର ଭାବେ…

