ଅମିତାଭଙ୍କ ଝିଅ ଶ୍ୱେତାଙ୍କୁ ପ୍ରତିବର୍ଷ ଚିଠି ଲେଖନ୍ତି ଆମିର ଖାନ୍‌

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ଏକ ଫିଲ୍ମ ପରିବାରରୁ ଆସିଛନ୍ତି। କିନ୍ତୁ ସେ ସଲମାନ୍‌ ଖାନ୍‌ ଏବଂ ଆମୀର ଖାନ୍‌ଙ୍କର ଜଣେ ବଡ଼ ପ୍ରଶଂସକ। ଏକଦା ସେ ଭାଇ ଅଭିଷେକ ବଚ୍ଚନଙ୍କ ସହ ’କଫି ଓ୍ବିଥ୍‌ କରଣ ଶୋ’ରେ ପହଞ୍ଚି ଏହା କହିଥିଲେ।
ସେ କହିଥିଲେ ଯେ, ୧୯୮୯ରେ ଯେତେବେଳେ ଫିଲ୍ମ ‘ମୈନ ପ୍ୟାର୍‌ କିୟା’ ରିଲିଜ୍‌ ହୋଇଥିଲା ସେତେବେଳେ ଶ୍ୱେତା ଦଶମ ଶ୍ରେଣୀରେ ଏକ ବୋର୍ଡିଂ ସ୍କୁଲରେ ପଢ଼ୁଥିଲେ। ଶ୍ୱେତା ଏହି ଫିଲ୍ମକୁ ଭିସିଆରରେ ଦେଖିଥିଲେ। ଏହା ପରେ ଫିଲ୍ମରେ ସଲମାନ ପିନ୍ଧିଥିବା ଟୋପି (ଫ୍ରେଣ୍ଡ ଲେଖାଥିବା) ଭାଇ ଅଭିଷେକଙ୍କ ହାତରେ ମଗାଇଥିଲେ।
ଶ୍ୱେତା ସଲମାନ୍‌ଙ୍କର ଯେତେକି ପ୍ରଶଂସଙ୍କ ଥିଲେ ଆମିରଙ୍କର ମଧ୍ୟ ଠିକ୍‌ ସେତିକି। ଏକଥା ଆମିର ଯେବେ ଜାଣିବାକୁ ପାଇଥିଲେ ବହୁତ ଖୁସି ହୋଇଯାଇଥିଲେ।
କେବଳ ଏତିକି ନୁହେଁ, ଆମିର ପ୍ରତିବର୍ଷ ଶ୍ୱେତାଙ୍କୁ ତାଙ୍କ ଜନ୍ମଦିନରେ ଚିଠି ମଧ୍ୟ ଲେଖିଥାନ୍ତି।
ଶ୍ୱେତା କୁହନ୍ତି, ଏହାର କାରଣ ଆମୀର ଏବଂ ଶ୍ୱେତାଙ୍କ ଜନ୍ମଦିନ। ଆମିରଙ୍କ ଜନ୍ମଦିନ ୧୪ ମାର୍ଚ୍ଚରେ ଥିବାବେଳେ ଶ୍ୱେତାଙ୍କ ଜନ୍ମଦିନ ୧୭ ମାର୍ଚ୍ଚରେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଜୁଛନ୍ତି ହ୍ରିତିକ

ଏବେ ଏକ ନୂଆ ମିଶନରେ ବ୍ୟସ୍ତ ଅଛନ୍ତି ହ୍ରିତିକ ରୋଶନ। ତାହା କ’ଣ ଜାଣନ୍ତି ? ସେ ଏକ ଦମଦାର ବାୟୋପିକ୍‌ କାହାଣୀ ଖୋଜିବାରେ ବ୍ୟସ୍ତ...

ମନୋଜ ବାଜପେୟୀ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀ କରୋନାରେ ପୀଡିତ ହୋଇଥିବା ଜଣାପଡିଛି । ଦୁଇ ଦିନ ପୂର୍ବରୁ ଅଭିନେତା ରଣବୀର କପୁର ଓ ନିର୍ଦ୍ଦେଶକ ସଞ୍ଜୟ...

ଆଲିଆ ରଣବୀରଙ୍କୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା

ବଲିଉଡର କ୍ୟୁଟ ଲଭ୍‌ବାର୍ଡ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି। ଉଭୟ ସର୍ବଦା ଫ୍ୟାନ୍ସଙ୍କୁ ଏଣ୍ଟରଟେନ୍‌ କରିଥାନ୍ତି। ସେମାନଙ୍କ...

ସାମନ୍ଥାଙ୍କ ବୋଲ୍ଡ ଦୃଶ୍ୟ, ଅନୁଷ୍କା କହିଲେ…

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପୁଷ୍ପାରେ ଆଇଟମ ଗୀତ ପରେ ସାମନ୍ଥାଙ୍କ କ୍ରେଜ୍‌ ବଢ଼ିଥିଲା। ହେଲେ ବର୍ତ୍ତମାନ ତାଙ୍କର ଏକ...

ହ୍ରିତିକଙ୍କ ଅସଫଳ ଦାମ୍ପତ୍ୟ ଜୀବନ: ବିବାହ ପରର ପ୍ରେମ ସମ୍ପର୍କ ଦାୟୀ…

ମୁମ୍ବାଇ,୧୦।୧: ବଲିଉଡ୍‌ ସୁପର ଷ୍ଟାର ହ୍ରିତିକ ରୋଶନଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦ ଦେଇଛନ୍ତି। ୧୯୭୪ ଜାନୁୟାରୀ ୧୦ରେ...

ସୁପ୍ରିମକୋର୍ଟରେ କାଉଣ୍ଟର ଆଫିଡେଭିଟ୍‌ ଦାଖଲ

ନୂଆଦିଲ୍ଲୀ, ୯ା୮ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ମାମଲା ସ୍ଥାନାନ୍ତର ନେଇ...

ଅଙ୍ଗନୱାଡି ଶିଶୁଙ୍କୁ ସହଯୋଗର ହାତ ବଢାଇଲେ ଅକ୍ଷୟ

ଭୋପାଳ,୨୫ ।୫: ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ର ପାଇଁ ଆରମ୍ଭ କରାଯାଇଥିବା ଯୋଜନାରେ ସାମିଲ ହେଲେ ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ।...

ଋଷଭ ପନ୍ଥ ନୁହେଁ ତ କାହାପାଇଁ ଆରପି ଲେଖୁଛନ୍ତି ଉର୍ବଶି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶି ରୌତେଲାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆଜିକାଲି ବହୁତ ଅଧିକ ଚର୍ଚ୍ଚା ହେଉଛି । ୟୁଜର୍ସ ସତେ ଯେମିତି ତାଙ୍କ...

Advertisement
Archives

Model This Week