ପିତାଙ୍କୁ ମିଛ କହିଥିଲେ ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ନୃତ୍ୟ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜାହ୍ନବୀ ପିତା ବୋନି କପୁରଙ୍କର ବହୁତ ନିକଟତର। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହା ସ୍ପଷ୍ଟ ବାରିହୋଇ ପଡେ। ଏକଦା ଜାହ୍ନବୀ ପିତା ବୋନୀଙ୍କୁ ମିଛ କଥା କହିଥିଲେ। ଏ କଥା ନିଜେ ସେ ସ୍ବୀକାର କରିଛନ୍ତି।
ଜାହ୍ନବୀ କରିନା କପୁରଙ୍କ ଚାଟ୍‌ ଶୋ’ ‘ହ୍ବାଟ୍‌ ଓମେନ୍‌ ଓ୍ବାଣ୍ଟ’ରେ ପହଞ୍ଚି କହିଥିଲେ, ପିତାଙ୍କୁ ମିଛ କହି ମୁ ଲସ୍‌ ଏଞ୍ଜେଲ୍‌ସରୁ ଲସ୍‌ ଭେଗାସ ଚାଲିଯାଇଥିଲି। ଫିଲ୍ମ ଦେଖିବାକୁ ଯାଉଥିବା କହି ମୁଁ ଫ୍ଲାଇଟ୍‌ରେ ଲସ୍‌ ଭେଗାସ୍‌ରେ ପହଞ୍ଚିଥିଲି। ସାରା ଦିନ ସେଠାରେ ବୁଲାବୁଲି କରିବା ପରେ ପୁଣିଥରେ ଲସ୍‌ ଏଞ୍ଜେଲ୍‌ସ ଫେରିଥିଲି ବୋଲି ଜାହ୍ନବୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଟେନ୍‌ସନ୍‌ ଥିଲେ ଫ୍ଲାଇଟ୍‌ରେ ବୁଲନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ...

ଶୁଟିଂ ସେଟ୍‌ରେ ଅସୁସ୍ଥ ଅନୁଭବ କଲେ ଶିଳ୍ପା

ମୁମ୍ବାଇ: ନିଜର ଫିଟ୍‌ନେସ୍‌ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟି ହଠାତ୍‌ ଶୁଟିଂ ସେଟ୍‌ରେ ଅସୁସ୍ଥ ହୋଇଥିବା ଜଣାପଡିଛି। ସୋସିଆଲ ମିଡିଆରେ ଆକ୍ଟିଭ...

ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର୍‌ କିଡ୍ସ

ବଲିଉଡ ସେଲିବ୍ରିଟିଙ୍କ ପିଲାମାନେ ଅଧ୍ୟୟନ ସହ ଅଭିନୟରେ ମଧ୍ୟ ବେଶ୍‌ ପାରଙ୍ଗମ। ଅଭିନେତା ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଏବଂ ପୁଅ ଆର୍ୟନ, ସୈଫ୍‌ ଅଲି...

ପୁଅର ଫଟୋ ଶେୟାର କରି ଭାରତୀ ଲେଖିଲେ ଏମିତି

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂ ମା’ ହେବା ପରଠାରୁ ପ୍ରଶଂସକମାନେ ତାଙ୍କ ପୁଅର ଫଟୋ ଦେଖିବା ପାଇଁ ଚାତକ ପରି ଚାହିଁଥାନ୍ତି। ଯେତେବେଳେ ଭାରତୀ...

ଆଲିଆଙ୍କୁ ବିବାହ ଦେବାକୁ ଚାହାନ୍ତିନି ବାପା ମହେଶ, ବାଥରୁମରେ ବନ୍ଦ କରିଦେବାକୁ ଦେଲେ ଧମକ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ। କିଛିଦିନ ପୂର୍ବରୁ ଆଲିଆ-ରଣବୀରଙ୍କ ବିବାହ ଖବର ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ମାତ୍ର...

ସଲମାନ୍‌, ବିବେକ ନୁହନ୍ତି, ଏହି ପ୍ରେମିକଙ୍କ ପାଇଁ ମନୀଷାଙ୍କ ସହ ଝଗଡ଼ା କରିଥିଲେ ଐଶ୍ୱର୍ଯ୍ୟା

ବଲିଉଡ୍‌ର ସବୁଠାରୁ ସୁନ୍ଦରୀ ତଥା ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଐଶ୍‌ ବଚ୍ଚନ ପରିବାର ବୋହୂ ହୋଇଥିଲେ ମଧ୍ୟ ସେ ସବୁବେଳେ...

ହେୟାର କଟ୍‌ କଲେ ଇଲିୟାନା

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ବଲିଉଡ୍‌ର ବହୁ ଅଭିନେତା, ଅଭିନେତ୍ରୀ ନିଜ କାମ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରୁଥିବା ନଜରକୁ ଆସିଛନ୍ତି। ଏହି ବଲିଉଡ...

ସରିଲା କାଟ୍ରିନା-ଭିକିଙ୍କ ବିବାହ, ସାମିଲ ହୋଇଥିଲେ ଏହି ସେଲିବ୍ରିଟି

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌- ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ସମ୍ପନ୍ନ ହୋଇଛି। ଆଜି ଅପରାହ୍ନରେ ଭିକି ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ...

Advertisement
Archives

Model This Week