ଅଜୟ ଦେବଗନଙ୍କୁ ବିବାହ କରିବା ନିଷ୍ପତ୍ତିରେ ରାଗିଯାଇଥିଲେ କାଜୋଲଙ୍କ ପିତା

ବଲିଉଡର ଚୁଲ୍‌ବୁଲି ଅଭିନେତ୍ରୀ କାଜୋଲ ପରଦାରେ ନିଜର ଦୃଢ ଅଭିନୟ ପାଇଁ ଜଣାଶୁଣା। କାଜୋଲ ପରଦାରେ ଗମ୍ଭୀର ଚରିତ୍ରରେ ନଜର ଆସନ୍ତି, କିନ୍ତୁ ପରଦା ପଛରେ ସେ ସର୍ବଦା ମଜାଳିଆ ଅନ୍ଦାଜରେ ଥାନ୍ତି। ତାଙ୍କ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନ ସମ୍ପୂର୍ଣ୍ଣ ବିପରୀତ। କାଜୋଲ ସବୁବେଳେ ମଜା କରୁତବବାବେଳେ ଅଜୟ ସର୍ବଦା ଚୁପ୍‌ ଏବଂ ଗମ୍ଭୀର ଭାବରେ ଥାନ୍ତି। ଅଜୟ ଏବଂ କାଜୋଲ ଫିଲ୍ମ ଶୁଟିଂ ସମୟରେ ପ୍ରେମରେ ପଡିଥିଲେ। କାଜୋଲ ଏବଂ ଅଜୟ ଦେବଗନଙ୍କ ବିବାହ ୨୦ ବର୍ଷରୁ ଅଧିକ ହେଲାଣି। ଉଭୟଙ୍କ ଅନସ୍କ୍ରିନ ଏବଂ ଅଫସ୍କ୍ରିନ ଯୋଡି ଦର୍ଶକଙ୍କୁ ଭଲ ଲାଗେ । ତେବେ କାଜୋଲଙ୍କ ପିତା ତାଙ୍କ ବିବାହକୁ ବିରୋଧ କରିଥିଲେ। ଏକ ସାକ୍ଷାତକାରରେ କାଜୋଲ ଏହା ପ୍ରକାଶ କରିଛନ୍ତି। ତେବେ କାଜୋଲଙ୍କ ପିତା ଚାହୁଁ ନ ଥିଲେ ଯେ ଅଭିନେତ୍ରୀ ଅଜୟ ଦେବଗନଙ୍କୁ ବିବାହ କରନ୍ତୁ। ତାଙ୍କ ପିତା ଶୋମୁ ମୁଖାର୍ଜୀ ମୁଁ ମାତ୍ର ୨୪ ବର୍ଷ ବୟସରେ ବିବାହ କରେ ସେ ଚାହୁଁ ନ ଥିଲେ। ଅଜୟଙ୍କ ସହ କାଜୋଲଙ୍କ ସମ୍ପର୍କରେ ତାଙ୍କର କୌଣସି ଅସୁବିଧା ନଥିଲା, କେବଳ ସେ ଚାହୁଁଥିଲେ ଯେ ବିବାହ ପୂର୍ବରୁ କାଜୋଲ ଅଧିକ କାମ କରନ୍ତୁ। ତେବେ କାଜୋଲଙ୍କ ନିଷ୍ପତ୍ତିକୁ ତାଙ୍କ ମା ତନୁଜା ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ସେ ତାଙ୍କ ପିତାଙ୍କୁ ବୁଝାଇଥିଲେ। ଏଭଳି ପରିସ୍ଥିତିରେ କାଜୋଲ ଏବଂ ଅଜୟ ଦେବଗନ ୧୯୯୯, ଫେବୃଆରୀ ୨୪ରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?