ପୁଅର ଫିଲ୍ମ ଦେଖି କାନ୍ଦି ପକାଇଥିଲେ ଜାଭେଦ୍ ଅଖତର…
ମୁମ୍ବାଇ,୧୭।୧: ଗୀତିକାର ଜାଭେଦ୍ ଅଖତର୍ଙ୍କୁ ରବିବାର ୭୬ ବର୍ଷ ପୂରଣ ହୋଇଛି। ସେ ୭୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ଜାଭେଦ୍ଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା।…
ରିଶି କପୁରଙ୍କ ଅଧା ଫିଲ୍ମକୁ ପୂରଣ କରିବେ ପରେଶ
ମୁମ୍ବାଇ: ପାଖାପାଖି ୨ ବର୍ଷ କ୍ୟାନସର ସହ ଲଢିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ବଲିଉଡ୍ର ବରିଷ୍ଠ ଅଭିନେତା ରିଶି କପୁର । ୨୦୨୦ରେ ତାଙ୍କର ପରଲୋକ ବଲିଉଡ୍ରେ ସୃଷ୍ଟି କରିଥିଲା ଏକ ଅପୂରଣୀୟ କ୍ଷତି । ହେଲେ ପରଲୋକ…
ନୂଆ ଅତିଥି ଆସିବା ପୂର୍ବରୁ ଡ୍ରିମହୋମକୁ ସିଫ୍ଟ କରିବେ ବେବୋ
ମୁମ୍ବାଇ: ବଲିଉଡ୍ ବିୟୁଟି କରିନା କପୁର ଖାଁ ପୁଣିଥରେ ମା’ ହେବାକୁ ଯାଉଛନ୍ତି । ହେଲେ ଦ୍ୱିତୀୟ ସନ୍ତାନ ଆସିବା ପୂର୍ବରୁ କରିନା ଓ ପତି ଶୈଫ ଅଲି ଖାଁ ତାଙ୍କ ଡ୍ରିମ ହୋମ୍କୁ ସିଫ୍ଟ କରିବେ ବୋଲି କିଛିଦିନ ତଳେ…
ଟେଲର ଦୋକାନ ଖୋଲି ମାଗଣାରେ ସିଲେଇ କରୁଛନ୍ତି ସୋନୁ ସୁଦ
ମୁମ୍ବାଇ,୧୬।୧: : ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ପାଇବେ। ଭିଡିଓଟିକୁ ସୋନୁ ନିଜେ ତାଙ୍କ ଟ୍ବିଟର୍ ଆକାଉଣ୍ଟେରେ ସେୟାର୍ କରିଛନ୍ତି। ସେ ସେଥିରେ ଏକ…
୪୯ ବର୍ଷରେ ପୁଣି ଥରେ ବିବାହ କରିଥିଲେ ଗୋବିନ୍ଦା, ଲୁଚାଇ ରଖିଥିଲେ ସୁନିତାଙ୍କ ସହ ସମ୍ପର୍କ; କାରଣ ଜାଣିଲେ…
ବମ୍ବେ: ନବେ ଦଶକରେ ସବୁଠାରୁ ଲୋକପ୍ରିୟ ଅଭିନେତା ଥିଲେ ଗୋବିନ୍ଦା। ଗୋଟିଏ ସମୟରେ ୭୦ରୁ ଅଧିକ ଫିଲ୍ମ ପାଇଁ କାମ କରୁଥିଲେ ସେ। ଦିନକୁ ଗୋଟିଏ କି ଦୁଇଟି ନୁହେଁ ବରଂ ପାଞ୍ଚରୁ ଅଧିକ ଫିଲ୍ମ ପାଇଁ ସେ ଶୁଟିଂ କରୁଥିଲେ।…
ଖିଲାଡି ହିରୋଙ୍କ ଦ୍ୱାରା ପ୍ରତାରିତ ହୋଇ ଆମେରିକା ଚାଲିଯାଇଥିଲେ ଏହି ଅଭିନେତ୍ରୀ
ବଲିଉଡ୍ର ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଅଭିନୟ କ୍ୟାରିୟର ବହୁତ ସଫଳ ରହିଛି । ଫିଲ୍ମକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥାଆନ୍ତି ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ସେମିତି। ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ…
ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ ଏହି ଅଭିନେତା
ଭୋଜପୁରୀ ଅଭିନେତା ତଥା ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ନିକଟରେ ବାପା ହୋଇଛନ୍ତି। ମନୋଜ ‘ଦରୋଗା ବାବୁ ଆଇ ଲଭ୍ ୟୁ’, ‘ଧରତି କହେ ପୁକାର ଦେ’ ଆଦି ସୁପରହିଟ୍ ଫିଲ୍ମରେ କାମ କରିସାରିଛନ୍ତି। ରାଜନୀତିରେ ସକ୍ରିୟ ମନୋଜ…
ପ୍ରିୟଙ୍କାଙ୍କ ସ୍ବାମୀ ନିକ୍ ସକାଳୁ ଉଠି ପ୍ରଥମେ କରିଥାନ୍ତି ଏହି କାମ
ପ୍ରତ୍ୟେକ ଦମ୍ପତିଙ୍କ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିଥାଏ। ଏହି ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସେମାନେ ନିଜ ପ୍ରେମକୁ ବଜାୟ ରଖନ୍ତି ଏବଂ ସମ୍ପର୍କକୁ ଦୃଢ଼ କରିଥାନ୍ତି। ବଲିଉଡ୍ର ଏମିତି ଅନେକ ଦମ୍ପତି ରହିଛନ୍ତି ଯେଉଁମାନେ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ସେମାନଙ୍କ…
୪ ଲକ୍ଷ ଟଙ୍କାର ଚପଲ ପିନ୍ଧି ପାର୍ଟିରେ ପହଞ୍ଚିଥିଲେ ଅନୁଷ୍କା, ପୋଷାକର ମୂଲ୍ୟ ଥିଲା…
ନୂଆବର୍ଷ ଅବସରରେ ଯାହା ସହିତ ସମୟ ବିତାଇବେ ବର୍ଷସାରା ତା’ସହ ରହିବେ ବୋଲି କୁହାଯାଏ। ୨୦୨୦ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଅନୁଷ୍କା ଶର୍ମା ସ୍ବାମୀ ବିରାଟ କୋହଲିଙ୍କ ସହ ସ୍ବୀଜରଲାଣ୍ଡର ଡିଷ୍ଟାଡ ପ୍ୟାଲେସରେ ରହିଥିଲେ। ଏହି ସମୟରେ ତାଙ୍କ ସହ…
ନବମ ଶ୍ରେଣୀରେ ଫେଲ ହୋଇଥିଲେ ଏହି ଲୋକପ୍ରିୟ ଅଭିନେତା: ଆଲିଆଙ୍କ ପରେ ଏବେ କିଆରାଙ୍କ ପ୍ରେମରେ ହେଉଛନ୍ତି ଉବୁଟୁବୁ
ବମ୍ବେ: କରନ୍ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ରୁ ଡେବ୍ୟୁ କରିଥିବା ସିର୍ଦ୍ଧାର୍ଥ ମଲହୋତ୍ରା ଏବେ ଆଗଧାଡ଼ିର ନାୟକଙ୍କ ମଧ୍ୟରୁ ଜଣେ। ନିଜର ଲୁକ୍ ସହ ଅଭିନୟକୁ ନେଇ ମହିଳା ପ୍ରଶଂସକଙ୍କ ହୃଦୟ ଜିଣନ୍ତି ସେ। ଆଜି ସେ ନିଜର…
ପୁରୁଣା ଲଭ୍ ଲାଇଫ୍ ଏବେ ବି ସିଦ୍ଧାର୍ଥଙ୍କର ମନେ ପଡ଼େ….
ମୁମ୍ବାଇ,୧୬।୧: ବଲିଉଡ୍ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଶନିବାର ୩୬ ବର୍ଷ ପୂରଣ ହୋଇଛି। ସେ ୩୭ରେ ପାଦ ଦେଇଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୮ ବର୍ଷ ବୟସରେ ମଡେଲିଂ ଦୁନିଆରେ ଡେବ୍ୟୁ କରିିଥିଲେ। ଏହାପରେ…
ଶାହିଦ୍ କପୁରଙ୍କ ପୁରୁଣା ପ୍ରେମିକା…
ମୁମ୍ବାଇ,୧୬।୧: ନିଜର ପୁରୁଣା ପ୍ରେମିକା କରୀନା କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଭୁଲିବାକୁ ଚାହାନ୍ତିନି ଶାହିଦ୍ କପୁର। ଏକ ଚ୍ୟାନେଲ୍ରେ ସାକ୍ଷାତ୍କାର ସମୟରେ ଶାହିଦ୍ ଏହା ପ୍ରକାଶ କରିଛନ୍ତି। ଜୀବନର ଏସବୁ ସୁନ୍ଦର ସ୍ମୃତିବହୁଳ ଘଟଣାରୁ ସେ ଅନେକ କିଛି ଶିକ୍ଷା…

