ରିଲ୍‌ ଲାଇଫ୍‌ରେ ସଫଳ ରିୟଲ ଲାଇଫ୍‌ରେ ବିଫଳ ଭାନୁପ୍ରିୟା…

ମୁମ୍ବାଇ,୧୫।୧: ସାଉଥ୍‌ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟାଙ୍କୁ ଶୁକ୍ରବାର ୫୪ ବର୍ଷ ପୂରଣ ହୋଇଛି। ସେ ୫୫ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୬୭ ଜାନୁୟାରୀ ୧୫ରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର କୁରେକାନହାଲଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ପାଇଁ ସେ ଅଧାରୁ ପାଠପଢ଼ା ଛାଡିଦେଇଥିଲେ। ୧୭ ବର୍ଷ ବୟସରେ ପ୍ରଥମ କରି ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ମେଲ୍ଲା ପେସୁଙ୍ଗଲ୍‌ ୧୯୮୩ରେ ରିଲିଜ୍‌ ହୋଇଥିଲା। ୯୦ ଦଶକରେ ସେ ବଲିଉଡ୍‌ରେ ପାଦଦେଇଥିଲେ। ଦୋସ୍ତି ଦୁଶମନୀ, ଇନସାଫ୍‌ କି ପୁକାର, ଖୁଦଗର୍ଜ, ମର ମିଟେଙ୍ଗେ, କସମ ବର୍ଦି କି ଆଦି ୧୫୦ରୁ ଅଧିକ ଫିଲ୍ମରେ ସେ ନିଜ ଅଭିନୟ ପ୍ରତିଭାର ପରିଚୟ ଦେଇଥିଲେ। ୧୯୯୮ ଜୁନ୍‌ ୧୪ରେ ସେ ଆଦର୍ଶ କୌଶଲଙ୍କୁ ବିବାହ କରିଥିଲେ। ତେବେ ୨୦୦୩ରେ ଝିଅ ଅଭିନୟାଙ୍କ ଜନ୍ମ ପରେ ୨୦୦୫ରେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଲୋକପ୍ରିୟ ଅଭିନେତ୍ରୀ ବିବାହ ପ୍ରସ୍ତାବ କରିଥିଲେ ପ୍ରତ୍ୟାଖ୍ୟାନ: ପରେ ଭାଙ୍ଗି ପଡିଥିଲେ ସଞ୍ଜୀବ, ସାରା ଜୀବନ ରହିଗଲେ ଏକାକୀ

ବଲିଉଡ୍‌ ଅଭିନେତା ସଞ୍ଜୀବ କୁମାର ସର୍ବୋତ୍ତମ କଳାକାରଙ୍କ ମଧ୍ୟରେ ଅନ୍ୟତମ। ତେବେ ଖୁବ୍‌ କମ ଲୋକ ଜାଣିଥିବେ ଯେ ସଞ୍ଜୀବ କୁମାରଙ୍କ ପ୍ରକୃତ ନାମ ହରିଭାଇ...

ଆଇଶାଙ୍କ ବିରୋଧରେ ଦେଶଦ୍ରୋହ

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା...

ବିବାହ କରିବେ କାଜଲ ଅଗ୍ରଓ୍ବାଲ

ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କାଜଲଙ୍କ ପ୍ରେମସମ୍ପର୍କକୁ ନେଇ ସର୍ବଦା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ଏହାକୁ ସେ...

ଡ୍ରଗ୍ସ ମାଫିଆଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ଥିବା ପ୍ରମାଣିତ ହୋଇଛି: ବିହାର ଡିଜିପି

ପାଟଣା,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାକୋର୍ର୍ଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନ୍‌ସିବି) ମଙ୍ଗଳବାର ଅଭିନେତ୍ରୀ...

ହଁ ଶୁଣିବାକୁ ଲାଗିଥିଲା ବର୍ଷେ

ଧର୍ମଶାଳା ମହାବିଦ୍ୟାଳୟରେ ମୁଁ ଯୁକ୍ତ ତିନି ପଢିବା ବେଳେ ଯୁକ୍ତ ୨ରେ ପଢୁଥିଲେ ତନୁଜା। ପ୍ରଥମ ଦେଖାରୁ କେଜାଣି କାହିଁକି ସେ ଖୁବ୍‌ ଭଲ ଲାଗିଥିଲେ...

ଗୋଟିଏ ଦିନ ଦେଶର ପ୍ରଧାନମନ୍ତ୍ରୀ ହେଲେ ଏମିତି କରିବେ ବାହୁବଳୀ ପ୍ରଭାସ

ବାହୁବଳୀ ଷ୍ଟାର୍‌ ପ୍ରଭାସ ‘ସାହୋ’ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ପ୍ରମୋଶନ ପାଇଁ ସାଥୀ କଳାକାର ଶ୍ରଦ୍ଧା କପୁରଙ୍କ ସହ ବିଭିନ୍ନ ଜାଗାକୁ ମଧ୍ୟ...

ଇସ୍ତଫା ଦେଲେ ଦୀପିକା ପାଦୁକୋନ: ଲେଖିଲେ…

୨୦୧୯ରେ ମାମି (ଏମ୍‌ଏଏମ୍‌ଆଇ) ଫିଲ୍ମ ମହୋତ୍ସବର ଏକ ବୈଠକ ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସର୍ବସମ୍ମତିକ୍ରମେ ସଂଗଠନର ନୂତନ ଅଧ୍ୟକ୍ଷ ଭାବେ ଭୋଟ୍‌ ପାଇଥିଲେ।...

ରାସ୍ତାରେ ପୁଅମାନେ କମେଣ୍ଟ କଲେ ମା’ବାପାଙ୍କ ଉପରେ ରାଗୁଥିଲେ ଏହି ଅଭିନେତ୍ରୀ

୨୦୧୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲେଡିଜ୍‌ ଭର୍ସେଜ୍‌ ରିକି ବହଲ’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସାନ ଭଉଣୀ ପରିଣୀତି...

Advertisement


Archives

Model This Week