ନୋବିତା-ଶିଜୁକା ବିବାହ: ସୋସିଆଲ୍‌ ମିଡ଼ିଆରେ ଟପ୍‌ ଟ୍ରେଣ୍ଡ୍‌

ଟୋକିଓ, ୨୦।୧: ଛୋଟ ପିଲାଙ୍କ ପ୍ରିୟ ଧାରାବାହିକ ଡୋରେମନ୍‌ରେ ନଟ୍‌ଖଟ୍‌ ବାଳକ ନୋବିତା ଏବେ ବାଲ୍ୟବାନ୍ଧବୀ ଶିଜୁକାଙ୍କୁ ବିବାହ କରିବେ। ଏହାକୁ ନେଇ ଡୋରେମନ୍‌ ଦେଖୁଥିବା ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। କେତେକ ଇମୋଶନାଲ ହୋଇପଡ଼ିଛନ୍ତି। ନୋବିତା ଘରେ ରହୁଥିବା ରୋବୋଟିକ୍‌ ମେଲ୍‌ କ୍ୟାଟ୍‌ ଏବେ ନୂଆ ଫିଲ୍ମରେ ନୂଆ ଅଭିନୟ କରିବ। ଷ୍ଟାଣ୍ଡ୍‌ ବାଏ ମି ଡୋରେମନ୍‌-୨ ଧାରାବାହିକରେ ନୋବିତା ଏବଂ ଶିଜୁକା ବିବାହ ବନ୍ଧନରେ ବାନ୍ଧି ହେବା ସହିତ କାହାଣୀକୁ ଆଗକୁ ନେବା ପାଇଁ ନିର୍ମାତା ଫୁଜିଓ ଫୁଜିଓ ପକ୍ଷରୁ ଉଦ୍ୟମ କରାଯାଇଛି। ୨୦୨୦ ନଭେମ୍ବରରେ ଷ୍ଟାଣ୍ଡ୍‌ ବାଏ ମି ଡୋରେମନ୍‌-୨ ରିଲିଜ୍‌ ହୋଇସାରିଛି। ୨୦୨୧ ଫେବୃୟାରୀରେ ଏହା ଇଣ୍ଡୋନେସିଆରେ ରିଲିଜ୍‌ ହେବ। ସିବିଆଇ ପିକଚରର୍ସ ପକ୍ଷରୁ ଏ ସମ୍ପର୍କରେ ଟୁଇଟ୍‌ କରି ସୂଚନା ପ୍ରଦାନ କରାଯାଇଛି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଟପ୍‌ ଟ୍ରେଣ୍ଡ୍‌ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା! ଜବାବ ଦେଲା ତେହେରାନ

ଓ୍ବାଶିଂଟନ,୯।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ପୁଣି ଏକ ଷଡଯନ୍ତ୍ର ରଚାଯାଇଛି। ଏଥର ଟ୍ରମ୍ପଙ୍କୁ ହତ୍ୟା ଷଡଯନ୍ତ୍ରରେ ଇରାନର...

କାନାଡା ବନ୍ଦ କଲା ଫାଷ୍ଟ ଟ୍ରାକ୍‌ ଭିଜା ପ୍ରୋଗ୍ରାମ, ଜାଣନ୍ତୁ ଭାରତୀୟ ଛାତ୍ରଙ୍କ ଉପରେ କ’ଣ ପଡିବ ଏହାର ପ୍ରଭାବ

ଓଟାଓ୍ବା/ନୂଆଦିଲ୍ଲୀ,୯।୧୧: କାନାଡା ଶୁକ୍ରବାର ଏହାର ଷ୍ଟୁଡେଣ୍ଟ ଡାଇରେକ୍ଟ ଷ୍ଟ୍ରିମ (ଏସଡିଏସ) କାର୍ଯ୍ୟକ୍ରମ ବନ୍ଦ କରିବାକୁ ଘୋଷଣା କରିଛି। ଏହା ଏକ ଫାଷ୍ଟ-ଟ୍ରାକ ଅଧ୍ୟୟନ ଅନୁମତି ପ୍ରକ୍ରିୟା...

ନିର୍ବାଚନ ସିନା ଜିତିଗଲେ, ଟ୍ରମ୍ପଙ୍କ ବିପକ୍ଷରେ ଚାଲୁଛି ୪ ଅପରାଧିକ ମାମଲା; ନଭେମ୍ବର ୨୬ ଦଣ୍ଡାଦେଶ ଉପରେ ଏବେ ନଜର

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରେଟିକ୍‌ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାଜିତ କରିଛନ୍ତି। ସାରା ଦେଶରେ ତାଙ୍କ ସମର୍ଥକ ନାଚିଗାଇ ବିଜୟର...

ଟ୍ରମ୍ପ ଜିତିବାରୁ କାହିଁକି କାନାଡାରେ ଘୋଷଣା ହେଲା ‘ହାଇ ଆର୍ଲଟ’? ଆସିଲା ବଡ଼ କାରଣ

ଓ୍ବାଶିଂଟନ,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଜିତିବା ପରେ ଆମେରିକାର ପରିବର୍ତ୍ତନ ନୀତିକୁ ନେଇ ବିଶ୍ୱର ଅନେକ ଦେଶ ଭୟଭୀତ ଅଛନ୍ତି। ରାଷ୍ଟ୍ରପତି ନିର୍ବାଚନ...

ପାକିସ୍ତାନରେ ଲକ୍‌ଡାଉନ୍‌, ସ୍ଥିତି ସାଂଘାତିକ, ୨୦୦୦ ପାର୍‌ କଲା…

ଇସଲାମବାଦ,୯।୧୧: ପାକିସ୍ତାନରେ ସ୍ଥିତି ଭୟଙ୍କର। ଏନେଇ ଶେୟବାଜ ସରକାର ନେଲେ ବଡ଼ ନିଷ୍ପତ୍ତି। ପ୍ରଦେଶରେ ଘୋଷଣା ହୋଇଛି ଲକ୍‌ଡାଉନ। କେବଳ ଭାରତ ନୁହେଁ ପଡୋଶୀ ଦେଶ...

କିଏ ଏହି ଟ୍ରମ୍ପଙ୍କ ଘନିଷ୍ଠ କାଶ୍‌ ପଟେଲ, ହୋଇପାରନ୍ତି CIA ମୁଖ୍ୟ, ରାମ ମନ୍ଦିର ସହ ଅଛି ଲିଙ୍କ୍‌

ଓ୍ବାଶିଂଟନ୍‌,୯।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟ ପ୍ରାର୍ଥୀ କମଳା ହ୍ୟାରିସଙ୍କୁ ହରାଇଛନ୍ତି। ୪ ବର୍ଷ ପରେ ପୁଣି ଟ୍ରମ୍ପ ଦିତୀୟ...

ଏହି ମହିଳା ଚା’ ବାଲାଙ୍କ ପାଖରେ ବସନ୍ତି ବଡ଼ ବଡ଼ ଧନୀ, ଜାଣନ୍ତୁ ତାଙ୍କ ବିଷୟରେ…

ଲଣ୍ଡନ,୯।୧୧: ଋଷି ସେଠିୟା। ୟୁନାଇଟେଡ କିଙ୍ଗଡମର ଜଣେ ପ୍ରଭାବଶାଳୀ ତଥା ଧନୀକ ପରିବାରରୁ ସେ ଆସନ୍ତି । ତାଙ୍କ ପରିବାର ବ୍ୟବସାୟ ତଥା ବାଣିଯ୍ୟ ପାଇଁ...

ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ: ୨୧ ମୃତ, ୩୦ରୁ ଅଧିକ ଆହତ

ଇସଲାମାବାଦ,୯।୧୧: ପାକିସ୍ତାନରୁ ଏକ ବଡ ଖବର ଆସିଛି। ଶନିବାର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେଶନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri