ଫିଲ୍ମରେ ବଳାତ୍କାର ଦୃଶ୍ୟ ଦେଖି ଏହି ଅଭିନେତାଙ୍କୁ ଅପମାନିତ କରି ଘରୁ ବାହାର କରିଦେଇଥିଲେ ପରିବାରଲୋକେ

ବଲିଉଡ୍‌ର ପ୍ରସିଦ୍ଧ ଖଳନାୟକ ରଣଜୀତ୍‌ ନିକଟରେ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ତାଙ୍କ ସହ ଗୁଲଶନ ଗ୍ରୋଭର ଏବଂ ଅଭିନେତ୍ରୀ ବିନ୍ଦୁ ମଧ୍ୟ ଉପସ୍ଥିତ ଥିଲେ। ଏହି ଶୋ’ର ଏକ ପ୍ରମୋ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କପିଲଙ୍କ ସହ କଥା ହେବା ଅବସରରେ ରଣଜୀତ୍‌ ଏକ ରାଜ୍‌ ଖୋଲିଛନ୍ତି। ସେ କହିଛନ୍ତି ଯେ, କ୍ୟାରିୟରର ପ୍ରଥମ ଫିଲ୍ମ‘ଶର୍ମିଲୀ’ରେ ସେ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମର ଏକ ଦୃଶ୍ୟରେ ରଣଜୀତ୍‌ ଅଭିନେତ୍ରୀ ରାକ୍ଷୀଙ୍କ କେଶ ଧରି ତାଙ୍କୁ ବଳାତ୍କାର କରିଥିଲେ। ଏହି ବଳାତ୍କାର ଦୃଶ୍ୟ ଦେଖିବା ପରେ ପରିବାର ଲୋକେ ତାଙ୍କ ଉପରେ ରାଗି ଅପମାନିତ କରି ଘରୁ ବାହାର କରିଦେଇଥିଲେ। ଶେଷ ଥର ପାଇଁ ରଣଜୀତ୍‌ଙ୍କୁ ଫିଲ୍ମ ‘ହାଉସଫୁଲ-୪’ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରିଟର୍ଣ୍ଣ ଅଫ୍‌ ରାଇମୋହନ

ଚଳଚ୍ଚିତ୍ର ତଥା ଯାତ୍ରା ଜଗତରେ ଏକ ଅତି ପରିଚିତ ନଁା ରାଇମୋହନ। ସେ ଯେତେବେଳେ ଯାହା କରନ୍ତି ତାହା ହୁଏ ନିଆରା। ତାଙ୍କ ଅଭିନୟ ହେଉ...

ସ୍ବାମୀଙ୍କ ଆତ୍ମହତ୍ୟା ପରେ ଏମିତି କହିଥିଲେ ରେଖା, ହନିମୁନ୍‌ରେ ସବୁ ଜାଣି ସାରିଥିଲି…

ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଫିଲ୍ମ କ୍ୟାରିୟର ସହ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ତାଙ୍କ ଫିଲ୍ମ ଜୀବନ ଯେତିକି ସଫଳ...

ଗଲଓ୍ବାନ ଘାଟି ବିବାଦ ଉପରେ ନିର୍ମାଣ ହେବ ଫିଲ୍ମ

ଗଲଓ୍ବାନ ଘାଟିରେ ହୋଇଥିବା ଭାରତ ଏବଂ ଚୀନ୍‌ ମଧ୍ୟରେ ରକ୍ତାକ୍ତ ସଂଘର୍ଷର କାହାଣୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ଏଲ୍‌ଏସିରେ ୨୦ ଭାରତୀୟ ଯବାନଙ୍କ...

୨୩ ବର୍ଷ ପରେ…

ବଲିଉଡ୍‌ର ଏଲିଜିବୁଲ ବ୍ୟାଚେଲର ସଲ୍ଲୁ ମିଅଁ। ଓରଫ ସଲ୍‌ମାନ ଖଁ।। ରାଜଶ୍ରୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ‘ମୈନେ ପ୍ୟାର୍‌ କିୟା’ରେ ତାଙ୍କୁ ନାୟକ ଭାବରେ ବ୍ରେକ୍‌...

ଜୟମାଳା ବେଳେ ରୋମାଣ୍ଟିକ ହୋଇଥିଲେ ସିଦ୍ଧାର୍ଥ-କିଆରା; ଭାଇରାଲ ହେଉଛି ଭିଡିଓ

ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ହିଟ୍‌ କଳାକାର ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀ। ପ୍ରଥମେ ଦୁହିଁଙ୍କ ବିବାହକୁ...

ବେଳାଭୂମିରେ ଶାହରୁଖଙ୍କ ଚିତ୍ର

ଇସଲାମାବାଦ୍‌: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ନିକଟରେ...

ସ୍ବପ୍ନ ପୂରଣ ହେଲା

ମୁମ୍ବାଇ: ବଲିଉଡର ମୋଷ୍ଟ ଆଓ୍ବେଟେଡ ମୁଭି ‘କିସି କା ଭାଇ କିସି କି ଜାନ’ର ଗୀତ ‘ୟେଂତମ୍ମା’ ରିଲିଜ ହେବା ପରେ ପରେ ଚର୍ଚ୍ଚାକୁ ଆସିଯାଇଛି।...

ଦୁର୍ଗା ମଣ୍ଡପରେ ଭଉଣୀଙ୍କ ମିଳନ

ମୁମ୍ବାଇ: ସମଗ୍ର ଦେଶରେ ଏବେ ପୂଜାର ମାହୋଲ। ମା’ଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକରେ ଲୋକଙ୍କ ଭିଡ ଜମୁଥିବା ବେଳେ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ୨୦୦୧ରେ...

Advertisement
Archives

Model This Week