ମନୋରଞ୍ଜନ

ଇ-ରିକ୍ସା ଚଲାଇଲେ ଜାହ୍ନବୀ!

ମୁମ୍ବାଇ: ନିଜର କ୍ୟୁଟ ନେସ୍ ପାଇଁ ସମସ୍ତଙ୍କ ଦିଲ୍ ଜିତିଥିବା ବଲିଉଡ୍ ନାୟିକା ଜାହ୍ନବୀ କପୁର ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିବା ଜାହ୍ନବି ଏବେ କିଛି ଭିଡିଓ ଓ ଫଟୋ ଶେୟାର କରି…

ପୁଣି ଭୋଭୋ ହୋଇ କାନ୍ଦିଲେ ଏହି ଅଭିନେତ୍ରୀ

ବିଗ ବସ୍‌ ସିଜନ୍‌ -୧୪ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। ଫାଇନାଲ ଯେତିକି ପାଖେଇ ଆସୁଛି, ପ୍ରତିଯୋଗୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ପ୍ରତିଯୋଗୀମାନେ ଜିତିବା ପାଇଁ କିଛିବି କରିବାକୁ ପ୍ରସ୍ତୁତ ରହୁଛନ୍ତି। ବର୍ତ୍ତମାନ ଶୋ’ର ଏକ ନୂଆ ପ୍ରୋମୋ…

ଧଳା ଜ୍ୟାକେଟ୍‌ ପିନ୍ଧି ଟ୍ରୋଲ୍‌ ହେଲେ ନିୟା, ପ୍ରଂଶସକ କହିଲେ ଏମିତି

ନାଗିନ୍‌ ସିରିଏଲ୍‌ରେ ଅଭିନୟ କରିଥିବା ନିୟା ଶର୍ମା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି। ନିୟା ତାଙ୍କର ଫ୍ୟାଶନେବଲ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଥର ବୋଲ୍ଡ ଷ୍ଟାଇଲ୍‌କୁ ନେଇ ଟ୍ରୋଲ୍‌ର ଶିକାର ମଧ୍ୟ ହୁଅନ୍ତି। ସେ ବର୍ତ୍ତମାନ…

ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡ଼ିଥିଲେ ପିସି, ମା’ଙ୍କୁ ବି ଲୁଚାଇଥିଲେ କଥା

ବମ୍ବେ: ନିଜ ପୁସ୍ତକ ‘ଅନ୍‌ଫିନିସ୍‌ଡ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏଥିରେ ସେ ନିଜ ଜୀବନ ସହ ଜଡ଼ିତ ଅନେକ କିଛି ପ୍ରସଙ୍ଗରେ ଖୁଲାସା କରିଛନ୍ତି। ସେଥିରୁ ଗୋଟିଏ ହେଉଛି ତାଙ୍କର ବ୍ରେକ୍‌ଅପ୍‌ ପରର ସମୟ। ୨୦୧୬ରେ ପିସି…

ସଲମାନ୍‌ଙ୍କ ‘ଟାଇଗର-୩’ରେ ଖଳନାୟକ ହେବେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଟାଇଗର-୩’କୁ ନେଇ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ସଲ୍ଲୁଙ୍କ ବିପକ୍ଷରେ ଅଭିନେତ୍ରୀ ହେବେ କ୍ୟାଟ୍ରିନା କୈଫ୍‌। ଫିଲ୍ମର ଶୁଟିଂ ଆଗାମୀ ମାର୍ଚ୍ଚରୁ ଆରମ୍ଭ ହେବ। ତେବେ ଏହି ଫିଲ୍ମରେ ଆଉ ଜଣେ…

ଅମିତାଭଙ୍କଠାରୁ ଅଧିକ ଟଙ୍କା ନେଉଥିଲେ ଏହି ଅଭିନେତା

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ ଭାବେ ପରିଚିତ ପ୍ରାନଙ୍କ୍‌ ଆଜି ୧୦୧ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ପ୍ରାନ୍‌ ଏପରି ଜଣେ କଳାକାର ଥିଲେ, ଯିଏ ତାଙ୍କ ଅଭିନୟ ପାଇଁ ଚର୍ଚ୍ଚାରେ…

ଏହି ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି ଅମୀରଙ୍କ ଝିଅ ଇରା

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ଅମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିବା ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ତେବେ ଏହି ଚର୍ଚ୍ଚାକୁ ସତ ବୋଲି ପ୍ରମାଣିତ କରିଛନ୍ତି ଇରା। ଗୁରୁବାର ନୂପୁର ଶିଖରେଙ୍କ ସହ ନିଜ…

ମୋ ସ୍ବାମୀଙ୍କଠାରୁ ଦୂରରେ ରୁହ- ରେଖାଙ୍କୁ ଏଭଳି ଧମକ ଦେଇଥିଲେ ଡିମ୍ପଲ କପାଡ଼ିଆ, ହେଲେ..

ବମ୍ବେ: ବଲିଉଡ୍‌ରେ ବିବାହିତ ଅଭିନେତାଙ୍କ ସହ ଅଭିନେତ୍ରୀଙ୍କ ନାମ ଯୋଡ଼ାଯିବା ନୂଆ କଥା ନୁହେଁ। ହେଲେ ବେଳେବେଳେ ଏହା ଚର୍ଚ୍ଚିତ ହୋଇଥାଏ। ଏକ ସମୟରେ ରେଖା, ରାଜେଶ ଖାନ୍ନା ଏବଂ ଡିମ୍ପଲ କପାଡ଼ିଆଙ୍କ କ୍ଷେତ୍ରରେ ସେଭଳି କିଛି ଘଟିଥିଲା। ତିନିଜଣ ବଲିଉଡ୍‌ର…

ଅଟୋ ଡ୍ରାଇଭରଙ୍କ ଝିଅ ଜିତିଲେ ମିସ୍‌ ଇଣ୍ଡିଆ ରନର୍ସଅପ୍‌: ଏମିତି ଥିଲା ସଂଘର୍ଷର କାହାଣୀ

ତେଲେଙ୍ଗାନାର ଜଣେ ଇଞ୍ଜିନିୟର ମନସା ବାରାଣାସୀଙ୍କୁ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ୨୦୨୦ର ବିଜେତା ଭାବରେ ମନୋନୀତ କରାଯାଇଛି। ହରିୟାଣାର ମନିକା ଶୋକାଣ୍ଡଙ୍କୁ ଭିଏଲ୍‌ସିସି ଫେମିନା ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ୨୦୨୦ ଘୋଷିତ ହୋଇଥିବାବେଳେ ମନ୍ୟା ସିଂ ଏହି ପ୍ରତିଯୋଗିତାରେ ରନର୍ସଅପ୍‌…

ଆତ୍ମହତ୍ୟା କଲେ ଏହି ପ୍ରସିଦ୍ଧ ଟିକ୍‌ ଟକ୍‌ ଷ୍ଟାର: ମୃତ୍ୟୁ ପୂର୍ବରୁ ଲେଖିଲେ…

ଆମେରିକାର ପ୍ରସିଦ୍ଧ ଟିକ୍‌ ଟକ୍‌ ଷ୍ଟାର ଦଝରିୟା ଶେଫର ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ଭିଡିଓ ପୋଷ୍ଟ କରିବା ପରେ ଆତ୍ମହତ୍ୟା କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକ ଭିଡିଓ ପୋଷ୍ଟକରି ଲେଖିଛନ୍ତି, ମୁଁ ଜାଣେ, ମୁ ତୁମ ସମସ୍ତଙ୍କୁ ବିବ୍ରତ କରୁଛି ଏବଂ…

ସଲମାନ-କ୍ୟାଟ୍ରିନାଙ୍କ ମଝିରେ ଇମ୍ରାନ କଣ୍ଟା

ମୁମ୍ବାଇ: ୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ‘ଟାଇଗର’ରେ ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ବ୍ଲକବଷ୍ଟର ହିଟ୍‌ ହୋଇଥିଲା। ଏହାପରେ ଦୁଇଜଣ କେତେକ ଫିଲ୍ମରେ ଏକାଠି କାମ କରିଛନ୍ତି। ବର୍ତ୍ତମାନ ସଲମାନଙ୍କ ଫିଲ୍ମ ‘ଟାଇଗର-୩’କୁ ନେଇ ଚର୍ଚ୍ଚା…

ମାମୁଙ୍କର ଅତି ନିକଟତର ଥିଲେ ଏହି ସଙ୍ଗୀତକାର: ମୃତ୍ୟୁ ପରେ ତାଙ୍କ କଙ୍କାଳରେ ତିଆରିକଲେ ଗୀଟାର

ଆମେରିକାର ସଙ୍ଗୀତକାର ପ୍ରିନ୍ସ ମିଡନାଇଟ୍‌ଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କୁ ଏବଂ ତାଙ୍କ ଗୀଟାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓକୁ ବହୁତ ଶେୟାର ମଧ୍ୟ କରାଯାଉଛି। ତେବେ ପ୍ରିନ୍ସଙ୍କ ଗୀଟାର ପଛର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?