ବିଦ୍ୟା ବାଲାନ୍‌ଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଏକଦା ବିଗ୍‌ବସ୍‌ରେ କରିଥିଲେ ଅଶୋଭନୀୟ କାଣ୍ଡ

ବମ୍ବେ: ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା। ‘ଟାଇମ୍‌ ପାସ୍‌’, ‘ରେଡ୍‌ ସ୍ବସ୍ତିକ’ ଭଳି ଚଳଚ୍ଚିତ୍ରରେ କାମ କରିଥିବା ସର୍ଲିନ୍‌ ଅନେକ ଥର ବିବାଦକୁ ଆସିଛନ୍ତି। ବିଗ୍‌ ବସ୍‌ ସିଜନ୍‌ -୩ରେ ପ୍ରତିଯୋଗୀ ଥିଲେ ସର୍ଲିନ୍‌। ସେତେବେଳେ ସେ ବାଥ୍‌ରୁମ୍‌ରେ କ୍ୟାମେରା ଲଗାଯାଉ ବୋଲି ଜିଦ୍‌ ଧରିଥିଲେ। ସେ କ୍ୟାମେରା ସମ୍ମୁଖରେ ଗାଧୋଇବାକୁ ଭଲ ପାଆନ୍ତି ବୋଲି କହିଥିଲେ। ହେଲେ ନିର୍ମାତାମାନେ ଏଥିରେ ରାଜି ହୋଇ ନ ଥିଲେ। ଏହାର କିଛି ଦିନ ପରେ ସେ ଶୋ’ରୁ ବିଦା ହୋଇଯାଇଥିଲେ।

କେବଳ ଏତିକି ନୁହେଁ ଏକଦା ବିଦ୍ୟା ବାଲାନ୍‌ଙ୍କ ସହ ରୋମାନ୍ସ କରିବାକୁ ଚାହୁଁଥିବା କହିଥିଲେ ସର୍ଲିନ। ଏକ ସାକ୍ଷାତକାରରେ କେଉଁ ଅଭିନେତାଙ୍କ ସହ ଇଣ୍ଟିମେଣ୍ଟ ସିନ୍‌ କରିବାକୁ ଚାହୁଁଥିବା ତାଙ୍କୁ ପଚରାଯାଇଥିଲା। ଉତ୍ତରରେ ବିଦ୍ୟାଙ୍କ ନାମ ନେଇଥିଲେ ସେ। ଏପରିକି ସ୍ବାମୀ ସିଦ୍ଧାର୍ଥଙ୍କ ଅପେକ୍ଷା ସେ ବେଶି ଭଲରେ ବିଦ୍ୟାଙ୍କୁ ରଖିବେ ବୋଲି କହିଥିଲେ।

ଆଜି ସର୍ଲିନ ନିଜର ଜନ୍ମଦିନ ପାଳନ କରୁଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏତିକି କୋଟି ଟଙ୍କାର ମାଲିକାଣୀ ଅଟନ୍ତି ମାଧୁରୀ

ମୁମ୍ବାଇ: ବଲିଉଡ୍‌ର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ଆଜି ଅର୍ଥାତ୍‌ ମେ’ ୧୫ରେ ଜନ୍ମଦିନ। ମାଧୁରୀ ୧୬ ବର୍ଷ ବୟସରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ।...

ପୁଣି ଟିଭିରେ ନଜର ଆସିବେ ସୁଶାନ୍ତ-ଅଙ୍କିତା ଯୋଡି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ତାଙ୍କ ହଠାତ୍‌ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଏବଂ...

ବଲିଉଡ୍‌ ବିବାହରେ କରୋନା ଗ୍ରହଣ: ସ୍ଥଗିତ ହେଲା ଷ୍ଟାରଙ୍କ ଓ୍ବେଡିଂ

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଲକ୍‌ଡାଉନ୍‌ର ମାହୋଲ ସୃଷ୍ଟି ହୋଇଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲୋକମାନେ ଘରୁ ବାହାରିବା ବନ୍ଦ କରିସାରିଲେଣି।...

ବିଗ ବସ୍‌ର ୧୬ତମ ସିଜିନରେ ନଜର ଆସିବେ ନୁସରତ?

ମୁମ୍ବାଇ: ଟେଲିଭିଜନର ସବୁଠାରୁ ବଡ ବିବାଦୀୟ ରିୟଲିଟି ଶୋ’ ବିଗ ବସର ୧୬ ତମ ସିଜିନ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏବେ ଶୋ’ର...

କପିଲ ଶେୟାର କଲେ ‘ବେବିମୁନ୍‌’ ସମୟର ଫଟୋ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ମୁମ୍ବାଇ: ବାପା ହେବାକୁ ଯାଉଛନ୍ତି କମେଡିଆନ କପିଲ ଶର୍ମା। ପରିବାରର ସଦସ୍ୟମାନେ ଗିନ୍ନିଙ୍କ ଯତ୍ନ ନେଉଥିବା ବେଳେ କପିଲ ନିଜେ ସ୍ତ୍ରୀଙ୍କ ମନକଥାକୁ ବୁଝିବାକୁ ପଛାଉନାହାନ୍ତି।...

ଅମରିଶ ପୁରୀଙ୍କ ବାୟୋପିକ

ମୁମ୍ବାଇ: ବଲିଉଡରେ ଏବେ ବାୟୋପିକର ଟ୍ରେଣ୍ଡ ଚାଲଛି । ହିନ୍ଦୀ ସିନେମାର ଦମଦାର ଅଭିନେତା ତଥା ଖଳନାୟକ ‘ମୋଗେଂବୋ’ଙ୍କ କାହାଣୀ ବଡ ପରଦାରେ ଦେଖିବା ଏକ...

କଙ୍ଗନାଙ୍କ ସ୍ବପ୍ନ ହେଲା ପୂରଣ

ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ବଲିଉଡ୍‌ର ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ନିଜ ଅଭିନୟ ଜରିଆରେ ସେ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।...

‘ପଠାନ’ର ପ୍ରଥମ ଗୀତ ରିଲିଜ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଆସନ୍ତା ଜାନୁୟାରୀରେ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେତ ଉତ୍ସାହିିତର...

Advertisement
Archives

Model This Week