ସଲମାନ୍‌ଙ୍କ ସାମ୍ନାରେ ଆଣ୍ଠେଇ ଭୋ ଭୋ ହୋଇ କାନ୍ଦିଥିଲେ କରଣ

କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ୧୯୯୮ରେ ରିଲିଜ୍‌ ହୋଇଥିଲା। ଏଥିରେ ପ୍ରମୁଖ ଚରିତ୍ରରେ ଶାହାରୁଖ ଖାନ୍‌, କାଜଲ ଏବଂ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ତେବେ ଏଥିରେ ସଲମାନ ଖାନ୍‌ଙ୍କର ଏକ ଅତିଥି ଚରିତ୍ର ରହିଥିଲା। ଏହି ସୁପରହିଟ୍‌ ଫିଲ୍ମ ସହ ଜଡିତ ଅନେକ କାହାଣୀ ରହିଛି।
କରଣ ଜୋହର ଚାହୁଁଥିଲେ ଯେ. ସଲମାନ ଫିଲ୍ମର ବିବାହ ଦୃଶ୍ୟ ପାଇଁ ଏକ ସୁଟ୍‌ ପିନ୍ଧନ୍ତୁ। କିନ୍ତୁ ସଲମାନ କୁହନ୍ତି, ‘ମୋର ଏଥିରେ ବହୁତ ଭଲ ଧାରଣା ଅଛି, ମୁଁ ବିବାହ ସମୟରେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବି। ଏହା ଶୁଣିବା ପରେ କରଣ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ଭାବନ୍ତି ଯେ ସଲମାନ ତାଙ୍କ ସହ ଥଟ୍ଟା କରୁଛନ୍ତି।
କିଛି ସମୟ ପରେ ପୁଣି କରଣ ସଲମାନଙ୍କୁ କକହିଥିଲେ, ଆପଣଙ୍କୁ ସୁଟ୍‌ ପିନ୍ଧିବାକୁ ପଡିବ। ଫିଲ୍ମ ଅନୁଯାୟୀ ଜିନ୍ସ ଚଳିବ ନାହିଁ। କିନ୍ତୁ ସଲମାନ ଏଥିପାଇଁ ମନା କରିଦେଇଥିଲେ। ଏଥିପାଇଁ କରଣ ସଲମାନ୍‌ଙ୍କୁ ମନାଇବାରେ ଥକି ପଡ଼ିବା ପରେ କାନ୍ଦିବାକୁ ଲାଗନ୍ତି। ପରେ ସଲମାନ୍‌ଙ୍କ ସାମ୍ନାରେ ଆଣ୍ଠେଇ ହାତ ଯୋଡି କୁହନ୍ତି, ଏହା ମୋର ପ୍ରଥମ ଫିଲ୍ମ, ଏହି ସୁଟ ପ୍ରକୃତରେ ଆପଣଙ୍କୁ ଭଲ ଲାଗିବ ।
କରଣଙ୍କ କାନ୍ଦ ଦେଖି ସଲମାନ ଚକିତ ହୋଇ କୁହନ୍ତି, ତୁମେ ବିରକ୍ତ ହୁଅ ନାହିଁ । ମୁଁ ଏହାକୁ ପିନ୍ଧିବି। କାନ୍ଦ ବନ୍ଦକର, ନ ହେଲେ ମୁଁ ତୁମକୁ ମାରିଦେବି ବୋଲି ସଲମାନ୍‌ କହିଥିଲେ। ଏକ ସାକ୍ଷାତକାରରେ ନିଜେ କରଣ ଏହି କଥା କହିଥିଲେ। ଏସ କହିଥିଲେ ଯେ, ମୁଁ ଜାଣିଥିଲି ସଲମାନ ଶେଷରେ ରାଜି ହେବେ, କାରଣ ତାଙ୍କର ହୃଦୟ ବହୁତ ବଡ଼ ଏବଂ ସେ ସମସ୍ତଙ୍କୁ ସାହାଯ୍ୟ କରନ୍ତି। ସେତେବେଳେ ଏହା ସବୁ ଅଦ୍ଭୁତ ଥିଲା, କିନ୍ତୁ ଏହା ମଜା ଥିଲା ବୋଲି କରଣ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାଡ୍‌ମ୍ୟାନ,ଟଏଲେଟ୍‌ ପରେ ପୁଣି ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ, ଏହି ଦିନ ହେବ ରିଲିଜ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତେବେ ଆସନ୍ତା ବର୍ଷ ଭଲ ହେବ ବୋଲି ଆଶା କରାଯାଉଛି।...

ଉଦାହରଣ ପାଲଟିଲେ ଭାରତୀ

ବମ୍ବେ: ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କମେଡି କୁଇନ୍‌ ଭାରତୀ ସିଂହ। ମା’ ହେବାର ୧୨ ଦିନ ପରେ ସେ କାମକୁ ଫେରିଛନ୍ତି। ଶୁକ୍ରବାର ତାଙ୍କୁ...

ଅନନ୍ୟାଙ୍କ ମୋଟ ସମ୍ପତ୍ତି ମୂଲ୍ୟ କେତେ ଜାଣନ୍ତି

‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଅନନ୍ୟା ପାଣ୍ଡେ ଖୁବ କମ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ...

କାନ୍ଦୁଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ଝିଅ: ଜାଣନ୍ତୁ କାହିଁକି…

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ଝିଅ ସୁହାନା ଖାନ୍‌ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁହାନା ଏପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ...

ପୁଣି ଚର୍ଚ୍ଚାରେ ଅମିରଙ୍କ ଝିଅ ଇରା

ଅମିର ଖାଁଙ୍କ ଝିଅ ଇରା ଏବେ ଚର୍ଚ୍ଚାରେ। କେତେବେଳେ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ନେଇ ତ ଆଉ କେତେବେଳେ ନିଜର ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି।...

ପ୍ରତି ୨ମିନିଟ୍‌ରେ ଥରେ ଚେକ୍‌ କରୁଥିଲି ଝିଅର ହାର୍ଟବିଟ୍‌: ପ୍ରିୟଙ୍କା

ମୁମ୍ବାଇ, ୨୮।୪: ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଓ୍ବେବ ସିରିଜ ସିଟାଡେଲକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଓ୍ବେବ ସିରିଜ୍‌କୁ ସେ ଜୋରଦାର ପ୍ରମୋଶନ କରିଛନ୍ତି।...

ଅକ୍ଷୟ କୁମାରଙ୍କ ଦୁଃଖ: ବଡ ନିର୍ଦ୍ଦେଶକ ମୋତେ ଫିଲ୍ମରେ ନେଉନାହାନ୍ତି

ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ବକ୍ସଅଫିସ ହିଟ ସିନେମା ଦେଇ ଆସୁଛନ୍ତି। କିନ୍ତୁ ତାଙ୍କୁ ଇଣ୍ଡଷ୍ଟ୍ରୀର ବଡ ବଡ ନିର୍ଦ୍ଦେଶକଙ୍କ ସହ ଖୁବ୍‌ କମ୍‌...

ଅଭିନେତା ଜୋ ତୁରକେଲଙ୍କ ପରଲୋକ

ୱାଶିଂଟନ,୨।୭: ହଲିଉଡ ଅଭିନେତା ଜୋ ତୁରକେଲଙ୍କର ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ...

Advertisement
Archives

Model This Week