ସାରାଙ୍କର ହେଲା ଅସ୍ତ୍ରୋପଚାର, ପ୍ରଶଂସକଙ୍କୁ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ସେ ନିଜ ଫିଲ୍ମ ପାଇଁ ତ ଆଉ କେତେବେଳେ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ। ଏଥର ସେ ଏକ ଭିଡିଓ ପାଇଁ ଚର୍ଚ୍ଚାରେ ରହିଛନ୍ତି।
ବାସ୍ତବରେ, ସାରା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ଦାନ୍ତ ଡାକ୍ତରଙ୍କ ପାଖରେ ଦାନ୍ତ ଦେଖାଉଥିବାର ଦେଖିବାକୁ ମିଳୁଛି। ପରେ ସେ ମା’ଙ୍କ ସହ ରାତ୍ରୀ ଭୋଜନ ବିଷୟରେ କଥା ହେଉଛନ୍ତି। କିନ୍ତୁ ସେ ଠିକ୍‌ ଭାବେ କହିପାରୁ ନାହାନ୍ତି। ଏଥିପାଇଁ ସେ ପ୍ରଶଂସକଙ୍କୁ କ୍ଷମା ମଧ୍ୟ ମାଗୁଛନ୍ତି। ପରେ ଅସ୍ତ୍ରୋପଚାର କରାଯାଇ ତାଙ୍କର ଜ୍ଞାନ ଦାନ୍ତ ବାହାର କରାଯାଉଛି। ଏହାପରେ ସାରା କହୁଛନ୍ତି, ଧନ୍ୟବାଦ ଡାକ୍ତର ଶେଟ୍ଟୀ ଜୀ…। ସାରାଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୨୦ ଲକ୍ଷ ଥର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଏଲଗ କହିବାବେଳେ କାନ୍ଦି ପକାଇଲେ ଏହି ଅଭିନେତ୍ରୀ, ଭିଡିଓ ଭାଇରାଲ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ କ୍ୟାରିୟର ଖୁବ୍‌ ଭଲ ଏବଂ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଫିଲ୍ମରେ କାମ କରିଛନ୍ତି। ୨୦୧୯ ମସିହାର ଚଳଚ୍ଚିତ୍ର ‘ଗୁଲି...

କରଣଙ୍କୁ ଆଇକନ୍‌ ଆଓ୍ବାର୍ଡ

ଲଣ୍ଡନ ୧୨ା୭: ସିନେଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ଏବଂ ଆସିଫ୍‌ କପାଡିଆଙ୍କୁ ଲଣ୍ଡନ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ(ଏଲ୍‌ଆଇଏଫ୍‌ଏଫ୍‌)ରେ ଆଇକନ୍‌...

ନିଜ ସ୍ବାମୀଙ୍କୁ ‘ଅହଂକାରୀ’ କହିଲେ ଏହି ଅଭିନେତ୍ରୀ

ବିଗ ବସ ୧୪ରେ ନିଜର ଚମତ୍କାର ପ୍ରଦର୍ଶନ କରିଥିବା ରାକ୍ଷୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ରାଖୀ କହିଛନ୍ତି ଯେ ତାଙ୍କ ସ୍ବାମୀ ରିତେଶ...

ଶ୍ରୁତିଙ୍କୁ ୪୩ : ଏକ ଅନ୍ତରଙ୍ଗ ସିନ୍‌ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିୟନ୍ତ୍ରଣ

ମୁମ୍ବାଇ,୧୮।୧୨: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ଶୁକ୍ରବାର ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬...

ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ମାସିକ କେତେ ଦରମା ନିଅନ୍ତି

ବଲିଉଡ ସେଲିବ୍ରିଟିମାନେ ସବୁବେଳେ ନିଜ ଚାରିପାଖରେ ଜଣେ ଅଙ୍ଗରକ୍ଷୀ ରଖନ୍ତି। ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରାଙ୍କ ସହ ତାଙ୍କର ଘନିଷ୍ଠତା ବିଷୟରେ ଜାଣିଛୁ । ସଲମାନଙ୍କ...

‘ଲୁପ ଲପେଟା’ରେ ତାପସୀଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍ ନାୟିକା ତାପସୀ ପନ୍ନୁ ଜଣେ ଏମିତି କଳାକାର ଯେ ସବୁବେଳେ କିଛି ନା କିଛି ଭିନ୍ନ ଚରିତ୍ରରେ ନଜର ଆସିବାକୁ ପସନ୍ଦ କରିଥାଆନ୍ତି...

ପ୍ରେମ ସମ୍ପର୍କରେ ଫାଟ: ମାତ୍ର ଏକ ବର୍ଷ ବି ଚାଲିପାରିଲାନି ଏସବୁ ଅଭିନେତାଙ୍କ ବିବାହ

ବମ୍ବେ: ସର୍ବଦା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବି-ଟାଉନ୍‌ର ସେଲିବ୍ରିଟିମାନେ। ବିଶେଷକରି ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ଆଲୋଚନା ହୋଇଥାଏ। ବଲିଉଡ୍‌ରେ ଏଭଳି...

କାହାର ପାଦ ଛୁଇଁଲେ ବରୁଣ

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ମାତା ଡେଭିଡ ଧଓ୍ବନଙ୍କ ପୁଅ ହେଉଛନ୍ତି ବରୁଣ ଧଓ୍ବନ। ନିଜ ଅଭିନୟ ପାଇଁ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ। ହେଲେ...

Advertisement
Archives

Model This Week