ମନୋରଞ୍ଜନ

ହଲିଉଡ୍‌ରେ ସୁପରହିଟ୍‌ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ଅଭିନେତ୍ରୀ ଖାଲି ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଦମଦାର ଅଭିନୟ କରି ଦର୍ଶକଙ୍କ ଦୃଦୟ ଜିଣିଛନ୍ତି। ଐଶ୍ୱର୍ଯ୍ୟା ରାୟ: ନିଜର ସୌନ୍ଦର୍ଯ୍ୟ ଆଉ ବଳିଷ୍ଠ ଅଭିନୟକୁ ନେଇ ନୀଳନୟନା ଐଶ୍ୱର୍ଯ୍ୟା କେବଳ ବଲିଉଡ୍‌ରେ ନୁହେଁ ହଲିଉଡ୍‌ରେ ମଧ୍ୟ…

ଚକୋଲେଟ ହିରୋରୁ ପାଗଳ ଖାନା…

ମୁମ୍ବାଇ: ଦିନେ ବଲିଉଡର ଆଗଧାଡ଼ିର ଷ୍ଟାର୍‌ ଥିବା ରାଜ କିରନ ଏବେ କେଉଁଠି ସେନେଇ କାହା ପାଖରେ କୌଣସି ଠିକ ଖବର ନାହିଁ। ତାଙ୍କ ଜୀବନ ଏବେ ଆଟଲାଣ୍ଟାର ଏକ ପାଗଳ ଖାନାରେ ବିତୁଥିବା ପରିବାର ସଦସ୍ୟ କହୁଛନ୍ତି। ରାଜ କିରନଙ୍କ…

ବିବାଦରେ ଦୀପିକାଙ୍କ ନୂଆ ବିଜ୍ଞାପନ, ଚୋରି ଅଭିଯୋଗ ଆଣିଲେ…

ବମ୍ବେ: ବିବାଦରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏକ ନୂଆ ବିଜ୍ଞାପନକୁ ନେଇ ସେ ଅଡୁଆରେ ଫସିଛନ୍ତି। ଜିନ୍ସ କମ୍ପାନୀର ଏହି ବିଜ୍ଞାପନଟିରେ ବିଷୟବସ୍ତୁକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ମାମଲାରେ ନିର୍ଦ୍ଦେଶକ ସୁନି ତୋପରେବାଲା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ…

୪୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି ସ୍ବାମୀ କହିଲେ ଏଭଳି

ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ। ଏହି ଖୁସି ଖବରକୁ କିଶ୍ୱରଙ୍କ ସ୍ବାମୀ ସୂୟଶ ରାୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ସୂଚନା ଦେଇଛନ୍ତି। ଅଗଷ୍ଟରେ ସେମାନଙ୍କର ପ୍ରଥମ ପିଲା ହେବାକୁ ଯାଉଥିବା ସେ କହିବା ପରେ…

ଋଷି କପୁର-ନୀତୁଙ୍କ ବିବାହରେ ପ୍ରଥମଥର ପାଇଁ ଧଳା ଶାଢ଼ୀ ସହ ମଥାରେ ସିନ୍ଦୁର ଭରି ପହଞ୍ଚିଥିଲେ ରେଖା: ଆଖି ଖୋଜୁଥିଲା ଅମିତାଭଙ୍କୁ, ହେଲେ…

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ ଡିଭା କହିଲେ ରେଖାଙ୍କୁ ବୁଝାଯାଏ। ନିଜର ଅଭିନୟ ସାଙ୍ଗକୁ ସୁନ୍ଦରତାକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। କୌଣସି ପାର୍ଟି ଅଥବା ଫଙ୍କଶନ୍‌ରେ ରେଖା ପହଞ୍ଚିଗଲେ ଦେଖଣାହାରୀଙ୍କ ଭିଡ ବଢ଼ିଯାଏ। ବୟସାଧିକ ହେଲେ ହେଁ ଆଜି ବି…

ତୃତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଗାଲ ଗାଡୋଟ ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ୩୫ ବର୍ଷୀୟା ଗାଲ ଇନଷ୍ଟାଗ୍ରାମ ଫଟୋ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଫଟୋରେ, ତାଙ୍କ ସ୍ବାମୀ ଏବଂ ତାଙ୍କର ଦୁଇ ଝିଅ ଧରି…

ଶୁଟିଂ ସମୟରେ ସାନିଟାଇଜର ସିଞ୍ଚନ କଲେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ଏକ ଭିନ୍ନ ଶେଳୀରେ ଦେଖିବାକୁ ମିଳୁଛି। ଏହି ଭିଡିଓର ବିଶେଷତ୍ୱ ହେଉଛି, କରୋନା ଠାରୁ ରକ୍ଷା ପାଇବାର ମାଧ୍ୟମ ଏଥିରେ ସ୍ପଷ୍ଟ ଦେଖିବାକୁ…

ତକିଆ ଧରି ବୋଲ୍ଡ ହେଲେ ଜନ୍‌

ବଲିଉଡ୍‌ର ଆକ୍ସନ ହିରୋ ଜନ୍‌ ଆବ୍ରାହମ୍‌ ନିଜର ଫିଟ୍‌ ବଡ଼ିକୁ ଫିଲ୍ମ ହେଉ ଅବା ଫଟୋ ମାଧ୍ୟମରେ ପ୍ରଶଂସକଙ୍କ ସହ ଅଧିକାଂସ ସମୟରେ ଶେୟାର କରିଥାନ୍ତି। ଅନେକ ଫିଲ୍ମରେ ତାଙ୍କର ବୋଲ୍ଡ ରୂପ ଦେଖିବାକୁ ମିଳିଛି। ପ୍ରଶଂସକମାନେ ତାଙ୍କର ଶୈଳୀକୁ ବହୁତ…

ପ୍ରେମ ଏବେ, ନା ବାବା ନା…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ବୁଧବାର ୩୪ ବର୍ଷ ପୂରଣ ହୋଇଛି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ଶକ୍ତି କପୁର ଏବଂ ମାଉସୀ ପଦ୍ମିନୀ କୋହ୍ଳାପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବାରୁ ବଲିଉଡ୍‌ରେ ଅଭିନୟ…

ଜଙ୍ଗଲରେ ସାଇକେଲ ଚଲାଇଲେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ମାଲଦ୍ୱୀପରେ ସ୍ବାମୀଙ୍କ ସହ ସମୟ ବିତାଉଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ଅଭିନେତ୍ରୀ ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି। ଏବେ ବିପାଶ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ମାଲଦ୍ୱୀପ ଜଙ୍ଗଲରେ…

ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି ବେବି ଡଲ୍‌: ଦେଲେ ଏମିତି ପ୍ରସ୍ତାବ…

ବଲିଉଡ୍‌ର ବେବି ଡଲ୍‌ ସନ୍ନି ଲିଓନି ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ଅଭିନେତ୍ରୀ ଖ୍ରୀଷ୍ଟିଆନର ବିବାହ ପୋଷାକ ପିନ୍ଧି ସଜ ହୋଇଥିବାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଧଳା ରଙ୍ଗର ଏହି ବିବାହ ପୋଷାକରେ ସନ୍ନି ବହୁତ…

ହଲିଉଡ୍ ଅନୁଭୁତି କହିଲେ ଦେଶୀଗର୍ଲ

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ହଲିଉଡ୍‌ରେ ବି ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ସେ ତାଙ୍କର ପୁସ୍ତକ ‘ଅନଫିନିସ୍‌ଡ’ ଲଞ୍ଚ କରିଛନ୍ତି । ଆଉ ଏହି ପୁସ୍ତକକୁ ଭଲ ରେସପନ୍ସ ମିଳିଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri