ତକିଆ ଧରି ବୋଲ୍ଡ ହେଲେ ଜନ୍‌

ବଲିଉଡ୍‌ର ଆକ୍ସନ ହିରୋ ଜନ୍‌ ଆବ୍ରାହମ୍‌ ନିଜର ଫିଟ୍‌ ବଡ଼ିକୁ ଫିଲ୍ମ ହେଉ ଅବା ଫଟୋ ମାଧ୍ୟମରେ ପ୍ରଶଂସକଙ୍କ ସହ ଅଧିକାଂସ ସମୟରେ ଶେୟାର କରିଥାନ୍ତି। ଅନେକ ଫିଲ୍ମରେ ତାଙ୍କର ବୋଲ୍ଡ ରୂପ ଦେଖିବାକୁ ମିଳିଛି। ପ୍ରଶଂସକମାନେ ତାଙ୍କର ଶୈଳୀକୁ ବହୁତ ପସନ୍ଦ ମଧ୍ୟ କରନ୍ତି। ମାତ୍ର ସୋସିଆଲ ମିଡିଆରେ ସେ କମ୍‌ ସକ୍ରିୟ ରହିବା ସହ ବହୁତ କମ୍‌ ଫଟୋ ଶେୟାର କରିଥାନ୍ତି। ନିକଟରେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ପ୍ରଶଂସକ ପୁଣିଥରେ ତାଙ୍କର ବୋଲ୍ଡ ରୂପ ଦେଖି ପାଗଳ ହୋଇଯାଇଛନ୍ତି।
ଜନ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଏକ ସୋଫା ଉପରେ ବସିଥିବା ବେଳେ କିଛି ପିନ୍ଧି ନାହାନ୍ତି। କେବଳ ଏକ ତକିଆକୁ କେଳରେ ଧରିଥିବା ବେଳେ ମୁହଁରେ ତାଙ୍କର ଦୁଷ୍ଟ ହସ ସ୍ପଷ୍ଟ ବାରିହୋଇ ପଡ଼ୁଛି। ଏହି ଫଟୋ ଶେୟାର କରି ଜନ୍‌ ଲେଖିଛନ୍ତି, ମୁଁ ଆଲମାରୀକୁ ଅପେକ୍ଷା କରିଛି। ଜନ୍‌ଙ୍କ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୀତ ପାଇଁ ଗୀତା

ଦୀର୍ଘ ୫ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରେଡ଼ିଓ, ଟିଭି ଓ ଚଳଚ୍ଚିତ୍ରରେ ଭଜନ, ଜଣାଣ, ଗୀତ ଓ ସୁଗମ ସଙ୍ଗୀତରେ ତାଙ୍କ କଣ୍ଠସ୍ବର ସବୁବର୍ଗର ଶ୍ରୋତାଙ୍କ...

ଫ୍ୟାନଙ୍କଠାରୁ ବିବାହ ପ୍ରସ୍ତାବ ପାଇ ଏମିତି କହିଲେ କ୍ୟାଟ୍ରିନା

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଅପ୍‌କମିଂ ଫିଲ୍ମ ‘ଭାରତ’କୁ ନେଇ ବହୁତ ଖୁସି। ଫିଲ୍ମଟି ଆସନ୍ତା ଜୁନ୍‌ ୫ରେ ରିଲିଜ ହେବ। ଫିଲ୍ମର ପ୍ରମୋଶନକୁ ନେଇ କ୍ୟାଟି୍ରିନା...

ଫିଟ୍‌ନେସ୍‌ ପାଇଁ ଏବେ ପୋଲ୍‌ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ

ଖୀଲାଡି କିଙ୍ଗ୍‌ ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌କୁ ନେଇ ସବୁବେଳେ ସଚେତନ। ସୁସ୍ଥ ରହିବା ପାଇଁ ସର୍ବଦା ସେ ନୂଆ ନୂଆ ଶୈଳୀ ଆପଣାଇ ଥାନ୍ତି।...

ଓଡ଼ିଆ ଭାଷାରେ ‘ଥ୍ରୀଲର’

ଭୁବନେଶ୍ୱର (ବ୍ୟୁରୋ),୧୫।୮: ମହାମାରୀ କରୋନା ଲାଗି ସିନେମା ହଲ୍‌ ବନ୍ଦ ଥିବାବେଳେ ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ତଥା ବହୁ ପ୍ରତୀକ୍ଷିତ ଫିଲ୍ମ...

ଏହି ଅଭିନେତା ରେଖାଙ୍କୁ କାଳି, ମୋଟି କହିବା ପରେ…

ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସ୍ଥାନଟିଏ ପାଇଁ କଠିନ ପରିଶ୍ରମ ସହ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ୧୪ ବର୍ଷ ବୟସରୁ, ରେଖା...

ମୁଁ ବହୁତ ଭାଗ୍ୟବାନ: ନିକ୍‌

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଫଳରେ ଏବେ ହଲିଉଡ୍‌ରେ ବି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଲେଣି ।...

ଖୁସି ଅନ୍ତରାଳେ..

ବେଳେ ବେଳେ ମଣିଷ ଯାହା ଭାବୁଥାଏ ତାହା ସତରେ ପରିଣତ ହୁଏ। ସେଗୁଡ଼ିକ ମଧ୍ୟରୁ କେତେକରେ ସୁଖ ଅନୁଭୂତି ଥାଏ ତ କେତେକ ମନକୁ ଦୁଃଖରେ...

ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡା ମାରିଥିଲେ ହେମାମାଳିନୀଙ୍କ ଝିଅ

ବଲିଉଡରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା। ଏପରି ଝଗଡା ହୋଇଥାଏ ଯେ ସେମାନେ ପରସ୍ପର ସହିତ ଚଳଚ୍ଚିତ୍ରରେ କାମ କରିବାକୁ...

Advertisement
Seven Jackpot


Archives

Model This Week