ମନୋରଞ୍ଜନ

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: କରୋନାରେ ଥିଲେ ଆକ୍ରାନ୍ତ

ଲୋକପ୍ରିୟ ଅଭିନେତା ସତୀଶ କୌଲଙ୍କର ଶନିବାର ପରଲୋକ ଘଟିଛି। ସେ ବି. ଆର୍‌ ଚୋପ୍ରାଙ୍କ ‘ମହାଭାରତ’ରେ ଇନ୍ଦ୍ର ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ। ତାଙ୍କର ମୃତ୍ୟୁ ଘଟିଥିବା ନେଇ ବଲିଉଡ୍‌ ପ୍ରଯୋଜକ ଅଶୋକ ପଣ୍ଡିତ ଟୁଇଟ୍‌ କରି…

କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ୨ ମିନିଟ ବିରାଟଙ୍କ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ

ବଲିଉଡ୍‌ର ସଫଳ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌। ଲୋକଙ୍କୁ ପ୍ରେରଣା ଦେବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ଇଣ୍ଡଷ୍ଟ୍ରିରେ ଏମିତି ଅନେକ ତାରକା ରହିଛନ୍ତି, ଯେଉଁମାନେ କ୍ୟାଟ୍‌ଙ୍କ କଠିନ ପରିଶ୍ରମରେ ପ୍ରଭାବିତ ହୋଇ…

ପୁଅର ଏହି କାମରେ ବିରକ୍ତ ହେଲେ ମୀରା ରାଜପୁତ

ଶାହିଦ କୁପରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରଶଂସକଙ୍କ ସହ ସବୁବେଳେ ସମ୍ପର୍କରେ ରହିଥାନ୍ତି। ଏବେ ସେ ଏକ ଭିଡିଓ ଶେୟାର କରି ପ୍ରଶଂସକଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଜଣେ ମା’ ରୂପେ ଆପଣମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ନା ନାହିଁ?…

ସନ୍ନି ଲିଓନିଙ୍କୁ ବିବାହ ବାର୍ଷିକୀରେ ଏମିତି ଉପହାର ଦେଲେ ସ୍ବାମୀ

ଅଭିନେତ୍ରୀ ସନ୍ନି ଲିଓନି ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। ସନ୍ନି ଏବଂ ସ୍ବାମୀ ଡାନିଏଲ ୱେବରଙ୍କୁ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି। ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରମାଣିତ କରିବାକୁ ତାଙ୍କୁ…

ବିମାନରେ କାର୍‌ ପାଇଁ ଭଡ଼ା ୫୦ ଲକ୍ଷ…

ମୁମ୍ବାଇ,୧୦।୪: ଅଭିନେତା କାର୍ତ୍ତିକ ଆରୟାନ ଏବେ ସାଢ଼େ ୪ କୋଟି କାର୍‌ର ମାଲିକ ହୋଇଛନ୍ତି। ସେ ଇଟାଲୀରୁ ଏକ ଲ୍ୟାମ୍ବୋରଘିନି ୟୁରର୍ସ କାର୍‌ ଭାରତକୁ ଆଣିଛନ୍ତି। ଏଥିପାଇଁ ବିମାନ ଭଡ଼ା ୫୦ ଲକ୍ଷ ଟଙ୍କା ପଡ଼ିଛି। ତେବେ କାର୍‌କୁ ନେଇ କାର୍ତ୍ତିକ…

କରୀନା ଶେୟାର କଲେ ପୁଅ ତୈମୁରଙ୍କ ଫଟୋ, କହିଲେ…

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର କିଛି ଦିନ ତଳେ ଦ୍ୱିତୀୟ ଥର ମା’ ହୋଇଛନ୍ତି। ଏହି ଅବସରରେ ସେ ସୋସିଆଲ ମିଡିଆରେ ନିଜ ସମ୍ପର୍କରେ ଅପ୍‌ଡେଟ୍‌ ଦେଇ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇରହୁଛନ୍ତି। ଦ୍ୱିତୀୟ ସନ୍ତାନର ମା’ ହେବା ପରେ କରୀନା…

ସନ୍ନିଙ୍କ ଭଳି ସ୍ତ୍ରୀ ପାଇବା ମୋ ପାଇଁ ଭାଗ୍ୟର କଥା: ଡେନିଏଲ

ବମ୍ବେ: ପର୍ନଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ହେବାର ଯାତ୍ରା ସହଜ ନ ଥିଲା। ହେଲେ ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ସନ୍ନି ଲିଓନ। ସ୍ବାମୀ ଡେନିଏଲ ଓ୍ବେବର ମଧ୍ୟ ସ୍ତ୍ରୀଙ୍କୁ ନେଇ ଗର୍ବ ଅନୁଭବ କରନ୍ତି। ଏବେ ଉଭୟ ଦୁଇଟି ପୁଅ…

ଷ୍ଟେଜ୍‌ରେ ସୁନ୍ଦରୀ ମୁକୁଟକୁ ନେଇ ଟଣାଓଟରା: ଆହତ ହେଲେ ମିସେସ୍‌ ଶ୍ରୀଲଙ୍କା, ମିସେସ୍‌ ଓ୍ବାଲର୍‌ଡ ଗିରଫ

ଶ୍ରୀଲଙ୍କାରେ ନିକଟରେ ଅନୁଷ୍ଠିତ ହୋଇଥିବା ସୁନ୍ଦରୀ ପ୍ରତିଯୋଗୀତା ସମୟରେ ବିଜେତାଙ୍କୁ ନେଇ ହୋଇଥିବା ବିବାଦ କାରଣରୁ କଲମ୍ବୋ ପୋଲିସ ମିସେସ ଓ୍ବାଲର୍‌ଡଙ୍କୁ ଗିରଫ କରିଛି। ମିସେସ ଓ୍ବାଲର୍‌ଡ କାରୋଲିନ ଜୁରିଙ୍କ ଉପରେ ଅଭିଯୋଗ ଲାଗିଛି ଯେ, ସେ ନୂତନ ମିସେସ ଶ୍ରୀଲଙ୍କାଙ୍କ…

କରନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅନୁଷାଙ୍କ ଜୀବନରେ ନୂଆ ପ୍ରେମିକଙ୍କ ଏଣ୍ଟ୍ରି: ଏହି ଅଭିନେତାଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ଗତ ଡିସେମ୍ବରରେ ପ୍ରେମିକ କରନ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଥିଲେ ଭିଜେ ତଥା ଅଭିନେତ୍ରୀ ଅନୁଷା ଦାଣ୍ଡେକର। ଉଭୟଙ୍କ ସମ୍ପର୍କ ତୁଟିବା ପଛର କାରଣ ପ୍ରତାରଣା ବୋଲି ଅନୁଷା କହିଥିଲେ। ଏବେ ତାଙ୍କ ଜୀବନରେ ପୁଣି ଥରେ ପ୍ରେମର ବା’ ବୋହିବାରେ…

ଜୟାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅମିତାଭ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଜୟା ବଚ୍ଚନଙ୍କ ଯୋଡ଼ିକୁ ୬୦-୭୦ ଦଶକରେ ଲୋକେ ପରଦାରେ ଖୁବ୍‌ ପସନ୍ଦ କରୁଥିଲେ। ବିବାହ ପରେ ମଧ୍ୟ ଏହି ଯୋଡ଼ିକୁ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରନ୍ତି। ଏହି ଯୋଡ଼ି ପ୍ରେମ ବିବାହ କରିଛନ୍ତି।…

ଅମିତାଭ ବଚ୍ଚନଙ୍କ ଆଗରେ ରେଖାଙ୍କୁ ଶକ୍ତ ଚାପୁଡା ମାରିଥିଲେ ଜୟା: ଜାଣନ୍ତୁ କାହିଁକି

ଏକ ସମୟ ଥିଲା ଯେତେବେଳେ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ ସମ୍ପର୍କରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଥିଲା। ବିବାହିତ ଅମିତାଭ ବଚ୍ଚନଙ୍କ ପାଇଁ ରେଖା ପ୍ରାୟତଃ ନିଜ ପ୍ରେମକୁ ପ୍ରକାଶ କରୁଥିବା ଦେଖାଯାଇଥିଲା ବିଗ ବି ଏହି ପ୍ରସଙ୍ଗରେ ସର୍ବଦା…

ହଲରେ ଭଙ୍ଗାରୁଜା କଲେ ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍‌

ହାଇଦ୍ରାବାଦ୍‌, ୯ା୪- ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ସାଉଥ୍‌ର ପାଓ୍ବାରଷ୍ଟାର କୁହାଯାଉଥିବା ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍ସ ତେଲାଙ୍ଗାନାର ଏକ ହଲରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ବକିଲ ସାବ’ ଦେଖିବାକୁ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?