୩୦ ଥର ଟେକ୍‌ ନେବା ପରେ ମଧ୍ୟ ଡାଏଲଗ୍‌ କହି ପାରି ନଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ଜିତେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ। ସେ ନିଜ କ୍ୟାରିୟରରେ ମଧ୍ୟରେ ଅନେକ ପ୍ରକାରର ଫିଲ୍ମରେ ଅଭିନୟ କରିଛନ୍ତି। ୬୦ରୁ ୯୦ ଦଶକ ମଧ୍ୟରେ ହିନ୍ଦୀ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିତିପାରିଛନ୍ତି। ସେ ହିନ୍ଦୀ ସିନେମାର ଏକମାତ୍ର ଅଭିନେତା ଯିଏକି ତାଙ୍କ କ୍ୟାରିଅରରେ ୮୦ଟି ରିମେକ ଫିଲ୍ମରେ କାମ କରିଛନ୍ତି। ପ୍ରାୟ ଅନେକ ହିଟ୍‌ ଫିଲ୍ମ ସେ କରିଛନ୍ତି। ସେ ୭ ଏପ୍ରିଲ ୧୯୪୨ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରବି କପୁର। ବଲିଉଡର ସଫଳତା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। ଜନ୍ମଦିନ ଅବସରରେ ଜାଣନ୍ତୁ କିଛି ବିଶେଷ କଥା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଜିତେନ୍ଦ୍ର ମୁମ୍ବାଇର ଏକ କୁଡିଆ ଘରେ ରହୁଥିଲେ। ତାଙ୍କ ବାପା ଫିଲ୍ମରେ ଅଳଙ୍କାର ଯୋଗାଉଥିଲେ। କଲେଜରେ ପଢ଼ୁଥିବା ବେଳେ ତାଙ୍କ ବାପାଙ୍କ ହୃଦଘାତ ହୋଇଥିଲା। ସେହି ସମୟରେ ଘର ଚଳାଇବା ପାଇଁ ଅସୁବିଧା ହୋଇଥିଲା। ଏଭଳି ପରିସ୍ଥିତିରେ ଜିତେନ୍ଦ୍ର ଫିଲ୍ମ ନିର୍ମାତା ଶାନ୍ତାରାମଙ୍କୁ ଭେଟିଥିଲେ। ଜିତେନ୍ଦ୍ର ତାଙ୍କୁ ଫିଲ୍ମରେ କାମ କରିବାକୁ କହିଥିଲେ, ସେ କହିଥିଲେ ଯେ ଯଦି ତୁମେ ଚେଷ୍ଟା କରିବାକୁ ଚାହୁଁଛ, ତାହା କର, କିନ୍ତୁ ମୁଁ ତୁମକୁ କୌଣସି କାମ ଦେବି ନାହିଁ। ପରେ ଜିତେନ୍ଦ୍ରଙ୍କୁ ଶାନ୍ତାରାମ ଡାକିଥିଲେ।

ଫିଲ୍ମ ପାଇଁ ଶାନ୍ତାରାମ ଜିତେନ୍ଦ୍ରଙ୍କ ସ୍କ୍ରିନ ପରୀକ୍ଷା ଦେଇଥିଲେ। ୩୦ ଟି ଟେକ ସତ୍ତ୍ୱେ ଜିତେନ୍ଦ୍ର ଡାଏଲଗ୍‌ ସଠିକ ଭାବରେ କହିପାରି ନ ଥିଲେ। ତଥାପି ଫିଲ୍ମ ପାଇଁ ‘ ଗିତ୍‌ ଗାୟା ପଥରୋଁସେ’ ରେ ସେ କାମ କରିଥିଲେ। ଶାନ୍ତାରାମ ହିଁ ତାଙ୍କ ନାମ ରବି କପୁରରୁ ଜିତେନ୍ଦ୍ରରେ ପରିବର୍ତ୍ତନ କରିଥିଲେ। ସେତେବେଳେ ଜିତେନ୍ଦ୍ରଙ୍କ ମାସକୁ ଦରମା ୧୦୦ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ସାଇକେଲ ଚଲାଇଲେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ମାଲଦ୍ୱୀପରେ ସ୍ବାମୀଙ୍କ ସହ ସମୟ ବିତାଉଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ଅଭିନେତ୍ରୀ ପ୍ରଶଂସକଙ୍କ ସହ ଶେୟାର...

ବିବାହର ୧୮ ବର୍ଷ ପରେ ପ୍ୟାରେଣ୍ଟସ ହେଲେ ଏହି କପଲ

ମୁମ୍ବାଇ: ଶାହାରୁଖ ଖାଁ ଓ ମହିମା ଚୌଧୁରୀ ଷ୍ଟାରର ମୁଭି ‘ପରଦେଶ’ରେ ରାଜୀବ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଅପୂର୍ବ ଅଗ୍ନିହୋତ୍ରୀ ଏବେ ପିତା...

୨୦୨୦ର ଫିଲ୍ମ କ୍ୟାଲେଣ୍ଡର: ରିଲିଜ୍‌ ଅପେକ୍ଷାରେ ରହିଛି ବିଗ୍‌ ବଜେଟ୍‌ର ୨୨ରୁ ଅଧିକ ଫିଲ୍ମ

ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ବର୍ଷ ୨୦୧୯। ଆଗାମୀ ବର୍ଷକୁ ସ୍ବାଗତ କରିବା ଲାଗି ଏବେଠୁ ସଜବାଜ ହେବାକୁ ଲାଗିଲେଣି ଅନେକେ। ଏସବୁରେ...

ମରଣ ମୁହଁରୁ ମୋ ଭାଇ ଫେରି ଆସିଛି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଏବେ ଅସୁସ୍ଥ। ହୃଦଘାତ ଯୋଗୁ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ତାଙ୍କର...

ବ୍ରିଟେନ୍‌ରୁ ଆମେରିକା ଯାଏ ଥିଲା ନାମ, ଆଜି ଯାଏ କେହି ଭାଙ୍ଗିନି ରେକର୍ଡ

ବମ୍ବେ: ଦର୍ଶକଙ୍କ ହୃଦୟରେ ଜାଗା ସୃଷ୍ଟି କରିବାରେ ସଫଳ ହେବା ଜଣେ ପୋଖତ କଳାକାରର ଲକ୍ଷଣ। ସେଭଳି ଜଣେ କଳାକାର ଥିଲେ ସଇଦ ଜାଫରୀ। ସେ...

ମୋତେ ବିବାହ କରିବ କି, ୧୦ ବର୍ଷ ସାନ ନିକ୍‌ଙ୍କ ଏହି ପ୍ରଶ୍ନରେ କ’ଣ ଥିଲା ପ୍ରିୟଙ୍କାଙ୍କ ପ୍ରତିକ୍ରିୟା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍‌ ଆଜି ଦ୍ୱିତୀୟ ପ୍ରପୋଜାଲ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ପ୍ରିୟଙ୍କା ନିକ୍‌ଙ୍କ ସହ ଏକ...

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ

ମୁମ୍ବାଇ: ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ...

ଏତିକି ଟଙ୍କାର ଶାଢି ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନବବଧୂ ପରି ସଜେଇ ହୋଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଉର୍ବଶୀ ନିଜ...

Advertisement
Archives

Model This Week