ମନୋରଞ୍ଜନ

ଚର୍ମ ରୋଗରେ ପୀଡ଼ିତ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଚର୍ମ ରୋଗରେ ପୀଡ଼ିତ । ଏକତା ସେ ନିଜେ ଜଣାଇଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ କି ମୁଁ ଏକ ଚର୍ମ ସମସ୍ୟାରେ ପୀଡ଼ିତ ଯାହାର କୌଣସି ଚିକିତ୍ସା…

ବିବାହର ୧୦ ବର୍ଷ ପରେ ପୁଣି ଥରେ ବିବାହ କଲେ ଏହି ଚର୍ଚ୍ଚିତ ଦମ୍ପତି

ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଅଭିନେତା ଗୁରୁମିତ ଚୌଧୁରୀ ପ୍ରାୟତଃ ର୍ଚ୍ଚାରେ ରହିଥାନ୍ତି। ବିବାହର ୧୦ ବର୍ଷ ପରେ ଦ୍ୱିତୀୟଥର ପୁଣି ଉଭୟ ବଙ୍ଗଳୀ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଏହି ଲୋକପ୍ରିୟ ଗୀତ ପାଇଁ ୩୦ ଥର ପୋଷାକ ବଦଳାଇଥିଲେ କରିସ୍ମା

ବଲିଉଡର ଲୋଲୋ ଅର୍ଥାତ୍‌ କରିସ୍ମା କପୁର ଏବେ ଫିଲ୍ମର ପରଦାରେ ଯଦିଓ ନଜର ଆସୁନାହାନ୍ତି, କିନ୍ତୁ ଆଜି ମଧ୍ୟ ତାଙ୍କ ଚଳଚ୍ଚିତ୍ର ସହ ଜଡିତ କାହାଣୀ ଚର୍ଚ୍ଚାରେ ରହିଛି। କରିସ୍ମା କପୁର ୧୭ ବର୍ଷ ବୟସରେ ଫିଲ୍ମ ‘ପ୍ରେମ କଏଦୀ’ ରୁ…

ବବିତାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଏହି ଅଭିନେତା, କେବଳ କରୁଥିଲେ ଟାଇମ୍‌ ପାସ

ବଲିଉଡ୍‌ ଅଭିନେତା ରଣଧୀର କପୁର ଏବଂ ତାଙ୍କ ଝିଅ କରିସ୍ମା କପୁର ଏବେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି। କିନ୍ତୁ ସେ ରିଆଲିଟି ଶୋ’ରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ନିକଟରେ ରଣଧୀର ତାଙ୍କ ଝିଅ ତଥା ଅଭିନେତ୍ରୀ କରିସ୍ମା କପୁରଙ୍କ ସହ…

ଡ୍ରଗ୍ସ ମାମଲରେ ବଲିଉଡ୍‌ ଅଭିନେତା

ଡ୍ରଗ୍ସ ସହିତ ବଲିଉଡ୍‌ର ଇତିହାସ ଖୁବ ଲମ୍ବା। ବାରମ୍ବାର ବଲିଉଡ୍‌ର ଅନେକ ବ୍ୟକ୍ତି ଡ୍ରଗ୍ସ କାରବାର ସହ ଜଡ଼ିତ ଥିବା ନଜର ଆସିଛି । ଅନେକ ସେଲିବ୍ରିଟି ବିଭିନ୍ନ ପ୍ରକାରର ନିଶା ସେବନ କରନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା…

ଆର୍ୟନଙ୍କ ସହ ଗିରଫ ହୋଇଥିବା ଯୁବତୀ ଜଣକ କିଏ…

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଏନ୍‌ସିବି ରବିବାର ଗିରଫ କରିଥିଲା। ହେଲେ ଏନ୍‌ସିବି ଆର୍ୟନଙ୍କ ସହ ତାଙ୍କର ଅନ୍ୟ ସାଥୀଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରିଛି। ତେବେ ସେମାନଙ୍କ ମଧ୍ୟରେ ଥିବା…

ଆର୍ୟନଙ୍କ ଫୋନରୁ ମିଳିଲା ଆପତ୍ତିଜନକ ଫଟୋ

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରେ ଚାଲିଥିବା ଏକ ହାଇ ପ୍ରୋଫାଇଲ ରେଭ ପାର୍ଟି ଉପରେ ଚଢାଉ କରି ୮ ଜଣଙ୍କୁ ଗିରଫ କରିଥିଲା। ଏଥିରେ ସାମିଲ ଥିଲେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ। ସୋମବାର ଏହି ମାମଲାର…

ପ୍ୟାରିସ ଫ୍ୟାଶନ ୱିକରେ ର‌୍ୟାମ୍ପରେ ଚାଲିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ୍ କୁଇନ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଏବେ କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥର ନାୟିକା ପ୍ୟାରିସ ଫ୍ୟାଶନ ୱିକରେ ର‌୍ୟାମ୍ପରେ ଚାଲୁଥିବା ନଜର ଆସିଛନ୍ତି । ହ୍ୱାଇଟ୍ ଗାଉନ୍ ସାଙ୍ଗକୁ…

ଅକ୍ସଫୋର୍ଡରେ ପାଠ ପଢି, ବ୍ୟାଙ୍କରେ କାମ କରୁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପଟୌଦି ଖାନଦାନରେ ଜନ୍ମ ନେଇଥିବା ବଲିଉଡ୍ ଅଭିନେତ୍ରୀ ସୋହା ଅଲ୍ଲି ଖାଁ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୭୮ ମସିହା ଅକ୍ଟୋବର ୪ରେ ଜନ୍ମ ନେଇଥିଲେ ସୋହା । ୩ ଭାଇଭଉଣୀଙ୍କ ମଧ୍ୟରେ ସୋହା ସବୁଠାରୁ…

ଆର୍ୟନଙ୍କ ସହ ମାତ୍ର ଦୁଇ ମିନିଟ୍‌ କଥା ହେଲେ ପିତା ଶାହାରୁଖ, କାନ୍ଦି ପକାଇଲେ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ରେଭ୍‌ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ରବିବାର ବଲିଉଡ୍‌ କିଙ୍ଗ୍‌ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ତାଙ୍କୁ ଲଗାତର ପଚରାଉଚରା ଜାରି ରଖିଛି।…

ଚତୁର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟାଙ୍କ ବିଚ୍ଛେଦ…

ମୁମ୍ବାଇ,୪।୧୦: ସାଉଇ୍‌ ସୁପରଷ୍ଟାର ନାଗେ ଚୈତନ୍ୟା ଏବଂ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ବିବାହ ବିଚ୍ଛେଦ ଘଟିଛି। ୪ର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସମନ୍ଥା-ନାଗ ଚୈତନ୍ୟା ପରସ୍ପରଠାରୁ ଅଲଗା ହୋଇ ଯାଇଛନ୍ତି। ସମନ୍ଥା ସୋସିଆଲ ମିଡ଼ିଆରେ ଏନେଇ ସୂଚନା…

ଅମିତାଭ ବଚ୍ଚନଙ୍କୁ ପ୍ରେମ କରୁଥିଲେ କି, ରେଖା ଦେଲେ ଏମିତି ଉତ୍ତର

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରେଖା ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଉଭୟ ‘ସିଲସିଲା’ ଏବଂ ‘ମୁକଦ୍ଦର କା ସିକନ୍ଦର’ ପରି ଅନେକ ହିଟ ଫିଲ୍ମରେ ଏକାଠି କାମ କରିଥିଲେ। ଏକ ସମୟ ଥିଲା, ଅମିତାଭ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?