ମନୋରଞ୍ଜନ

ପ୍ରେମିକଙ୍କୁ ଝୁରୁଛନ୍ତି ଶିଳ୍ପାଙ୍କ ଭଉଣୀ

ବମ୍ବେ: ପ୍ରେମିକ ରାକେଶ ବାପତଙ୍କ ଝୁରୁଛନ୍ତି ବଲିଉଡ୍‌ ଡିଭା ଶିଳ୍ପା ସେଟ୍ଟୀଙ୍କ ଭଉଣୀ ତଥା ଅଭିନେତ୍ରୀ ସମିତା ସେଟ୍ଟୀ। ବିଗ୍‌ ବସ୍‌ ୧୫ ଓଟିଟି ପରେ ସିଜନ୍‌ ୧୫ର ଘରେ ପ୍ରତିଯୋଗୀ ଭାବେ ସାମିଲ ହୋଇଛନ୍ତି ସମିତା। ଓଟିଟି ଘରେ ରାକେଶଙ୍କ…

ଦୀପାବଳିରେ ଆସୁଛନ୍ତି କ୍ରିତି ଓ ରାଜକୁମାର

ନୂଆଦିଲ୍ଲୀ: ଫିଲ୍ମ ମିମିର ସଫଳତା ପରେ ରାଜକୁମାରଙ୍କ ସହ ଦର୍ଶକଙ୍କ ସାମ୍ନାକୁ ଆସିବେ କ୍ରିତି ସାନନ୍‌। ‘ହମ୍‌ ଦୋ ହମାରେ ଦୋ’ ଫିଲ୍ମର ୫୦ ସେକେଣ୍ଡର ଏକ ଟିଜର ବୁଧବାର ରିଲିଜ ହୋଇଛି । ଚଳିତ ମାସ ୨୯ତାରିଖ ତଥା ଦୀପାବଳି…

ଏନ୍‌ସିବି ଲକ୍‌ଅପ୍‌ରେ ବିଜ୍ଞାନ ବହି ପଢୁଛନ୍ତି ଆର୍ୟନ

କ୍ରୁଜ୍‌ରେ ଡ୍ରଗ୍ସ ଏବଂ ରେଭ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଗିରଫ କରାଯାଇଛି। ମୁମ୍ବାଇର ଏକ କୋର୍ଟ ଆର୍ୟନଙ୍କ ସମେତ ତିନି ଅଭିଯୁକ୍ତଙ୍କ ରିମାଣ୍ଡକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଏନ୍‌ସିବି ଲକ୍‌ଅପ୍‌ରେ ଆର୍ୟନଙ୍କ ଚାହିଦା…

ନୁଆ ଲୁକ୍‌ରେ ଗୋଲ୍ଡେନ୍‌ ବୟ

ମୁମ୍ବାଇ: ନୂଆ ଲୁକ୍‌ରେ ନଜର ଆସିଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା। ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିବା ପରେ ସବୁବେଳେ ତାଙ୍କୁ ନେଇ ଚର୍ଚ୍ଚା। ଖେଳ ଏବଂ ବିଜ୍ଞାପନ ପରେ ଏବେ ଫ୍ୟାଶନ ରେ ମନ ଦେଲେଣି ସେ। ନିକଟରେ ନୀରଜ…

ଏନ୍‌ସିବି ରିମାଣ୍ଡରେ ଥାଇ ବିଜ୍ଞାନ ବହି ମାଗିଲେ ଶାହାରୁଖଙ୍କ ପୁଅ; ସାଧାରଣ କଏଦୀ ଭଳି ଖାଇଲେ…

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ରିମାଣ୍ଡରେ ଅଛନ୍ତି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନ। ଅଭିନେତାଙ୍କ ପୁଅ ହୋଇଥିଲେ ହେଁ ଏନ୍‌ସିବି ତାଙ୍କୁ ସାଧାରଣ କଏଦୀ ଭଳି ବ୍ୟବହାର କରୁଛି। ଘରୁ ଆସୁଥିବା ଖାଇବା ତାଙ୍କୁ ଦିଆଯାଉ ନାହିଁ।…

ଦୁବାଇରେ ଐଶ୍ୱର୍ଯ୍ୟା, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ବିଦେଶ ଯାତ୍ରାରେ ଯାଇଛନ୍ତି। ସ୍ବାମୀ ଅଭିଷେକ ଏବଂ ଝିଅ ଆରାଧ୍ୟାଙ୍କ ସହ ବିଦେଶ ଯାଇ ସେ ପ୍ରଫେଶନାଲ ଆସାଇନମେଣ୍ଟ ପୂରା କରିଛନ୍ତି। ଐଶ୍‌ ଏବେ ଦୁବାଇରେ ଏକ୍ସପୋ ୨୦୨୦ରେ ଯୋଗ ଦେଇଛନ୍ତି। ସୋସିଆଲ…

ଜିମ୍‌ରେ ଝାଳ ବୁହାଉଛନ୍ତି ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ନିଜର ଦମଦାର ଅଭିନୟ ସହ ଷ୍ଟାଇଲିଷ୍ଟ ଲୁକ୍‌କୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେହିପରି ତାଙ୍କର…

ଓଲିଉଡ୍‌ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର,୬ା୧୦(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ କରୋନା ହୋଇଥିବା ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଉଷସୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଲେଖିଛନ୍ତି, ମୋ ଆରଟିପିସିଆର ରିପୋର୍ଟ ପଜିଟିଭ୍‌ ଆସିଛି। ଗତ କିଛିଦିନ ଧରି ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି…

ଅରବିନ୍ଦ ତ୍ରିବେଦୀଙ୍କର ପରଲୋକ, ରାମାୟଣରେ ରାବଣ ଭୂମିକାରେ କରିଥିଲେ ଅଭିନୟ…

ନୂଆଦିଲ୍ଲୀ,୬।୧୦: ରାମାୟଣରେ ରାବଣ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତି ହାସଲ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ସମ୍ପର୍କରେ…

ବଡ଼ ପଦକ୍ଷେପ ନେଲେ ଶାହାରୁଖଙ୍କ ଝିଅ; ବନ୍ଦ କଲେ…

ବମ୍ବେ: ଚର୍ଚ୍ଚାରେ ବଲିଉଡ୍‌ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଡ୍ରଗ୍ସ ମାମଲାରେ ସେ ଏନ୍‌ସିବି ଦ୍ୱାରା ଗିରଫ ହେବା ପରେ ରିମାଣ୍ଡରେ ଅଛନ୍ତି। ଏପରିସ୍ଥିତିରେ ପରିବାରର ସମସ୍ତ ସଦସ୍ୟଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି। ଏହାକୁ ନେଇ ବଡ଼ ପଦକ୍ଷେପ…

ଆର୍ୟନ ଜଣେ ଭଲ ପିଲା, କେବଳ ଭୁଲ ସମୟରେ ଭୁଲ ସ୍ଥାନରେ ଥିଲେ: ସୁଜୈନ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏନ୍‌ସିବି ତାଙ୍କୁ ଗିରଫ କରିବା ପରେ ଜଣଙ୍କ ପରେ ଜଣେ ବଲିଉଡ୍‌ କଳାକାର ଆଗକୁ ଆସି ଆର୍ୟନଙ୍କୁ ସମର୍ଥନ କରୁଛନ୍ତି। ପ୍ରଥମେ ସୁନୀଲ ସେଟ୍ଟୀ,ପୂଜା ଭଟ୍ଟଙ୍କ…

ଅକ୍ଟୋବର ୭ ପର୍ଯ୍ୟନ୍ତ ଏନ୍‌ସିବି ହେପାଜତରେ ଆର‌୍ୟନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର‌୍ୟନ ଖାଁ ଅକ୍ଟୋବର ୭ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ହେପାଜତରେ ରହିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଆର‌୍ୟନଙ୍କ ବିରୋଧରେ ଏନ୍‌ଡିପିଏସ୍ ଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?