ମନୋରଞ୍ଜନ

ଖଟାପ୍ରିୟ ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରାଙ୍କୁ କ’ଣ ଖାଇବାକୁ ବେଶି ଭଲ ଲାଗେ ? ଏହି ପ୍ରଶ୍ନର ଉତ୍ତର ସେ ହିଁ ଦେଇପାରିବେ। ତାଙ୍କର ମନ ପସନ୍ଦର ଅନେକ ଖାଦ୍ୟ ତ ରହିଛି। ହେଲେ ଗୋଟିଏ ଖାଦ୍ୟ ଆଇଟମ୍‌କୁ ସେ କେବେ ନିଜ ଖାଦ୍ୟ ତାଲିକାରୁ…

କୁଲ୍‌ କୁଲ୍‌ ମହେଶ

ଦକ୍ଷିଣ ଭାରତୀୟ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ମହେଶ ବାବୁ। ତାଙ୍କ ଅଭିନୀତ ପ୍ରତ୍ୟେକ ଫିଲ୍ମରେ ତାଙ୍କର ଆକ୍ଟିଂର ଭିନ୍ନତା ଦେଖିବାକୁ ମିଳିଥାଏ। ତେବେ ପ୍ରତିଟି ଭୂମିକା ପାଇଁ ସେ କେତେ ସିରିୟସ ସେ ନେଇ ନିକଟରେ ସୂଚନା ଦେଇଛନ୍ତି।…

ପୋଲିସ ରୋଲ୍‌ ପାଇଁ…

ଥିଏଟର ଅଭିନେତା ପୃଥ୍ବୀରାଜ ଆଚାର୍ଯ୍ୟଙ୍କ ଖୁସି କହିଲେ ନ ସରେ। କାରଣ ଯେଉଁଭଳି ଭୂମିକାଟିଏ ସେ ଖୋଜୁଥିଲେ ତାହା ତାଙ୍କୁ ମିଳିଯାଇଛି। ଚଳଚ୍ଚିତ୍ରଟି ହେଲା ପିନୁ ନାୟକଙ୍କ ନିର୍ଦ୍ଦେଶିତ ‘ଲଗାମ୍‌’। କଥା କ’ଣ କି ରିଲିଜ ଅପେକ୍ଷାରେ ଥିବା ଏହି ଫିଲ୍ମରେ…

ବିଗ୍‌ବସ୍‌-୧୫ର ନୂଆ ପ୍ରେମ ପକ୍ଷୀ

ବମ୍ବେ: ବିଗ୍‌ବସ୍‌ ୧୫ ଘରେ ବୋହିଲାଣି ପ୍ରେମର ପବନ। ଗତ କିଛି ଦିନ ଧରି ପ୍ରତିଯୋଗୀ ପ୍ରତୀକ ସେହଜପାଲ ଏବଂ ଗାୟିକା ଅକାଶା ସିଂହଙ୍କ ମଧ୍ୟରେ ନୂଆ ସମ୍ପର୍କ ଆରମ୍ଭ ହୋଇଛି। ଅକାଶା ନିଜର ମନ କଥା ଘରର ଅନ୍ୟ ସଦସ୍ୟଙ୍କ…

ସଙ୍ଗୀତ ନିଶାରେ ସସ୍ମିତା

କଣ୍ଠଶିଳ୍ପୀ ସସ୍ମିତା ମହାପାତ୍ର । ଭଜନ, ଆଲବମ୍‌ରେ କଣ୍ଠଦାନ କରିବା ପରେ ଏବେ ବଡ଼ ପରଦା ପାଇଁ ଗାଇବାକୁ ଯାଉଛନ୍ତି। ଅର୍ଥାତ୍‌ ଏବେ ୨-୩ଟି ନୂଆ ଓଡ଼ିଆ ସିନେମା ଲାଗି ଗୀତ ଗାଇବାକୁ ଯାଉଛନ୍ତି ସେ । ଏ ନେଇ ସେ…

ମୁଁ କେବଳ ନାମକୁ ମାତ୍ର ନବାବ, ସବୁ ଟଙ୍କା ତ ମା’ ରଖନ୍ତି

ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଫିଲ୍ମ ‘ଭୁତ ପୋଲିସ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ଫିଲ୍ମର ପ୍ରମୋଶନ ପାଇଁ ସେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ସେ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି। ତାଙ୍କ ସହ ଅର୍ଜୁନ କପୁର, ୟାମୀ…

ଅକ୍ଷୟଙ୍କ ସହ ଫାଇଟ୍‌ ଟ୍ରେନିଂ ମଜାଦାର ଥିଲା: ହୁମା

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀ ହୁମା କୁରେଶୀ ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ ‘ବେଲ୍‌ ବଟମ୍‌’ ସେଟ୍‌ରୁ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ଅକ୍ଷୟ କୁମାରଙ୍କ ସହ ଫାଇଟ୍‌ କରୁଥିବା ଏବଂ କ୍ଲାଇମାକ୍ସ ସିନ୍‌ରେ ମାଡ ଖାଉଥିବା…

ଶାଶୁଘର ଲୋକଙ୍କ ଭୟରେ ପରଦାରେ ବୋଲ୍ଡ ସିନ୍‌ କରିବାକୁ ଡରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

୬୦ ରୁ ୭୦ ଦଶକରେ ପରଦାରେ ରାଜ୍‌ କରୁଥିଲେ ଚୁଲ୍‌ବୁଲି ଅଭିନେତ୍ରୀ ମମତାଜ୍‌। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯଦିଓ ଆଜି ସେ ଫିଲ୍ମ ଦୁନିଆରେ ସକ୍ରିୟ…

ଆରମ୍ଭରୁ ୧୦

ପରିଣିତି ଚୋପ୍ରାଙ୍କ ପ୍ରଥମ ହିନ୍ଦୀ ସିନେମା ଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’। କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଆଶାନୁରୂପ ବିଜ୍‌ନେସ କରି ନ ଥିଲା। ଅନ୍ୟପକ୍ଷରେ ଏହି ଚିତ୍ରଟି ତାଙ୍କ ପାଇଁ ଶୁଭପ୍ରଦ ସାବ୍ୟସ୍ତ ହୋଇଥିଲା। ପ୍ରଥମ ସିନେମାରେ ତାଙ୍କର…

‘କୋହଲିଙ୍କ ପ୍ରକୃତ ରୂପ ମୁଁ ଜାଣିଛି’

ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଛି। ସେ ତାଙ୍କ କ୍ରିକେଟର ସ୍ବାମୀଙ୍କ ପାଇଁ ଫଟୋଗ୍ରାଫର ସାଜିଛନ୍ତି। ଅନୁଷ୍କାଙ୍କ ଏହି ଲୁକ ଏକ ଫୋନର ବିଜ୍ଞାପନ ସମୟରେ ଦେଖିବାକୁ ମିଳିଛି। ବିଜ୍ଞାନରେ ଅଭିନୟ କରିବା ସମୟରେ ଅନୁଷ୍କା…

ସାହସୀ କ୍ୟାଟ୍ରିନା

ସତରେ କ୍ୟାଟ୍ରିନାଙ୍କ ସାହସକୁ ମାନିବାକୁ ପଡ଼ିବ। ଯେଉଁ ଶଟ୍‌ ପାଇଁ ଷ୍ଟଣ୍ଟ ମ୍ୟାନ୍‌ ଆବଶ୍ୟକ ହେଉଥିଲା, ସେପରି ରିସ୍କ ସେ ନିଜେ ନେଇଥିଲେ। କେବଳ ସେତିକି ନୁହେଁ, ସାହସର ସହ ଶଟ୍‌ ଦେବାକୁ ଆଗେଇ ଆସିଥିଲେ। ଅବଶ୍ୟ ଏଥିପାଇଁ ୩-୪ଥର କଟ୍‌…

ସ୍ତ୍ରୀଙ୍କୁ ଖୁସି କରିବା ଲାଗି ଏପରି କିଛି ଉପହାର ଦେଇଛନ୍ତି ଏସବୁ ବଲିଉଡ୍‌ କଳାକାର

କୁହାଯାଏ କି ସ୍ବାମୀଙ୍କୁ ଖୁସି କରିବା ଲାଗି ରାସ୍ତା ତାଙ୍କ ପେଟ ଦେଇ ଯାଇଥାଏ। ଅର୍ଥାତ ଭଲ ରୋଷେଇ କରି ଖାଇବାକୁ ଦେଲେ ସେମାନେ ସେଥିରେ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ସ୍ତ୍ରୀଙ୍କୁ ଖୁସି କରିବା ଲାଗି ମଧ୍ୟ ସେପରି କିଛି ଉପାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?