ଚର୍ମ ରୋଗରେ ପୀଡ଼ିତ ୟାମି

ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଚର୍ମ ରୋଗରେ ପୀଡ଼ିତ । ଏକତା ସେ ନିଜେ ଜଣାଇଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଥିଲେ କି ମୁଁ ଏକ ଚର୍ମ ସମସ୍ୟାରେ ପୀଡ଼ିତ ଯାହାର କୌଣସି ଚିକିତ୍ସା ନାହିଁ । ଏହି ସମସ୍ୟା ତାଙ୍କ ସହ ଆଡଲ୍ଟ ଏଜରୁ ରହିଥିବା ବେଳେ ଏହା ଥରେ ଆସିଲେ ଆଉ ଯାଏ ନାହିଁ ବୋଲି କୁହାଯାଉଛି । ୟାମି ‘କେରାଟୋସିସ୍ ପିଲାରସ’ ନାମକ ଚର୍ମ ରୋଗରେ ପୀଡିତ । ଏହି ରୋଗ ହେଲେ ଶରୀରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ବମ୍ପସ୍‌(ଦାନା) ବାହାରି ଆସିଥାଏ । ଏହା କଷ୍ଟ ବି ଲାଗିଥାଏ । ହେଲେ ଏହାର କୌରସି ଉପଚାର ନ ଥିବାରୁ କଷ୍ଟ ସହିବାକୁ ପଡିଥାଏ । ଟୁଇଟ୍ କରି ୟାମି ତାଙ୍କର ଏହି ଚର୍ମ ରୋଗ ସମ୍ପର୍କରେ କହିବା ବେଳେ ଲେଖିଛନ୍ତି, କିଛିଦିନ ହେବ ମୋର ଏକ ଫଟୋ ଶୁଟ୍ ଚାଲିଥିଲା । ସେତେବେଳେ ମୋ ସ୍କିନକୁ ଘୋଡାଇବାକୁ ଚେଷ୍ଟା କରାଯାଇଥିଲା । ସେହିଠାରୁ ହିଁ ମୁଁ ଚିନ୍ତା କରିଥିଲି ଏ ସମ୍ପର୍କରେ ସମସ୍ତ କଥା ପ୍ରକାଶ କରିବାର ଅଛି । ଯାହା ପାଖରେ ଯେଉଁ ସମସ୍ୟା ଅଛି ତାହା ପ୍ରକାଶ କରିବାରେ ଅସୁବିଧା କେଉଁଠି ରହିଲା । ଏହି ରୋଗ ଫଳରେ ଶରୀରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ବମ୍ପସ୍ ବାହାରି ଆସିଥାଏ । ହେଲେ ଏହା ସେତେଟା କ୍ଷତିକାରକ ନୁହେଁ । ଆହୁରି ମଜାଳିଆ ଢଙ୍ଗରେ ୟାମି ଲେଖିଛନ୍ତି, ଏହା ଏତେ କ୍ଷତିକାରକ ନୁହେଁ ଯେତିକି ମାତ୍ରାରେ ପଡୋଶୀ ଘର ଆଣ୍ଟି ଏହାକୁ କରି ଦେଇଥାଆନ୍ତି । ସୂଚନାଯୋଗ୍ୟ, କେରାଟୋସିସ୍ ପିଲାରିସ୍‌ଚର୍ମ ସମ୍ପର୍କିତ ଏକ ରୋଗ । ଏହାଦ୍ୱାରା ଚର୍ମରେ ଛୋଟ ଛୋଟ ଦାନା ବହାରି ଆସିଥାଏ ଓ ସେହି ସ୍ଥାନଟି ରଫ୍ ହୋଇଯାଇଥାଏ । ଏହା ଚର୍ମର ପୋର୍ସରେ କେରାଟଇନ ନାମକ ପ୍ରୋଟିନ ଯୋଗୁ ହୋଇଥାଏ ଯାହା ଚର୍ମର ପୋର୍ସକୁ ବ୍ଲକ କରି ଦେଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଗ୍‌ ବସ୍‌’ ଟ୍ରଫିର ଝଲକ ଦେଖି ପ୍ରଶଂସକ ଦିଓ୍ବାନା: ମନପସନ୍ଦ ପ୍ରତିଯୋଗୀଙ୍କ ପାଇଁ ଚାଲୁଛି କ୍ୟାମ୍ପେନ୍‌

ବମ୍ବେ: ଆଉ କିଛି ଦିନ ପରେ ଶେଷ ହେବ ‘ବିଗ୍‌ ବସ୍‌’। ପ୍ରଶଂସକମାନେ ବିଜେତା କିଏ ହେବ ସେ ନେଇ ଉତ୍ସାହିତ ରହିଥିବା ବେଳେ ଶୋ’...

‘କବିର ସିଂହ’ର ‘ଶିବା’ ଚରିତ୍ର ଆଣିଦେଇଛି ସଫଳତା, ଚର୍ଚ୍ଚାରେ ସୋହମ୍‌

ମୁମ୍ବାଇ: ଚଳଚ୍ଚିତ୍ରର କାହାଣୀ ସାଙ୍ଗକୁ ନାୟିକା-ନାୟକଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥାଏ। ଏଥିରୁ ଫିଲ୍ମଟି କେତେ ସଫଳ ତାହା ବାରି ହୋଇପଡେ। ଏମାନଙ୍କୁ...

ଏୟାର ଲାଇନ୍ସ କମ୍ପାନୀର ମାଲିକ ରାମ ଚରଣ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରାମ ଚରଣ ଜଣେ ଭଲ ଅଭିନେତା ସହ ତାଙ୍କର ଲକ୍‌ଜିୟସ ଲାଇଫ୍ ଷ୍ଟାଇଲକୁ ନେଇ ସେ ବେଶ୍ ପରିଚିତ । ତାଙ୍କର...

ଡାକ୍ତରଖାନାରେ ପହଞ୍ଚିଲେ ରାଜୁଙ୍କ ସ୍ତ୍ରୀ-ବନ୍ଧୁ; ଫୋନ ଯୋଗେ କଥା ହେଲେ ଯୋଗୀ

ବମ୍ବେ: କାଲି ଦୁନିଆକୁ ହସାଉଥିବା ଲୋକ ଆଜି ଜୀବନ ମରଣ ସହ କରୁଛି ସଂଘର୍ଷ। କେତେବେଳେ କ’ଣ ହେବ କୁହାଯାଇ ନ ପାରେ। ଆମେ କହୁଛୁ...

ଗୋଟିଏ ଫିଲ୍ମକୁ ଏତିକି ଟଙ୍କା ପାରିଶ୍ରମିକ ନିଅନ୍ତି ଅନୁଷ୍କା

ଫିଲ୍ମ ‘ବାହୁବଳୀ’ରେ ଦେବସେନାଙ୍କ ଚରିତ୍ରରେ ଅଭିନୟ କରିଥିବା ପ୍ରତିଭାସମ୍ପନ୍ନ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ‘ବାହୁବଳୀ’ ଏବଂ ‘ବାହୁବଳୀ-୨’...

ସୋନୁ ସୁଦ୍‌ଙ୍କୁ ବିବାହ ପାଇଁ ବିହାର ଡାକିଲେ ଯୁବତୀ

ଅଭିନେତା ସୋନୁ ସୁଦ୍‌ ବର୍ତ୍ତମାନ କେବଳ ଜଣେ କଳାକାର ଭାବରେ ନୁହେଁ ବରଂ ଗରିବଙ୍କ ଭଗବାନ୍‌ ଭାବରେ ଜଣାଶୁଣା। ଲକ୍‌ଡାଉନ୍‌ ସମୟରେ ସେ ହଜାର ହଜାର...

ଓସ୍କାର ୨୦୨୩ରେ ‘ନାଟୁ ନାଟୁ’ ଗୀତରେ ପରଫର୍ମ କରିବେ ନାହିଁ ଜୁନିୟର ଏନଟିଆର-ରାମ ଚରଣ

ମୁମ୍ବାଇ: ଓସ୍କାର ୨୦୨୩ର ଆୟୋଜନ ହେବାକୁ ଯାଉଛି । ଏହି ଏକାଡେମୀ ପୁରସ୍କାରକୁ ନେଇ ସମସ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଛି । ଏଥର ଭାରତରେ ବି...

ସୋନାଲି ଶେୟାର କଲେ ଥ୍ରୋବ୍ୟାକ୍‌ ଫଟୋ: ଏମିତି ପ୍ରତିକ୍ରିୟା ରଖିଲେ ଆୟୁଷ୍ମାନଙ୍କ ସ୍ତ୍ରୀ

ବଲିଉଡ୍‌ ଫିଲ୍ମ ହମ୍‌ ସାଥ୍‌ ସାଥ୍‌ ହୈ, ଦିଲଜଲେ, ସରଫରୋଶ, ଡୁପ୍ଲିକେଟ ଆଦିରେ କାମ କରିସାରିଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ପ୍ରଶଂସକଙ୍କ ସହ ସବୁବେଳେ ନିଜର...

Advertisement
Archives

Model This Week