କ୍ୟାଟ୍ରିନା ପିନ୍ଧିଥିବା ଲେହେଙ୍ଗାକୁ ପୂର୍ବରୁ ପିନ୍ଧି ସାରିଛନ୍ତି ଏହି ମଡେଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ଡିସେମ୍ବର ୯ରେ ହୋଇଯାଇଛି। ବିବାହ ପରେ ସୋସିଆଲ ମି଼ଡିଆରେ ଫଟୋ ଶେୟାର କରିବା ପରେ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। କେହି କେହି ସେ ପିନ୍ଧିଥିବା ମଙ୍ଗଳସୁତ୍ରକୁ ପ୍ରଶଂସା କରୁଛନ୍ତି ତ କିଏ ଲେହେଙ୍ଗା। ତେବେ ନିକଟରେ ସେ ବିବାହରେ ପିନ୍ଧିଥିବା ଲାଲ ଲେହେଙ୍ଗା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ପିନ୍ଧିଥିବା ଲେହେଙ୍ଗାଟି ନୂଆ ଡିଜାଇନ୍‌ ନୁହେଁ ବୋଲି ତାଙ୍କ ଫ୍ୟାନ୍ସ କହୁଛନ୍ତି। ପୂର୍ବରୁ ଏକ ଫଟୋ ଶୁଟରେ ଫ୍ୟାସନ ଡିଜାଇନର ମସାବା ଗୁପ୍ତା ଏହାକୁ ପିନ୍ଧି ସାରିଛନ୍ତି।

ଜୁଲାଇ ୨୦୨୧ରେ ମସାବା ଗୁପ୍ତା ସବ୍ୟସାଚୀଙ୍କ ପାଇଁ ଏକ ଫଟୋ ଶୁଟ କରିଥିଲେ । ଯାହାକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିଲେ । ସେଥିପାଇଁ ଫ୍ୟାନ୍ସ କହୁଛନ୍ତି ସବ୍ୟସାଚୀ କ୍ୟାଟ୍ରିନାଙ୍କ ପାଇଁ କିଛି ନୂଆ ଡିଜାଇନ କରିନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ୍ ସୁପରଷ୍ଟାରଙ୍କ ସହ ନଜର ଆସିବେ ଜ୍ୟାକଲିନ

ମୁମ୍ବାଇ: ଲକ୍ଷେ ଦିଲ୍ କି ଧଡକନ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଫିଲ୍ମକୁ ତାଙ୍କ ପ୍ରଶଂସକମାନେ ବହୁ ଉତ୍କଣ୍ଠାର ସହ ଅପେକ୍ଷା ରଖି ଥାଆନ୍ତି । ଏଥର କିନ୍ତୁ...

ରଚନାଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ଅସୁବିଧାରେ ପଡ଼ିଥିଲେ ବାବୁଲ ସୁପ୍ରିଓ: ବିରୋଧୀ ସତ୍ତ୍ୱେ ଏଭଳି ସହାୟତା କରିଥିଲେ ମମତା

ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର...

କଣ୍ଠଶିଳ୍ପୀଙ୍କ ପାଇଁ ଦିନେ ନିଜ ହାତ ଜାଳି ଦେଇଥିଲେ ରାଜ କପୁର

ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ମହେନ୍ଦ୍ର କପୁରଙ୍କ ଆଜି ଜନ୍ମଦିନ। ୧୯୩୪ ମସିହା ଜାନୟାରୀ ୯ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ମୁମ୍ବାଇରେ...

ସୁଶାନ୍ତ ସିଂ ରାଜପୁତଙ୍କ ଫେସ୍‌ବୁକ ଆକାଉଣ୍ଟ ଆକ୍ଟିଭ୍‌: ଚକିତ ହେଲେ ପ୍ରଶଂସକ, କହିଲେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ଏବେ ବି ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ସୁଶାନ୍ତଙ୍କ...

‘ମେ’ଡେ’ରେ ନଜର ଆସିବେ ରକୁଲ

ମୁମ୍ବାଇ: ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଫିଲ୍ମ ମେ’ ଡେରେ ରକୁଲ ପ୍ରିତ ସିଂଙ୍କର ଏଣ୍ଟ୍ରି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏଥିରେ ରକୁଲ ମହାନାୟକ...

ପୁଣି ଥରେ ପିତା ହେଲେ କମେଡି କିଙ୍ଗ୍‌, ଟୁଇଟ୍‌ କରି ଦେଲେ ସୂଚନା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଫ୍ୟାନ୍‌ମାନଙ୍କୁ ଖୁସି ଖବର ଦେଇଛନ୍ତି। ଏହି ଖୁସିଟି ହେଲା କପିଲ ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ...

ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ବଲିଉଡ୍‌ ବାଦଶାହ

ମୁମ୍ବାଇ: ବେଶ୍‌ କିଛି ଦଶନ୍ଧି ଧରି ବଲିଉଡ୍‌ ଓ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ। ଶାହରୁଖ...

ଆରପାରିରେ ରିଷି କପୁର

ମୁମ୍ବାଇ,୩୦।୪: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ...

Advertisement
Archives

Model This Week