ପୁନମଙ୍କ ହୃଦୟ ଭାଙ୍ଗିଲା
ମୁମ୍ବାଇ: ଆଜିକାଲି କଙ୍ଗନା ରାଣାଓ୍ବତଙ୍କ ରିୟାଲିଟି ଶୋ’ ଲକ୍ ଅପ୍’ରେ ଅନେକ କିଛି ଦେଖିବାକୁ ମିଳୁଛି। ପ୍ରତିଯୋଗୀଙ୍କ ହାସ୍ୟରସ୍ୟ ଲୋକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଇବା ସହ ପ୍ରତିଯୋଗୀମାନଙ୍କ ମଧ୍ୟରେ ଅନେକ ଝଗଡ଼ା ଦେଖିବାକୁ ମିଳିଛି। ଶେଷ ସପ୍ତାହରେ ଏକ ସ୍ଥାନ…
ସିଦ୍ଧାନ୍ତଙ୍କୁ ଡେଟ୍ କରୁଛନ୍ତି ବିଗ୍ ବି’ଙ୍କ ନାତୁଣୀ!
ବଲିଉଡର ମେଗାଷ୍ଟାର ତଥା ବିଗ୍ ବି’ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲୀ ନନ୍ଦା ଏବେ ଚର୍ଚ୍ଚାରେ। ବଲିଉଡ ଇଣ୍ଡଷ୍ଟ୍ରିରେ ନ ଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ନିକଟରେ ନବ୍ୟା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ…
ଫେରିବେ ମନ୍ଦାକିନି
ମୁମ୍ବାଇ: ୧୯୮୫ରେ ଆସିଥିବା ବଲିଉଡ ମୁଭି ‘ରାମ ତୈରି ଗଙ୍ଗା ମୈଲି’ରେ ସମସ୍ତଙ୍କ ଦିଲକ ଧଡ଼କନକୁ ଆହୁରି ବଢାଇ ଦେଇଥିବା ନାୟିକା ମନ୍ଦାକିନି ବେଶ କିଛି ବର୍ଷ ହେବ ବଡ ପରଦାରୁ ଦୂରେଇ ରହିବା ପରେ ଏବେ ପୁଣିଥରେ ଫେରୁଛନ୍ତି ବୋଲି…
‘ମୁଁ ଭଗବାନଙ୍କ ପ୍ରିୟ ସନ୍ତାନ’
ମୁମ୍ବାଇ: ଗାୟିକା ନେହା କକ୍କରଙ୍କ ଖୁସି ଏବେ କହିଲେ ନ ସରେ। ଖୁସିର କାରଣ ହେଲା ନେହାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୋସିଆଲ ମିଡିଆରେ ତାଙ୍କର ୭ କୋଟି ଫଲୋଅର୍ସ ହୋଇସାରିଲେଣି। ଇନ୍ଷ୍ଟାଗ୍ରାମରେ ସ୍ବାମୀ ରୋହନପ୍ରୀତ ସିଂଙ୍କ ସହ ସେ…
ଶାହିଦ କପୁରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ୍ ଅଭିନେତା ଶାହିଦ କପୁରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ ସହିତ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ସେ ଏହି ଫିଲ୍ମରେ ଜଣେ କ୍ରିକେଟର ଭୂମିକାରେ ଅଭିନୟ କରୁଛନ୍ତି। ଶାହିଦ ୨୦୦୩ରେ ଆସିଥିବା କେନ ଘୋଷଙ୍କ ଫିଲ୍ମ ଇଶ୍କ-ଭିଶ୍କଙ୍କ ଜରିଆରେ ବଲିଉଡ୍ରେ ଡେବ୍ୟୁ…
ଜନ୍ମର ୩ ମାସ ପରେ ଝିଅର ନାଁ ରଖିଲେ ପ୍ରିୟଙ୍କା!
ବଲିଉଡ୍ ପରେ ହଲିଉଡ୍ରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ତଥା ଆମେରିକୀୟ ଗାୟକ ନିକ ଜୋନାସ ଚଳିତ ବର୍ଷ ଆରମ୍ଭରେ ସରୋଗେସି ମାଧ୍ୟମରେ କନ୍ୟା ସନ୍ତାନର ମାତାପିତା ହୋଇଥିଲେ। ଜନ୍ମର ୩ ମାସ ପରେ ଝିଅର…
କ୍ଷମା ମାଗିଲେ ଅକ୍ଷୟ
ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ଏବେ ଚର୍ଚ୍ଚାରେ । ଅଭିନୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଅକ୍ଷୟଙ୍କର ରହିଛନ୍ତି ଅନେକ ଫ୍ୟାନ ଫଲୋଇଂସ୍ । ଆଉ ଅକ୍ଷୟ ବି ସବୁବେଳେ ତାଙ୍କ ପ୍ରଶଂସକଙ୍କ ନିକଟତର…
ଗେରୁଆ ରଙ୍ଗର ପୋଷାକ ସାଙ୍ଗକୁ ମଥାରେ ତିଳକ: ଚର୍ଚ୍ଚାରେ ଜୁନିୟର ଏନ୍ଟିଆର୍…
ହାଇଦ୍ରାବାଦ: ନୂଆ ଗେଟ୍ଅପ୍କୁ ନେଇ ଚର୍ଚ୍ଚାରେ ଜୁନିୟର ଏନ୍ଟିଆର୍। ଗେରୁଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ପାଇଜାମା, ବେକରେ ମାଳ, ମଥାରେ ତିଳକ ମାରିଥିବା ତାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା। କେହି କେହି ସେ ବାବା ହୋଇଯିବେ ବୋଲି କହୁଥିବା ବେଳେ…
ଫଟୋଗ୍ରାଫରଙ୍କୁ ଦେଖି ମୁହଁ ଲୁଚାଇଲେ ପଲକ, କହିଲେ…
ମୁମ୍ବାଇ: ‘ବିଜଲି ବିଜଲି’ ଗୀତ ରିଲିଜ ହେବା ପରଠାରୁ ଚର୍ଚ୍ଚାରେ ରହି ଆସିଥିବା ପଲକ ତିଓ୍ବାରୀ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ମା’ ତଥା ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ପରି ସୁନ୍ଦର ଏବଂ ଦକ୍ଷ। ତାଙ୍କୁ କିଛି…
ଦକ୍ଷିଣ ଭାରତୀୟ ରୀତିନୀତିରେ ବିବାହ
ବମ୍ବେ: ବିଗତ କିଛି ମାସ ଧରି ବଲିଉଡ୍ରେ ବିବାହ ଋତୁ ଚାଲିଛି। ଏହି ସମୟ ମଧ୍ୟରେ ଅଭିନେତା ବିକ୍କି କୌଶଲଙ୍କଠାରୁ ଆରମ୍ଭ କରି ଫର୍ହାନ ଅଖ୍ତର, ଆଲିଆ ଭଟ୍ଟଙ୍କ ଭଳି କଳାକାର ହାତକୁ ଦୁଇ ହାତ ହୋଇଛନ୍ତି। ଆଗକୁ ଆଉ ଜଣେ…
ଖୁସି ଖବର ଦେଲେ କାଜଲ
ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ ଗୌତମ କିଚଲୁ ଏନେଇ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପ୍ରିଲ ୧୯, ୨୦୨୨ରେ ନିଲ କିଚଲୁର ଜନ୍ମ।…
ପରିବାର ବିରୋଧରେ ଯାଇ ଫିଲ୍ମ ଦୁନିଆ ବାଛିଥିଲେ ୟଶ, ଏବେ ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…
ଫିଲ୍ମ ‘କେଜିଏଫ୍-୨’ ବକ୍ସ ଅଫିସରେ ହିଟ୍ ହେବାରେ ଲାଗିଛି। ଏହି ଆକ୍ସନ ଫିଲ୍ମର ପ୍ରଥମ ପାର୍ଟ ୨୦୧୮ରେ ରିଲିଜ ହୋଇଥିଲା । ସେବେଠାରୁ ଦର୍ଶକ ଏହାର ଦ୍ୱିତୀୟ ପାର୍ଟକୁ ଅପେକ୍ଷା କରିଥିଲେ। ଫିଲ୍ମଟି ୪ ଦିନ ମଧ୍ୟରେ ୫୦୦ କୋଟି ଟଙ୍କା…

