ମା’ ହେଲେ ଅଭିନେତ୍ରୀ

ହାଇଦ୍ରାବାଦ: ମା’ ହେଲେ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ। ସେ ଏବଂ ସ୍ବାମୀ ଗୌତମ କିଚଲୁ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ଏବେ ପ୍ରଶଂସକମାନେ ପୁଅର ମୁହଁ ଦେଖିବାକୁ ଉତ୍କଣ୍ଠା ପ୍ରକାଶ କରିଛନ୍ତି।

୨୦୨୦ ଅକ୍ଟୋବର ୩୦ରେ ଦୀର୍ଘ ଦିନର ପ୍ରେମିକ ତଥା ବ୍ୟବସାୟୀ ଗୌତମଙ୍କୁ ବିବାହ କରିଥିଲେ କାଜଲ। ଏହାପରଠାରୁ ସେ ଗର୍ଭବତୀ ଥିବା ନେଇ କଳ୍ପନାଜଳ୍ପନା ଜାରି ରହିଥିଲା। ହେଲେ ଚଳିତ ବର୍ଷ ଜାନୁୟାରୀରେ ଗୌତମ ଏନେଇ ସ୍ପଷ୍ଟ କରିଥିଲେ। ନିଜର ଇନ୍‌ଷ୍ଟାଗ୍ରାମରେ ସେ ସହ ଫଟୋ ଶେୟାର କରି କାଜଲ ଗର୍ଭବତୀ ଥିବା ପ୍ରଶଂସକଙ୍କୁ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ଅରିଜିତ ସିଂଙ୍କ ଚାଲିଥିଲା Live Concert; ହଠାତ୍‌ ମଝିରେ ଆସିଲା ବାପାଙ୍କ ଭିଡିଓ କଲ୍‌,ପରେ ଯାହାହେଲା…

ବଲିଉଡ୍‌ର ପପୁଲାର ସିଙ୍ଗର ଅରିଜିତ ସିଂଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲାଇଭ କନସର୍ଟ ମଝିରେ ତାଙ୍କ ବାପାଙ୍କ ଭିଡିଓ...

Video:ହଠାତ୍‌ ରାସ୍ତାରେ ଗାଡ଼ି ରୋକି ଏମିତି କାମ କଲେ ପ୍ରିୟଙ୍କା: ସମସ୍ତେ କରୁଛନ୍ତି ବାଃ ବାଃ

ଆଜିକାଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମୁମ୍ବାଇରେ ଅଛନ୍ତି। ନିକଟରେ ଦେଶୀ ଗର୍ଲଙ୍କୁ କାଲିନା ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ଗ୍ରେ ରଙ୍ଗର ସ୍ବେଟପ୍ୟାଣ୍ଟ ସହ ଟପ...

ଝାନ୍ସୀରେ ‘ବର୍ଡର ୨’ର ଶୁଟିଂ

ଝାନ୍ସି: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ‘ବର୍ଡର ୨’ ଫିଲ୍ମକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ତେବେ ସନ୍ନି ଏହି ଫିଲ୍ମର...

Sikandar Release Date: ଫେବୃଆରୀ ୨୭ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ସଲମାନ

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଅନେକ ଦିନର ବ୍ୟବଧାନ ପରେ ସଲମାନ ‘ସିକନ୍ଦର’ ସହିତ...

Video:ପ୍ରଥମଥର ବିମାନରେ ବସିଲେ ମୋନାଲିସା: ଷ୍ଟାଇଲିସ୍‌ ଲୁକ୍‌ ଦେଖି ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୨: ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାଙ୍କ ଭାଗ୍ୟ ଫିଟିଛି। ସେ ଖୁବଶୀଘ୍ର ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି। ପ୍ରତିଦିନ ମୋନାଲିସାଙ୍କ ନୂଆ ନୂଆ ଭିଡିଓ...

Krrish 4ରେ ଏଣ୍ଟ୍ରି କରିବେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡର ସବୁଠାରୁ ସଫଳ ସୁପରହିରୋ ଫିଲ୍ମ ଫ୍ରାଞ୍ଚାଇଜ କ୍ରିଶର ଚତୁର୍ଥ ସଂସ୍କରଣ ବେଶ କିଛି ଦିନ ଧରି ଖବରରେ ରହିଛି। ସମସ୍ତେ Krrish 4ର...

ବଲିଉଡରେ ଏଣ୍ଟ୍ରି କରିବେ ସାନିଆ ମିର୍ଜାଙ୍କ ପୁଅ! ଏହି ଫିଲ୍ମ ମେକର ଦେଲେ…

ମୁମ୍ବାଇ,୧୮।୨: ଫରାହ ଖାନ YouTubeରେ କୁକିଂ ବ୍‌ଲଗ ତିଆରି କରନ୍ତି। ନିକଟରେ ଟେନିସ ତାରକା ସାନିଆ ମିର୍ଜାଙ୍କୁ ତାଙ୍କ ଭିଡିଓରେ ଦେଖିବାକୁ ମିଳିଥିଲା। ସାନିଆଙ୍କୁ ତାଙ୍କ...

ହସ୍ପିଟାଲରେ ଭର୍ତ୍ତି ହେଲେ ଶକିରା

ବୋଗୋଟା: କଲମ୍ବିଆର ପ୍ରସିଦ୍ଧ ସିଙ୍ଗର ତଥା ସଙ୍ଗ୍‌ ରାଇଟର ଶକିରା (୪୮) ରବିବାର ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫଳରେ ପେରୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri