ମନୋରଞ୍ଜନ

ଅମୀରଙ୍କ ମା’ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍‌

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟନିଷ୍ଟ ଅମୀର ଖାଁଙ୍କ ମା’ ଜୀନତ ହୁସେନ୍‌ଙ୍କ କରୋନା ଭାଇରସ୍‌ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଫଳରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏଥିରୁ ସୁରକ୍ଷିତ ଅଛନ୍ତି। ଏହି ଖବର ଅମୀର ସୋସିଆଲ ମିଡିଆରେ ପୋଷ୍ଟ କରି…

ଗୋଟିଏ ମାସରେ କାହିଁକି ୫୦ ଥର ନିଜର ସିମ୍‌ କାର୍ଡ ବଦଳାଇ ଥିଲେ ସୁଶାନ୍ତ: ଶେଖର ସୁମନ

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରତିଦିନ ହୁଏତ କିଛି ନା କିଛି ରୋଚକ ତଥ୍ୟ ଆସୁଛି ସାମ୍ନାକୁ। ଏବେ ଅଭିନେତା ଶେଖର ସୁମନ କହିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି।…

କରୋନାକୁ ହରାଇଲେ ମୋହିନା

ବମ୍ବେ: କରୋନାକୁ ହରାଇଛନ୍ତି ୟେ ରିସ୍ତା କ୍ୟା କେହଲାତା ହୈ ଫେମ୍‌ ମୋହିନା କୁମାରୀ ସିଂ। ଏକ ମାସ ତଳେ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ ମୋହିନା। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ମୋହିନା…

୫ ଅତିଥିଙ୍କ ଉପସ୍ଥିତିରେ ବିବାହ କଲେ ଏହି କଳାକାର

ଛୋଟପରଦାର ସଫଳ କଳାକାର ମନୀଷ ରାୟସିଂଘମ ଏବଂ ସଂଗୀତା ଚୌହାନ ଜୁନ୍‌ ୩୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ଗୁରୁଦ୍ୱାରରେ ମାସ୍କ ପିନ୍ଧି ସେମାନେ ବିବାହ କରିଛନ୍ତି। ତେବେ ଏହି ବିବାହରେ ଉଭୟଙ୍କ ପରିବାର ଲୋକେ ସାମିଲ…

ହ୍ରିତିକ୍‌-ଆଲିଆଙ୍କୁ ଓସ୍କାର ପାଇଁ ନିମନ୍ତ୍ରଣ

ଫିଲ୍ମ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର। ଏହି ଆଓ୍ବାର୍ଡ ଶୋ’ରେ ଅଂଶଗ୍ରହଣ କରିବାକୁ ପାଇଁ ସବୁ କଳାକାର ଚାହିଁଥାନ୍ତି। ମାତ୍ର ଏଥିପାଇଁ ସମସ୍ତଙ୍କୁ ସୁଯୋଗ ମିଳେନାହିଁ। ଚଳିତତ ବର୍ଷ ଅର୍ଥାତ ୯୩ତମ ଓସ୍କାର ଆଓ୍ବାର୍ଡରେ ଅଶଂଗ୍ରହଣ ପାଇଁ ୮୧୯ଜଣ ଅତିଥିଙ୍କ…

ପିତାଙ୍କୁ ସାଇକେଲରେ ବସାଇ ୧୨୦୦ କିମି ଯାତ୍ରା କରିଥିବା ଝିଅ ଉପରେ ନିର୍ମାଣ ହେବ ଫିଲ୍ମ

ଲକ୍‌ଡାଉନ ସମୟରେ୧୩ ବର୍ଷ ବୟସର ଝିଅ ଜ୍ୟୋତି କୁମାରୀ ତାଙ୍କ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପ୍ରାୟ ୧୨ ଶହ କିଲୋମିଟରରୁ ଅଧିକ ସାଇକେଲରେ ବସାଇ ଘରକୁ ନେବା ଏବେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ଜ୍ୟୋତୀଙ୍କୁ ନେଇ ଫିଲ୍ମ…

ପ୍ରେମରେ ପଡ଼ିଛନ୍ତି ଏରିକା

ବମ୍ବେ: ପ୍ରେମରେ ପଡ଼ିଛନ୍ତି ‘କସୋଟି ଜିନ୍ଦେଗୀ କେ-୨’ର ନାୟିକା ଏରିକା ଫର୍ଣ୍ଣାଡିସ୍‌। ସେ ନିଜେ ଏହା ସ୍ବିକାର କରିଛନ୍ତି। ଗତ ୩ ବର୍ଷ ଧରି ସେ ଜଣଙ୍କୁ ଭଲ ପାଉଛନ୍ତି। ହେଲେ ତାଙ୍କ ନାଁ କହିବାକୁ ରୋକଠୋକ ମନା କରିଦେଇଛନ୍ତି। କେବଳ…

ଓଟିଟି ନୁହେଁ ସିନେମା ହଲ୍‌ରେ ରିଲିଜ ହେବ ଅକ୍ଷୟ, ରଣବୀରଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣକୁ ନେଇ ବଲିଉଡ୍‌ରେ ସବୁ ଯେମିତି ଏକ ପ୍ରକାର ବନ୍ଦ ହୋଇ ଯାଇଥିଲା କହିଲେ ଚଳେ। ହେଲେ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ପରେ କିଛି କିଛି ଫିଲ୍ମର ଶୁଟିଂ ଆରମ୍ଭ କରାଯାଇଛି। କେବଳ ସିନେମା ନୁହେଁ କିଛି…

ପ୍ରଯୋଜିକା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରିୟା

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ମୁମ୍ବାଇରେ ଜନ୍ମିତ ରିୟା ଜଣେ ଫିଲ୍ମ ନିର୍ମାତା ସାଙ୍ଗକୁ ଫ୍ୟାଶନ ଷ୍ଟାଇଲିଷ୍ଟ। ନ୍ୟୁୟର୍କରେ ପାଠପଢ଼ା ଶେଷ କରିବା ପରେ ରିୟା ପ୍ରଯୋଜିକା ଭାବେ କ୍ୟାରିୟର ଆରମ୍ଭ…

୫ ହଜାର କୋଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବ ଏଆଇ ରୋବୋ: ମିଳିବ ୫୨୮ କୋଟି

ଟୋକିଓ,୩୦।୬: ଜାପାନରେ ଆର୍ଟିଫିସିୟଲ ଇଣ୍ଟଲିଜେନ୍ସ(ଏଆଇ) ଉପରେ ଆଧାରିତ ବିଶ୍ୱର ପ୍ରଥମ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଏଆଇ ରୋବୋକୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି। ସବୁଠାରୁ ବଡ କଥା ହେଲା ଏହି ଫିଲ୍ମରେ କାମ…

ପ୍ରତିଦିନ ୧୬ କିଲୋମିଟର ଦୌଡୁ୍‌ଛନ୍ତି ଏହି ଅଭିନେତ୍ରୀ

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଅଭିନେତ୍ରୀ ଏବଂ ଅଭିନେତାମାନେ ଲକ୍‌ଡାଉନରେ ଶରୀରୁ ଫିଟ୍‌ ରଖିବା ପାଇଁ ବିଭିିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି। କିଏ ଜିମ୍‌ରେ ଝାଳ ବୁହାଉଛନ୍ତି ତ ଆଉ କିଏ ଯୋଗ କରୁଛନ୍ତି। ଏହି…

ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍‌

ମୁମ୍ବାଇ,୩୦।୬: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କ କରୋନା ପଜିଟିଭ୍‌ ବାହାରିଛି। ମୁମ୍ବାଇ ବିଏମ୍‌ସି ପକ୍ଷରୁ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?