ମନୋରଞ୍ଜନ

ଟିକ୍‌ଟକ୍‌ରେ ଏହି ଅଭିନେତ୍ରୀଙ୍କ ଥିଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ, ବନ୍ଦ ହେବା ପରେ କହିଲେ ଏମିତି

ମୁମ୍ବାଇ: ସୀମାରେ ଭାରତ-ଚାଇନା ସଂଘର୍ଷ ପରେ କ୍ରମାଗତ ଭାବେ ତିକ୍ତତା ବଢ଼ିଚାଲିଛି। ଏହି ସଂଘର୍ଷରେ ଭାରତର ୨୦ ସୈନିକ ଶହୀଦ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବର୍ତ୍ତମାନ ଚାଇନାକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭାରତ…

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗୁଗୁଲ୍‌ରେ ନିଜକୁ ଖୋଜିଥିଲେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା ଚାଲିଛି। ତେବେ ମୁମ୍ବାଇ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏକ ରିପୋର୍ଟ ଅନୁଯାୟୀ, ସୁଶାନ୍ତ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗୁଗୁଲରେ ନିଜକୁ ଖୋଜିଥିଲେ। ସୁଶାନ୍ତଙ୍କ…

ପୁଅଙ୍କ ସହ ସୋନୁଙ୍କ ଓ୍ବର୍କଆଉଟ୍‌

ବମ୍ବେ: କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ନିଜ ରାଜ୍ୟ ତଥା ଗ୍ରାମକୁ ଫେରିବା ପାଇଁ ସାହାଯ୍ୟର ହାତ ବଢ଼ାଇଥିଲେ ସେ।…

ଚାଇନା ଉପରେ ରାଗିଲେ ସୋନୁ

ମୁମ୍ବାଇ: ବଲିଉଡ୍‌ର ଅଗାଧାଡିର ଗାୟକ ସୋନୁ ନିଗମ ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ସେ ଭାରତ-ଚାଇନା ସୀମା ବିବାଦକୁ ନେଇ ଚାଇନା ଉପରେ ଖୁବ୍‌ ବର୍ଷିଛନ୍ତି। ନିକଟରେ ସେ ଭାରତୀୟ ସେନାର ଜଣେ ବୀର ଯବାନଙ୍କ ଭିଡିଓ ଦେଖିବା ପରେ ଚାଇନା…

୬ ମାସରେ ବିଦାୟ ନେଇଛନ୍ତି ଏହି ୧୨ କଳାକାର

ବମ୍ବେ: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ ଖରାପ ବର୍ଷ କହିଲେ ଭୁଲ ହେବ ନାହିଁ। ଏହି ୬ ମାସ ମଧ୍ୟରେ ବଲିଉଡ୍‌ ୧୩ଜଣ ଅଭିନେତାଙ୍କୁ ହରାଇଛି, ଯାହାକି ପ୍ରଶଂସକଙ୍କ ପାଇଁ କୌଣସି ଝଟ୍‌କାଠାରୁ କମ୍‌ ନୁହେଁ। ଏପ୍ରିଲ ୨୯ ତାରିଖରେ…

ପ୍ରଶଂସକଙ୍କୁ ପାଣି ପିଇବାର ସଠିକ୍‌ ପ୍ରକ୍ରିୟା ଶିଖାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଷ୍ଟାଇଲିଷ୍ଟ ଅଭିନେତ୍ରୀ ମଲାଇକା ଅରୋରା ନିଜ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ମଲାଇକାଙ୍କ ପ୍ରାୟ ସମୟରେ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଫିଟ୍‌ନେସ୍‌ ମାମଲାରେ ସବୁବେଳେ ଟପ୍‌ରେ…

ପିଏମ୍‌ ମୋଦି ଦେଶବାସୀଙ୍କୁ ସମ୍ବୋଧନ ସମୟରେ କାର୍ତ୍ତିକ ଆର୍ୟନ ରଖିଲେ ଏଭଳି ପ୍ରତିକ୍ରିୟା: ସୋସିଆଲ ମିଡିଆରେ ହେଉଛି ଟ୍ରେଣ୍ଡ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମୟରେ ଦେଶବାସୀଙ୍କ ମନୋବଳ ବଢ଼ାଉବା ଏବଂ ଲକ୍‌ଡାଉନ୍‌ ଅବଧି ଲାଗି ନୂତନ ଘୋଷଣାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଦେଶରେ କରୋନା ସ୍ଥତି ଏବଂ ପ୍ରଧାନମନ୍ତ୍ରୀ ଗାରିବ କଲ୍ୟାଣ…

କାହିଁକି ସଲ୍‌ମାନଙ୍କ ଫାର୍ମ ହାଉସ୍‌ ଛାଡିଲେ ଜ୍ୟାକଲିନ

ମୁମ୍ବାଇ: କରୋନା ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ବଲିଉଡ୍‌ ଦବଙ୍ଗ ସଲମାନ ଖାଁଙ୍କ ନିଜ ପରିବାରଙ୍କ ସହ ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍‌ରେ ରହି ସମୟ ବିତାଉଛନ୍ତି। ତାଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ୍‌ ମଧ୍ୟ ରହିଆସୁଥିଲେ। କିନ୍ତୁ ଏବେ…

ସୁଶାନ୍ତଙ୍କ ଆତ୍ମହତ୍ୟାର ଆସିଲା ଶେଷ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଭିସ୍ରା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯେ ତାଙ୍କ ମୃତ୍ୟୁରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ନାହିଁ। ଏହା କେବଳ ଏକ ଆତ୍ମହତ୍ୟା ମାମଲା। ଭିସ୍ରା ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ…

ପ୍ରଶଂସକଙ୍କ ସହ ଅନ୍‌ଲାଇନ୍‌ରେ ଲୁଡୁ ଖେଳି ସମୟ ବିତାଉଛନ୍ତି ଏହି ଅଭିନେତ୍ରୀ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ବଲିଉଡ୍‌ କଳାକାରମାନେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ତେବେ ଏହି ଖାଲି ସମୟକୁ ଫିଲ୍ମ ‘କବୀର ସିଂହ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ କିୟାରା ଆଡ୍‌ଭାନୀ ଏକ ଖାସ୍‌ ଅନ୍ଦାଜ୍‌ରେ…

ଯେବେ ସୁଶାନ୍ତଙ୍କୁ ପଚରା ଯାଇଥିଲା ଇଣ୍ଡଷ୍ଟ୍ରିରେ ଗଡଫାଦରଙ୍କ ଅବଶ୍ୟକତା ରହିଛି.. ଦେଇଥିଲେ ଏଭଳି ଉତ୍ତର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗରେ ବିତର୍କ ଚାଲିଛି। କୁହାଯାଉଛି ଯେ ଷ୍ଟାର କିଡ୍‌ସଙ୍କୁ ସୁଯୋଗ ଦେବା ପାଇଁ ଅନେକ ଚଳଚ୍ଚିତ୍ର ସୁଶାନ୍ତଙ୍କ ହାତରୁ ଚାଲିଯାଇଥିଲା। ମାତ୍ର ବର୍ତ୍ତମାନ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି…

ଲକ୍‌ଡାଉନ୍‌ ପାଇଁ ଅଟକିଥିଲା ତେଲୁଗୁ ହିରୋ ନିତିନଙ୍କ ବିବାହ: ହୋଇପାରେ ଜୁଲାଇ ଶେଷ ସୁଦ୍ଧା

ଟଲିଉଡ ତାରକା ନିତିନ୍‌ ଏବଂ ଶାଲିନିଙ୍କ ବିବାହ ଖବର କିଛି ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ଫେବୃୟାରୀରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ବେଳେ ଏପ୍ରିଲରେ ବିବାହ ହୋଇଥାନ୍ତା। ମାତ୍ର କରୋନା ଲାଗି ଲକ୍‌ଡାଉନ୍‌ ହୋଥିବାରୁ ବିବାହ ହୋଇପାରି ନ ଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?