ପ୍ରେମରେ ପଡ଼ିଛନ୍ତି ଏରିକା

ବମ୍ବେ: ପ୍ରେମରେ ପଡ଼ିଛନ୍ତି ‘କସୋଟି ଜିନ୍ଦେଗୀ କେ-୨’ର ନାୟିକା ଏରିକା ଫର୍ଣ୍ଣାଡିସ୍‌। ସେ ନିଜେ ଏହା ସ୍ବିକାର କରିଛନ୍ତି। ଗତ ୩ ବର୍ଷ ଧରି ସେ ଜଣଙ୍କୁ ଭଲ ପାଉଛନ୍ତି। ହେଲେ ତାଙ୍କ ନାଁ କହିବାକୁ ରୋକଠୋକ ମନା କରିଦେଇଛନ୍ତି। କେବଳ ଏତିକି କହିଛନ୍ତି ଯେ ସେ ଏକୁଟିଆ ଆଉ ନାହାନ୍ତି। ଜଣଙ୍କୁ ମନ ଦେଇସାରିଛନ୍ତି। ସେ ଅଭିନୟ ଜଗତରୁ କିନ୍ତୁ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି ଏରିକା।

ଆର୍‌ଜେ ସିଦ୍ଧାର୍ଥ କନ୍ନନଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ ଆସିଥିଲେ ଏରିକା। ଏହି ସମୟରେ ତାଙ୍କ ରିଲେସନଶିପ୍‌ ଷ୍ଟାଟସ୍‌ ବିଷୟରେ ସିଦ୍ଧାର୍ଥ ପଚାରିଥିଲେ। ଏହାର ଜବାବରେ ଏରିକା ଏଭଳି ଉତ୍ତର ଦେଇଛନ୍ତି।

ଏରିକାଙ୍କ ପ୍ରେମିକ ତାଙ୍କ ଶୋ’କୁ ଦେଖିଥାନ୍ତି। ହେଲେ ଅନ୍ୟ କାହା ସହ ସେ ରୋମାନ୍ସ କଲେ ସେ ସହି ପାରନ୍ତି ନାହିଁ। ଏଭଳି ସିନ୍‌ ଦେଲେ ସେ ସେଠାରୁ ଉଠି ଚାଲି ଯାଆନ୍ତି।

ଅପରପକ୍ଷେ ଶୋ’ରେ ନାୟକ ସାଜିଥିବା ପାର୍ଥ ସମଥାନଙ୍କ ସହ ତାଙ୍କ ନାମ ଯୋଡ଼ାଯାଉଥିବାରୁ ସେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମୁହଁ ଖୋଲିଥିବା କହିଛନ୍ତି।


All Right Reserved By Dharitri.Com

ଓସ୍କାର ଆଓ୍ବାର୍ଡ: ସାଉଥ୍‌ କୋରିଆକୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ୨୦୨୦କୁ ନେଇ ଇତିହାସ ରଚିଛି ସାଉଥ୍‌ କୋରିଆ। ପ୍ରଥମଥର ପାଇଁ ଅଣ ଇଂରାଜୀ ଫିଲ୍ମ ଭାବେ ସାଉଥ୍‌ କୋରିଆର ଫିଲ୍ମ ‘ପାରାସାଇଟ୍‌’...

‘ପାତାଳ ଲୋକ’ରୁ ହଟିଲା ଭାଜପା ନେତାଙ୍କ ଫଟୋ

ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଯୋଜନାରେ ନିର୍ମିତ ‘ପାତାଳ ଲୋକ’ ଏବେ ବିବାଦ ଘେରରେ ରହିଛି। ବିନା ଅନୁମତିରେ ଭାଜପା ନେତା ନନ୍ଦକିଶୋର ଗୁଜରଙ୍କ ଫଟୋ ବ୍ୟବହାରକୁ...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶାହରୁଖ

ମୁମ୍ବାଇ: ଚଳିତ ନିର୍ବାଚନରେ ବାଜିମାତ କରିଛି ଭାଜପା। ପୂର୍ଣ୍ଣ ବହୁମତ ସହ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ନିର୍ବାଚନ...

ଶୁଟିଂ ବେଳେ ଚେତାଶୂନ୍ୟ ହେଲେ ବରୁଣ ଧଓ୍ବନ

ମୁମ୍ବାଇ: କଳାକାର ହେବ ତ ଅଭିନେତା ବରୁଣ ଧଓ୍ବନଙ୍କ ଭଳି,ଯିଏକି ନିଜ କାମକୁ ଶହେ ପ୍ରତିଶତ ଦେବାକୁ ସର୍ବଦା ଚେଷ୍ଟିତ। ଏଭଳି କିଛି ଚର୍ଚ୍ଚା ଆଜିକାଲି...

କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଲି ଫଜଲ କରୋନା ଭାଇରସକୁ ତୃତୀୟ ବିଶ୍ୱଯୁଦ୍ଧ କହିବାକୁ କହିଛନ୍ତି। ତେବେ ବରିଷ୍ଠ ନାଗରିକଙ୍କୁ ସେ ଏହା କହିବାକୁ କହିଛନ୍ତି। ତାଙ୍କ...

୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଆୟୋଜିତ

ମୁମ୍ବାଇ,୧୪।୫: ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି। ୭୨ତମ ଆର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ ମେ ୧୪ରୁ ଆରମ୍ଭ ହୋଇଛି। ଏହା...

ସାମାଜିକ, ରାଜନୈତିକ ପ୍ରସଙ୍ଗରେ ବଲିଉଡ୍‌ ଯତ୍ନଶୀଳ ହେଉ: ସ୍ବରା ଭାସ୍କର

ମୁମ୍ବାଇ, ୧୩ା୧୦: ଫିଲ୍ମରେ କୌଣସି ସାମାଜିକ, ରାଜନୈତିକ ପ୍ରସଙ୍ଗ ସ୍ଥାନୀତ କଲାବେଳେ ବଲିଉଡ୍‌ ଯତ୍ନଶୀଳ ହେବା ଉଚିତ ବୋଲି ଅଭିନେତ୍ରୀ ସ୍ବରା ଭାସ୍କର ପ୍ରକାଶ କରିଛନ୍ତି।...

ସୁଶାନ୍ତଙ୍କର ରହିଛି ୩ଟି କମ୍ପାନୀ: ଗୋଟିଏ କଥିତ ପ୍ରେମିକା ରିଆଙ୍କ ନାମରେ

ନ୍ୟାସନାଲ ଫିଜିକ୍ସ ଅଲମ୍ପିଆଡ ବିଜେତା ସୁଶାନ୍ତ ସିଂ ରାଜପୁତଙ୍କର ବିଶ୍ୱ, ମହାକାଶ, ଗ୍ରହ ବିଷୟରେ ଜାଣିବାର ବିଶେଷ ଆଗ୍ରହ ରହିଥିଲା। ତାରା ଦେଖିବା ପାଇଁ ସେ...

Coronavirus Update



Archives

Model This Week

Why Dharitri

Leave a comment

Your email address will not be published. Required fields are marked *