ହ୍ରିତିକ୍‌-ଆଲିଆଙ୍କୁ ଓସ୍କାର ପାଇଁ ନିମନ୍ତ୍ରଣ

ଫିଲ୍ମ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଓସ୍କାର। ଏହି ଆଓ୍ବାର୍ଡ ଶୋ’ରେ ଅଂଶଗ୍ରହଣ କରିବାକୁ ପାଇଁ ସବୁ କଳାକାର ଚାହିଁଥାନ୍ତି। ମାତ୍ର ଏଥିପାଇଁ ସମସ୍ତଙ୍କୁ ସୁଯୋଗ ମିଳେନାହିଁ। ଚଳିତତ ବର୍ଷ ଅର୍ଥାତ ୯୩ତମ ଓସ୍କାର ଆଓ୍ବାର୍ଡରେ ଅଶଂଗ୍ରହଣ ପାଇଁ ୮୧୯ଜଣ ଅତିଥିଙ୍କ ଏକ ତାଲିକା ପ୍ରକାଶ ପାଇଛି। ଏଥିରେ ବଲିଉଡ୍‌ କଳାକାର ହ୍ରିତିକ୍‌ ରୋଶନ ଏବଂ ଆଲିଆ ଭଟ୍ଟଙ୍କ ନାମ ରହିଛି। ଭାରତୀୟ କଳାକାରଙ୍କୁ ଚଳିତ ବର୍ଷ ଓସ୍କାର ଆଓ୍ବାର୍ଡ ଦେଉଥିବା ସଂସ୍ଥା ‘ଏକାଡେମୀ ଅଫ୍‌ ମୋଶନ ପିକ୍‌ଚସ ଆର୍ଟ ଆଣ୍ଡ୍‌ ସାଇନ୍ସ’ରେ ଅଂଶଗ୍ରହଣ କରିବାକୁ ଆଲିଆ ଏବଂ ହ୍ରିତିକ୍‌ଙ୍କୁ ଆମନ୍ତ୍ରିତ କରାଯାଇଛି। ଅନ୍ୟ ଅତିଥିଙ୍କ ତାଲିକାରେ ଡିଜାଇନର ନୀତା ଲୁଲା, ଡକ୍ୟୁମେଣ୍ଟାରୀ ଚଳଚ୍ଚତ୍ର ନିର୍ମାତା ନିଷ୍ଠା ଜୈନ୍‌ ଏବଂ ଅମିତ ମଧୋଶିଆ ଆଦିଙ୍କ ନାମ ରହିଛି। ତେବେ ଏହି ନିମନ୍ତ୍ରଣକୁ ଆଲିଆ, ହ୍ରିତିକ୍‌ ଗ୍ରହଣ କରୁଛନ୍ତି ନା ନାହିଁ ତାହା ଦେଖିବା ବାକି।


Enter your email to get our daily news in your inbox.

All Right Reserved By Dharitri.Com

ରିଆ ଜଣେ ବିଷକନ୍ୟା: ସ୍ବାମୀ

ନୂଆଦିଲ୍ଲୀ, ୩୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ସିବିଆଇ ତଦନ୍ତ ଜାରି ରହିଛି। ଏପରିସ୍ଥଳେ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ...

ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମ ଦେଖିବା ପରେ ସମସ୍ତେ ଆଲିଆଙ୍କ ଅଭିନୟକୁ ପ୍ରଶଂସା...

ବଲିଉଡ୍‌ରେ କ୍ୟାରିୟର କରିବାକୁ ଆଗ୍ରହୀ ଅଛନ୍ତି କି ନାଗା

ଅଭିନେତା ନାଗା ଚୈତନ୍ୟ ସାଉଥ୍‌ର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ସେ ତାଙ୍କର ଜବରଦସ୍ତ ଅଭିନୟ ଏବଂ ଲୁକ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଏବେ ଏହି...

ବିବାହ କରିବାକୁ ଘରୁ ଲୁଚି ପ୍ରଳାଇ ଆସିଥିଲେ ଅର୍ଚ୍ଚନା

ମୁମ୍ବାଇ: ‘ ଦ କପିଲ ଶର୍ମା’ ଶୋରେ ଏଥର ଚର୍ଚ୍ଚିତ ଯୋଡିଙ୍କୁ ଦେଖିବାକୁ ମିଳିବ। ଯେଉଁଥିରେ ଅଛନ୍ତି ଅର୍ଚ୍ଚନା ପୁରନ ସିଂ ଓ ପରମିତ ସେଠୀ,...

କାହାଣୀର ସଠିକ ଉପସ୍ଥାପନା ଉପରେ ଗୁରୁତ୍ୱ ଦିଏ

ନିର୍ଦ୍ଦେଶନା ଏକ ଗୁରୁ ଦାୟିତ୍ୱ। ପୁଣି ମଞ୍ଚରେ ତ କଟ୍‌ ଓକେ ନାହିଁ। ଲାଇଭ ଆକ୍ଟିଂ। ତେଣୁ ଅଭିନୟ କିପରି ଜୀବନ୍ତ ହେବ, କାହାଣୀରେ ଯାହା...

ଚାଲିଛି ନାୟିକା ଖୋଜା

‘ବାହୁବଲୀ’ ଫେମ୍‌ ପ୍ରଭାସ ଏବଂ ସୈଫ ଅଲ୍ଳୀ ଖଁା ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ରଟି ହେଲା ‘ଆଦିପୁରୁଷ’। ଏହି ଫିଲ୍ମର...

ଚିଡ଼ାଇବା ପରେ ଅଜୟଙ୍କୁ କାଜୋଲଙ୍କ ଜବାବ: ତୁମ ନିଦ ଉଡାଇ ଦେଖ ମୁଁ ନିଶ୍ଚିତରେ ଶୋଇଛି

ବମ୍ବେ: ୧୯୯୭ରେ ରିଲିଜ ହୋଇଥିଲା ଫିଲ୍ମ ‘ଇସ୍କ’। ଏଥିରେ ନାୟକ ଅଜୟ ଦେବଗନ ଏବଂ ନାୟିକା କାଜଲଙ୍କ ଯୋଡି ସମସ୍ତଙ୍କ ମନ ଜିଣିଥିଲା। ଇତିମଧ୍ୟରେ ଫିଲ୍ମକୁ...

‘ମିଶନ ମଜନୁ’ର ରିଲିଜ୍‌ ଡେଟ୍‌ ଘୋଷଣା: ର’ ଏଜେଣ୍ଟ ଚରିତ୍ରରେ ନଜର ଆସିବେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବହୁ ପ୍ରତିକ୍ଷୀତ ଅପ୍‌କମିଂ ଫିଲ୍ମ ‘ମିଶନ ମଜନୁ’ର ପ୍ରଶଂସକ ପାଇଁ ଏକ ଖୁସି ଖବର। ମଙ୍ଗଳବାର ଏହି ଫିଲ୍ମର...

Advertisement
Archives

Model This Week